ଭୁବନେଶ୍ଵର: ଏମ୍ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଇଣ୍ଟରଭେନ୍ସନାଲ ରେଡିଓଲୋଜି(ଆଇଆର) ସମ୍ମିଳନୀ ଏଆଇଆରଏଡିସିଓଏନ୍ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଦୁଇ ଦିନିଆ ସମ୍ମିଳନୀରେ ଆଇଆର୍ର ବ୍ୟାପକ ବ୍ୟବହାର ତଥା ଏହାର କାର୍ଯ୍ୟକାରୀତା ଉପରେ ମାନସମନ୍ଥନ ହୋଇଥିଲା। ଏହି […]
ସ୍ୱାସ୍ଥ୍ୟ ଟିପ୍ସ: ଶୁଖିଲା ଫଳର ରାଜା ଭାବରେ କାଜୁକୁ ବିବେଚନା କରାଯାଏ। ଯାହା ସ୍ୱାସ୍ଥ୍ୟ ସହିତ ଆପଣଙ୍କ ସୌନ୍ଦର୍ଯ୍ୟ ବଢାଇବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ। ଏହା ସହିତ ଏହାକୁ ଖାଇବା ଦ୍ୱାରା ଅନେକ ପ୍ରକାରର ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଆଜି […]
ଜୀବନଶୈଳୀ: ସମଗ୍ର ପରିବାର ଗୋଟିଏ ସାବୁନ ବ୍ୟବହାର କରିପାରିବେ କି? ଏହି ପ୍ରଶ୍ନ ଉଠିଛି କାରଣ ଅଧିକାଂଶ ଘରେ ସମଗ୍ର ପରିବାର ସମାନ ସାବୁନ ବ୍ୟବହାର କରୁଥିବା ଦେଖାଯାଏ। ଲୋକମାନେ ଭାବନ୍ତି ଯେ ସାବୁନ୍ ଜୀବାଣୁକୁ ମାରିଦିଏ, ତେବେ ଯଦି କେହି […]
ଭୁବନେଶ୍ଵର: ଆଜିକାଲିର ଅସ୍ୱାସ୍ଥ୍ୟକର ଜୀବନଶୈଳୀରେ ଫିଟ୍ ରହିବା ଏକ ବଡ଼ ଆହ୍ଵାନ। ଫିଟ୍ ରହିବା ପାଇଁ ଶରୀରକୁ ଉପଯୁକ୍ତ ପରିମାଣର ପୁଷ୍ଟିକର ଖାଦ୍ୟ ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ରୋଗରୁ ରକ୍ଷା ପାଇବା ପାଇଁ ସମୟ ସମୟରେ ସଠିକ୍ ଫଳ ଏବଂ […]
ନୂଆଦିଲ୍ଲୀ: ଡିଜିଟାଲ୍ ସ୍ୱାସ୍ଥ୍ୟ ସେବାକୁ ପ୍ରୋତ୍ସାହିତ କରିବା ଏବଂ ସ୍ୱାସ୍ଥ୍ୟସେବାକୁ ସମସ୍ତଙ୍କ ପାଇଁ ଅଧିକ ସୁଗମ କରିବା ପ୍ରୟାସରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍) ଅଧୀନରେ 100 ମାଇକ୍ରୋସାଇଟ୍ ପ୍ରୋଜେକ୍ଟ ଆରମ୍ଭ କରିଛି। ଏକ […]
ଭୁବନେଶ୍ୱର: ବର୍ଷା ଦିନେ ଶିଶୁମାନଙ୍କ କ୍ଷେତ୍ରରେ ଡାଇରିଆ ଓ ଡିସେନ୍ଟ୍ରି ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଅନେକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥାନ୍ତି। ତେବେ ଏହି ସମୟରେ ସେମାନଙ୍କୁ ଉପଯୁକ୍ତ ପରିମାଣର ଓରାଲ ରିହାଇଡ୍ରେସନ […]
ଭୁବନେଶ୍ୱର: ଗୌରବମୟ ପ୍ରଥମ ଦଶନ୍ଧିର ଯାତ୍ରା ଅବସରରେ ଏମ୍ସ ଭୁବନେଶ୍ୱର ଓଡ଼ିଶା ତଥା ପଡୋଶୀ ରାଜ୍ୟର ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି। ରୋଗୀସେବା କ୍ଷେତ୍ରରେ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଦେଶରେ ଏକ ନୂତନ […]
ନୂଆଦିଲ୍ଲୀ: କର୍କଟ ଏପରି ଏକ ରୋଗ ଯାହା ମଣିଷକୁ ସବୁଠୁ ଅଧିକ କ୍ଷତି ଘଟାଇଛି। ଯେତେବେଳେ ଗୋଟିଏ ପରିବାରର ଜଣେ ବ୍ୟକ୍ତି କର୍କଟ ରୋଗରେ ପୀଡିତ ହୁଅନ୍ତି, ସେତେବେଳେ କେବଳ କେବଳ ରୋଗୀ ନୁହନ୍ତି, ତାଙ୍କ ସହିତ ତାଙ୍କ ପରିବାର ସଦସ୍ୟ […]
ସ୍ୱାସ୍ଥ୍ୟ ଟିପ୍ସ: ବର୍ଷା ଓ ବନ୍ୟା ଆଖିର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ହଠାତ୍ ଆଇ ଫ୍ଲୁ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଛୋଟ ପିଲାମାନେ ଆଇ ଫ୍ଲୁରେ ପୀଡିତ ହେଉଛନ୍ତି। ଡାକ୍ତରମାନେ କହିଛନ୍ତି ଯେ, […]
ସ୍ୱାସ୍ଥ୍ୟ ଟିପ୍ସ: ଆଜିକାଲି ପ୍ରଦୂଷଣ ବୃଦ୍ଧି ଏବଂ ଭୁଲ ଖାଇବା ଅଭ୍ୟାସ ଯୋଗୁଁ ଅଧିକାଂଶ ଲୋକଙ୍କଠାରେ ଅମ୍ଳଜାନର ଅଭାବ ଦେଖାଦେଇଥାଏ। ଏପରି ପରିସ୍ଥିତିରେ, ଆପଣ ଏପରି ଜିନିଷ ଖାଇବା ଉଚିତ୍ ଯାହା ଶରୀରରେ ଅମ୍ଳଜାନର ସ୍ତର ବଢାଇଥାଏ। ଏଠାରେ ଆମେ ଆପଣଙ୍କୁ ଏପରି […]
ଭୁବନେଶ୍ୱର: ବନ୍ଧ୍ୟାଦୋଷ ସମସ୍ୟା ଥିôବା ଦମ୍ପତିଙ୍କର ଆଶାର କେନ୍ଦ୍ର ପାଲଟିଛି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ ପରିଚାଳିତ ଇନ୍ଫର୍ଟିଲିଟି ଆଣ୍ଡ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍) କେନ୍ଦ୍ର ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍ଆର୍)। କେବଳ ଓଡ଼ିଶା […]
ସ୍ୱାସ୍ଥ୍ୟ ଟିପ୍ସ: ଛତୁକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। କିନ୍ତୁ ଛତୁ ଖାଇବା ଦ୍ୱାରା ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଅନ୍ୟ ପଟେ, ପ୍ରତିଦିନ ଛତୁ ଖାଇବା ଦ୍ୱାରା ବିପି ଏବଂ ହୃଦୟ ସମ୍ବନ୍ଧୀୟ ରୋଗରେ ମଧ୍ୟ ଲାଭ […]
ନୂଆଦିଲ୍ଲୀ: କର୍ପୁର ଆମ ସମସ୍ତଙ୍କ ଘରେ ପୂଜା ପାଇଁ ବ୍ୟବହୃତ ହୁଏ। କିନ୍ତୁ, ଆପଣ ଜାଣନ୍ତି କି ପୂଜା ବ୍ୟତୀତ କର୍ପୁର ମଧ୍ୟ ଦୈନନ୍ଦିନ ଜୀବନରେ ଅନେକ କାର୍ଯ୍ୟରେ ଆବଶ୍ୟକ ହୁଏ। ପୂଜା ବ୍ୟତୀତ, ଆମେ ଅନେକ ଜିନିଷରେ କର୍ପୁରକୁ ବ୍ୟବହାର କରୁ। […]
ସ୍ଵାସ୍ଥ୍ୟ ଟିପ୍ସ: କ୍ଷୀର ପିଇବାକୁ କିଏ ପସନ୍ଦ କରେ ନାହିଁ? ଶିଶୁର ପ୍ରଥମ ଖାଦ୍ୟ ହେଉଛି କ୍ଷୀର। ଭାରତର ଅଧିକାଂଶ ଲୋକ ନିଶ୍ଚିତ ଭାବରେ ରାତିରେ କ୍ଷୀର ପିଇଥା’ନ୍ତି। କ୍ଷୀରରେ ପୋଷକ ତତ୍ତ୍ୱ ଭରପୂର ଅଟେ। କ୍ଷୀରରେ କ୍ୟାଲସିୟମ୍, ଭିଟାମିନ୍ ଡି, ଭିଟାମିନ୍ […]
ନୂଆଦିଲ୍ଲୀ: ବିଶ୍ୱରେ ବର୍ତ୍ତମାନର କୋଭିଡ ସ୍ଥିତି ଏବଂ ଟିକାଦାନ କ୍ଷେତ୍ରରେ ହାସଲ ହୋଇଥିବା ଉପଲବ୍ଧିକୁ ବିଚାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ଥିବା କୋଭିଡ ନିୟମ ସଂକ୍ରାନ୍ତ ମାର୍ଗଦର୍ଶିକାକୁ ଅଧିକ କୋହଳ କରିଛି। […]
ଭୁବନେଶ୍ୱର: ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗରେ ବୁଧବାର ଏକ ‘ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍’ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, […]
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଢେଙ୍କାନାଳ ଜିଲ୍ଲା ସଣ୍ଡା ଗ୍ରାମର ଶୁଭ୍ରଜିତ୍ ପଣ୍ଡା ନାମକ ଜଣେ ନକଲି ଡାକ୍ତରକୁ ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଅନୁଯାୟୀ, ଯୁକ୍ତ ଦୁଇ ପାଠ ପଢିଥିବା ନକଲି […]
ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ମଶା ଘାତକ ତରଳ କିମ୍ବା ଧୂପ ମଶାମାନଙ୍କଠାରୁ ମୁକ୍ତି ଦେଇପାରେ। କିନ୍ତୁ ଆପଣ ଜାଣନ୍ତି କି ମଶା ଘାତକ ତରଳ ବା ଧୂପ ମଧ୍ୟ ଅନେକ ରୋଗର କାରଣ ଅଟେ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ୧୦୦ ଟି […]
ଭୁବନେଶ୍ୱର: ପ୍ରଥମ ଦଶନ୍ଧିର ଗୌରବମୟ ଯାତ୍ରା ସହିତ ପୂର୍ବ ଭାରତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତଙ୍କ ଆସ୍ଥାଭାଜନ ହୋଇପାରିଥିବା ଏମ୍ସ ଭୁବନେଶ୍ୱର ଶନିବାର ଦିନ ଏହାର ୧୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଏମ୍ସ ପକ୍ଷରୁ ଇ-ଅଫିସ ବ୍ୟବସ୍ଥାର ଶୁଭାରମ୍ଭ […]
ସ୍ୱାସ୍ଥ୍ୟ ଟିପ୍ସ: କିଛି ଲୋକ ଅଛନ୍ତି, ଯେଉଁମାନେ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି ନାହିଁ। ଡାଏଟ୍ ଅନୁସରଣ କରୁଥିବା ଲୋକମାନେ ମଧ୍ୟ ଅଣ୍ଡା ଖାଆନ୍ତି ନାହିଁ। ଏହିପରି, ଆଜି ଆମେ ଶାକାହାରୀମାନଙ୍କ ପାଇଁ ଅଣ୍ଡା ପରି ୩ ଟି ଜିନିଷ ବିଷୟରେ କହୁଛୁ। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଯୋଜନା ୧.୬୦ ଲକ୍ଷ ସ୍ୱାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ରକୁ ବିସ୍ତାର ହେବାକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟଙ୍କ ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ […]