ଭୁବନେଶ୍ୱର: ଗୋଟିଏ ମା’ର ଗର୍ଭରୁ ଏକା ସାଙ୍ଗେ ଜନ୍ମଲାଭ କରିଥିବା ତିନୋଟି ଅପରିପକ୍ୱ ଶିଶୁଙ୍କୁ ଦୀର୍ଘ ଦିନର ପ୍ରଚେଷ୍ଟା ଓ ଚିକିତ୍ସା ପ୍ରଦାନ କରି ନୂଆ ଜୀବନ ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ […]
ବ୍ରହ୍ମପୁର: ହସ୍ପିଟାଲରେ ସଂକ୍ରମଣ ନିବାରଣ ନିମନ୍ତେ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପ ଉପରେ ଏଠାରେ ସିତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲରେ ନିକଟରେ ଏକ କଂଟିନ୍ୟୁୟିଂ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲ୍ ପରିବେଶରେ ହାତ ପରିଷ୍କାର ରଖିବା, ନିଜର ସୁରକ୍ଷା […]
ଡା ତ୍ରୈଲୋକ୍ୟନାଥ ମହାରଣା ଆଧୁନିକ ଚିକିତ୍ସା ପ୍ରଣାଳୀ ସହିତ ଆଉ ଏକ ଚିକିତ୍ସା ପ୍ରଣାଳୀ ମଧ୍ୟ ଏବେ ବେଶ ଲୋକାଦୃତ ହେବାକୁ ଯାଉଛି, ତାହା ହେଉଛି ହୋମିଓପ୍ୟାଥିକ ଚିକିତ୍ସା। ଏହି ଚିକିତ୍ସା ପଦ୍ଧତିର ଜନକ ମାହାତ୍ମ୍ୟ ଫେଡରିକ ସାମୁଏଲ ହ୍ୟାନିମ୍ୟାନ ଜର୍ମାନୀର […]
ଭୁବନେଶ୍ୱର: ପାର୍କିନ୍ସନ୍ ସମସ୍ୟା ଏକ ବୟସ ଜନିତ ବ୍ୟାଧି। ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଯୋଗୁଁ ଜଟିଳ ସମସ୍ୟାରେ ପରିଣତ ହୋଇଛି। ତେବେ ଉତ୍ତମ ଜୀବନଶୈଳୀ ଆପଣାଇବା ଦ୍ୱାରା ଏହି ସମସ୍ୟାକୁ ଦୂର କରିହେବ ବୋଲି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ […]
ନୂଆଦିଲ୍ଲୀ: ଭାରତ ବିଶ୍ୱର କର୍କଟ ରାଜଧାନୀ ପାଲଟିଛି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଉପସ୍ଥାପିତ ହୋଇଥିବା ସଦ୍ୟତମ ରିପୋର୍ଟରେ ଭାରତକୁ ବିଶ୍ଵର କର୍କଟ ରାଜଧାନୀ କୁହାଯାଉଛି। ଏହି ରିପୋର୍ଟ ଅନୁଯାୟୀ, ୨୦୨୦ ରେ ଭାରତରେ ୧୪ ଲକ୍ଷ ନୂତନ କର୍କଟ ରୋଗୀ […]
ଭୁବନେଶ୍ୱର: ବୋନ୍ ଟ୍ୟୁମର ସମସ୍ୟା ଓ ଏ ସମ୍ପର୍କିତ ଚିକିତ୍ସାକୁ ନେଇ ଗତ ରବିବାର ଦିନ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ମସ୍କୁଲୋସ୍କେଲିଟାଲ୍ ସୋସାଇଟି ଅଫ୍ ଇଣ୍ଡିଆ (ଏମ୍ଏସ୍ଏସ୍) ପକ୍ଷରୁ ଏକ କଂଟିନୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ […]
ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଫୁଲନଖରା କ୍ୟାମ୍ପସ୍ରେ ଏକ ଡାକ୍ତରୀ ଟିମ୍ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଏଣ୍ଡୋନାଜାଲ ପ୍ରକ୍ରିୟା ପ୍ରୟୋଗ କରି ଜଣେ ୧୬ ବର୍ଷୀୟ ବାଳକର ନାକରୁ ଭାସ୍କୁଲାର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି। […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆଇଆଇଟି ବମ୍ବେରେ କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ବଦେଶୀ ଜିନ୍ଥେରାପିର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଭାରତର ପ୍ରଥମ ଜିନ୍ ଥେରାପିରଶୁଭାରମ୍ଭ କ୍ୟାନସର ବିରୋଧରେ ଆମର ଲଢ଼େଇରେ ଏକ […]
ଭୁବନେଶ୍ୱର: ଓଡ଼ିଶାରେ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ନୂତନତମ କ୍ୱାଟରନାରି କେୟାର ହସ୍ପିଟାଲ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍)କୁ ଗତ ମାର୍ଚ୍ଚ ୨୨ ତାରିଖରେ କୁଆଲା ଲୁମ୍ପୁର ଠାରେ ‘ଏକ୍ସିଲେନ୍ସ ଇନ୍ ହସ୍ପିଟାଲିଟି ଆଣ୍ଡ ହେଲ୍ଥ କେୟାର ସର୍ଭିସ୍ ଆୱାର୍ଡ’ରେ […]
ନୂଆଦିଲ୍ଲୀ: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶନ ମାମଲାରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଉଭୟ କୋର୍ଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି। ସୁପ୍ରିମକୋର୍ଟ ଶୁଣାଣି […]
ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଫୁଲନଖରା ସ୍ଥିତ କ୍ୟାମ୍ପସ୍ରେ ଜଟିଳ ଅସ୍ତ୍ରୋପଚାର ଜରିଆରେ ଡାକ୍ତରୀ ଟିମ୍ ଜଣେ ଗର୍ଭବତୀଙ୍କ ପେଟରୁ ଦେଢ଼ କିଲୋ ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି। ଏହି ବିଶାଳ ଟ୍ୟୁମର […]
ଭୁବନେଶ୍ୱର: ଯକ୍ଷ୍ମା ଅର୍ଥାତ ଟ୍ୟୁବରକ୍ୟୁଲୋସିସ୍ ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପରିପ୍ରେକ୍ଷୀରେ […]
ଭୁବନେଶ୍ୱର: ନଅ ମାସ ବ୍ୟବଧାନ ମଧ୍ୟରେ ଏଠାରେ ସମ୍ ଅଲ୍ଟିମେଟ ମେଡିକେୟାର ଠାରେ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ କେତେକ ଅଂଗ ବାହାର କରାଯାଇ ଦ୍ୱିତୀୟ ଥର ପାଇଁ ରାଜ୍ୟ ବାହାରେ ଗୁରୁତର ଥିବା ଦୁଇ ଜଣ ରୋଗୀଙ୍କୁ ନୂତନ […]
ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ (KHL) ରୋଗୀ ସେବାରେ ଉତ୍କର୍ଷତା ପ୍ରଦାନ ପାଇଁ ଓଡିଶାର ଏକ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ହସ୍ପିଟାଲ। ରଘୁବର ଦାସ, ଓଡିଶାର ରାଜ୍ୟପାଳ ଏହାର ଅତ୍ୟାଧୁନିକ ସୁବିଧା ସମ୍ବଳିତ ନୂତନ ସମ୍ପ୍ରସାରଣକୁ ଉଦ୍ଘାଟନ କରିଛନ୍ତି। କଳିଙ୍ଗ […]
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପେରିନାଟାଲ୍(ଜନ୍ମ ପୂର୍ବ ଏବଂ ପର ଅବସ୍ଥା) କ୍ଲିନିକ୍ ପକ୍ଷରୁ ପ୍ରତି ମଙ୍ଗଳବାର ଡାଉନ୍ ସିଣ୍ଡ୍ରୋମ୍ ପ୍ରଭାବିତ ଶିଶୁମାନଙ୍କ ପିତାମାତା ଏବଂ ଅନ୍ୟାନ୍ୟ ଜେନେଟିକ୍ ବ୍ୟାଧି ସମ୍ପର୍କରେ ନିୟମିତ କାଉନ୍ସେଲିଂ ପ୍ରଦାନ କରାଯାଉଛି। ଏହି କ୍ଲିନିକ୍ ସ୍ତ୍ରୀ ଏବଂ […]
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ସ୍ମାର୍ଟ ଭିଲେଜ୍ କଲରାବାଙ୍କଠାରେ ୧୦୦ ଶଯ୍ୟାବିଶିଷ୍ଟ ଅତ୍ୟାଧୁନିକ କିମ୍ସ ଗ୍ରାମୀଣ ଡାକ୍ତରଖାନା ଏବଂ କଲରାବାଙ୍କ ସ୍ମାର୍ଟ ଭିଲେଜର ଲୋକାର୍ପଣ କରିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି କିମ୍ସ ଗ୍ରାମୀଣ […]
ସ୍ୱାସ୍ଥ୍ୟ ଟିପ୍ସ: ଆଖୁ ରସକୁ ଗ୍ରୀଷ୍ମ ଋତୁରେ ଥଣ୍ଡା ପାନୀୟ ଭାବରେ ଦେଖାଯାଏ। ଏହା ଶରୀରକୁ ଜଳ ଯୋଗାଇବା ସହିତ ଲୌହ, ଖଣିଜ ପଦାର୍ଥ ସହିତ ଅନେକ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ। ଏହାର ଅନେକ ଲାଭ ଅଛି। ଆଖୁ ବହୁତ ମିଠା। ଏଥିରେ […]
ସ୍ୱାସ୍ଥ୍ୟ ଟିପ୍ସ: ଖରାପ ଜୀବନଶୈଳୀ ହେତୁ ଯେକୌଣସି ବ୍ୟକ୍ତିଙ୍କର କିଡନୀ ପଥର ସମସ୍ୟା ହୋଇପାରେ। ବେଳେବେଳେ ଜଳ ଅଭାବରୁ ଏହା ମଧ୍ୟ ଘଟେ। ଅବଶ୍ୟ, ଯେତେବେଳେ ଶରୀରରେ କ୍ୟାଲସିୟମ ଏବଂ କୋଲେଷ୍ଟ୍ରୋଲର ପରିମାଣ ବଢେ, ପଥର ସୃଷ୍ଟି ହୁଏ। ଏହି ସମସ୍ତ […]
ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା କରୋନା ସଂକ୍ରମିତ ହୋଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲି, ଯେଉଁଥିରେ ମୋର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ସେ କହିଛନ୍ତି ଯେ, […]
ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଭୁବନେଶ୍ୱରର ନୀଳାଦ୍ରି ବିହାରଠାରେ ରାଜ୍ୟ ଟିକା ଭଣ୍ଡାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଜାତୀୟ […]
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟ ଏସ ସୋମନାଥ କର୍କଟ ରୋଗରେ ପୀଡିତ। ସେ ଆଜି ଏହା ଜାଣି ନଥିଲେ, କିନ୍ତୁ ଭାରତର ଉଚ୍ଚାଭିଳାଷୀ ସୌର ମିଶନ ଆଦିତ୍ୟ ଏଲ -୧ ଲଞ୍ଚ ହେବାର ଦିନ ଜଣାପଡିଥିଲା, କିନ୍ତୁ […]