ନୂଆଦିଲ୍ଲୀ: ଜରୁରୀକାଳୀନ ଗର୍ଭନିରୋଧକ ବଟିକା (ଇସିପି)ର ବଜାରରେ ବିକ୍ରୟ କୁ ନେଇ ସିଡିଏସସିଓ ଦ୍ୱାରା ନିୟମରେ ପ୍ରସ୍ତାବିତ ପରିବର୍ତ୍ତନକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଏଠାରେ ସ୍ପଷ୍ଟୀକରଣ ଦିଆଯାଉଛି । ଗୋଟିଏ ଖବରରେ ଉଲ୍ଲେଖ କରାଯାଇଛି ଯେ ‘‘ବିଶେଷଜ୍ଞ […]
ସ୍ୱାସ୍ଥ୍ୟ ଟିପ୍ସ: ପାଣିପାଗ ବଦଳିବା ସହିତ ଡେଙ୍ଗୁ ରୋଗ ବୃଦ୍ଧି ପାଇଥାଏ। ଏହି ସମୟରେ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍। କାରଣ ଯଦି ଆପଣ ଡେଙ୍ଗୁ ସମୟରେ ଆପଣଙ୍କ ଖାଦ୍ୟର ଯତ୍ନ ନିଅନ୍ତି ନାହିଁ, ତେବେ ଏହା ଆପଣଙ୍କ […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ […]
ଭୁବନେଶ୍ୱର: ପୋଷଣର ଗୁରୁତ୍ୱ ଏବଂ ଖାଦ୍ୟ ଗ୍ରହଣ ପ୍ରକ୍ରିୟାକୁ ନେଇ ଗତ ଶନିବାର ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ସମ୍ ଅଲ୍ଟିମେଟ ନ୍ୟାସ୍ନାଲ ନ୍ୟୁଟ୍ରିସନ୍ ଓରିଏନ୍ଟେସନ୍ (ସୁନୋ ୨.୦) କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା ହୋଇଯାଇଛି। ଏହି […]
ଭୁବନେଶ୍ୱର: ଓଡ଼ିଶାରେ ରକ୍ତ କର୍କଟ ରୋଗୀଙ୍କୁ ଉତମ ଚିକିତ୍ସା ପ୍ରଦାନ ଓ ହେମାଟୋ ଅଙ୍କୋଲଜିକାଲ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଅଗ୍ରଣୀ ହସ୍ପିଟାଲ୍ ଭାବେ ପରିଚିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ […]
ନୂଆଦିଲ୍ଲୀ: ବର୍ତ୍ତମାନ ମାତ୍ର ଗୋଟିଏ ମିନିଟରେ ଆପଣ ଜାଣିବେ ଯେ, ଆପଣଙ୍କର କର୍କଟ ରୋଗ ଅଛି କି ନାହିଁ। ଆଇଆଇଟି କାନପୁର ଏପରି ଏକ ଆଶ୍ଚର୍ଯ୍ୟଜନକ ଉପକରଣ ପ୍ରସ୍ତୁତ କରିଛି ଯାହା ୬୦ ସେକେଣ୍ଡ ମଧ୍ୟରେ ରିପୋର୍ଟ ଦେବ। ଏହି ଉପକରଣ […]
ସ୍ୱାସ୍ଥ୍ୟ: ଲବଙ୍ଗ ହେଉଛି ଏକ ପ୍ରକାର ମସଲା ଯାହା ବିଭିନ୍ନ ବ୍ୟଞ୍ଜନରେ ବ୍ୟବହୃତ ହୁଏ। ଖାଦ୍ୟର ସ୍ୱାଦ ବଢାଇବା ବ୍ୟତୀତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଲବଙ୍ଗ ଆୟୁର୍ବେଦରେ ଏକ ଔଷଧ ଭାବରେ ବ୍ୟବହୃତ ହୁଏ। ଦାନ୍ତ ଯନ୍ତ୍ରଣା […]
ସ୍ୱାସ୍ଥ୍ୟ ଟିପ୍ସ: ଜଳଖିଆ ଠାରୁ ଆରମ୍ଭ କରି ସ୍ନାକ୍ସ ପର୍ଯ୍ୟନ୍ତ ବ୍ରେଡ ପ୍ରାୟତଃ ଅନ୍ତର୍ଭୁକ୍ତ ହୋଇଥାଏ।ବେଳେବେଳେ ଏହାକୁ ରୁଟି ସ୍ୟାଣ୍ଡୱିଚ୍ ଏବଂ ବେଳେବେଳେ ରୁଟି ଟୋଷ୍ଟ ଆକାରରେ ଏହାର ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଏ। କିନ୍ତୁ ଅନେକ ଲୋକ ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି […]
ଭୁବନେଶ୍ୱର: ବିଶ୍ୱ ହୃତପିଣ୍ଡ ଦିବସ ଉପଲକ୍ଷେ ଗତ ଶୁକ୍ରବାର ଦିନ ସମ୍ ଅଲ୍ଟିମେଟ ମେଡିକେୟାରରେ ରୋଗୀ ଏବଂ କର୍ମଚାରୀମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ୱ ହୃତପିଣ୍ଡ ଦିବସ ରୂପେ ପାଳନ କରାଯାଏ। କାର୍ଯ୍ୟକ୍ରମରେ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ପ୍ରାତଃ ସମୟରେ ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ସୁସ୍ଥ ହୃଦୟ ପାଇଁ ସଚେତନା ତଥା ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନରେ ଭାରତ ସରକାର ଦେଶର ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛନ୍ତି । ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମଗୁଡ଼ିକ ସ୍ୱାସ୍ଥ୍ୟସେବା ଉପଲବ୍ଧତା, […]
ନୂଆଦିଲ୍ଲୀ: ଯେଉଁମାନେ ଦୀର୍ଘ ସମୟ ଧରି ବସି ରହି କାମ କରନ୍ତି ସେମାନେ ବର୍ତ୍ତମାନଠାରୁ ସାବଧାନ ହୋଇଯାଆନ୍ତୁ। କାରଣ ଧାରାବାହିକ ଭାବେ ବସି ରହି କାମ କଲେ ବହୁ ସାଂଘାତିକ ରୋଗ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଯାହାକୁ Dead Butt […]
ଭୁବନେଶ୍ୱର: ଓଡିଶାରେ ‘ନେସ୍ନାଲ ଫରେନ୍ସିକ ସାଇନ୍ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରିବ। ଏହି ଜାତୀୟ ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ […]
ଭୁବନେଶ୍ୱର: ରାଜ୍ୟ ସରକାର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଦେଖାଦେଇଥିବା ଡିପ୍ଥେରିଆ ରୋଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ରୋଗୀମାନଙ୍କର ଉଚ୍ଚତର ଚିକିତ୍ସା ଏବଂ ଏହି ରୋଗ କିପରି ଅଧିକ ନ ବ୍ୟାପିବ ସେଥି ପାଇଁ ବିଭିନ୍ନ ତ୍ୱରିତ ପଦକ୍ଷେପ ଗ୍ରହଣ […]
ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ଏହାର ସଦ୍ୟତମ ରିପୋର୍ଟରେ କିଛି ଔଷଧ ବିଷୟରେ ପ୍ରକାଶ କରିଛି, ଯାହା ସାଧାରଣତଃ ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ତଥାପି, ଏହି ଔଷଧଗୁଡ଼ିକ ଗୁଣାତ୍ମକ ଯାଞ୍ଚରେ ବିଫଳ ହୋଇଛି। ଏଥିମଧ୍ୟରେ କିଛି […]
ଭୁବନେଶ୍ୱର: ବର୍ତ୍ତମାନ ସବୁ କ୍ଷେତ୍ରରେ ଅପମିଶ୍ରଣ ଅଥବା ଭେଜାଲ କାରବାର ପରିଲକ୍ଷିତ ହେଉଛି। କିନ୍ତୁ ଜୀବନ ରକ୍ଷାକାରୀ ଔଷଧରେ ଅପମିଶ୍ରଣ ହେଲେ ଏହା ମାନବ ଜାତି ପ୍ରତି ବିଶ୍ୱାସଘାତକତା ହେବ। ତେଣୁ ଫାର୍ମାସିଷ୍ଟମାନେ ଏଥି ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ […]
ଭୁବନେଶ୍ବର: ଡା. ଅଭିନ୍ନ ଚନ୍ଦ୍ର ହୋମିଓପାଥି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ , ଭାରତ ବର୍ଷର ପ୍ରଥମ ବିଏଚଏମଏସ ସ୍ନାତକ ଡିଗ୍ରୀ ସରକାରୀ ହୋମିଓପାଥି ଭେଷଜ ମହାବିଦ୍ୟାଳୟ ରୂପେ ପରିଚିତ। ରାଜ୍ୟ ସରକାର ଏହାକୁ *ସେଣ୍ଟର ଫର ଏକ୍ସେଲେନ୍ସେ *ଘୋଷଣା କରିଥିଲେ। […]
ଭୁବନେଶ୍ବର: କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମେଗା ସ୍ବାସ୍ଥ୍ୟ ମେଳା ର ଉଦ୍ଘାଟନ କରିଛନ୍ତି। ସୂଚନା ଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଉଦ୍ୟମରେ କେନ୍ଦୁଝରଠାରେ ଜିଲ୍ଲା ସଦର […]
ଭୁବନେଶ୍ୱର: ପ୍ରତ୍ୟେକ ପରିବାରକୁ ଉନ୍ନତ ସ୍ୱାସ୍ଥ୍ୟସେବା ପହଂଚାଇବା ନିମନ୍ତେ ଡାକ୍ତରୀ ଶିକ୍ଷାକୁ ସମସ୍ତଙ୍କ ନିମନ୍ତେ ଉପଲବ୍ଧ କରିବାକୁ ପଡ଼ିବ ବୋଲି ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଉତ୍ତମ ଡାକ୍ତରୀ ଚିକିତ୍ସା ବର୍ତ୍ତମାନ କେବଳ ବଡ଼ ସହର ମାନଙ୍କରେ ଉପଲବ୍ଧ […]
ନୂଆଦିଲ୍ଲୀ: ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଗୁଲାପାଲ୍ଲୀ ଏନ ରାଓ ୨୦୨୪ ପାଇଁ ଆନ୍ତର୍ଜାତୀୟ ଚକ୍ଷୁ ଚିକିତ୍ସା ପରିଷଦ ଦ୍ୱାରା ଦିଆ ଯାଉଥିବା ସମ୍ମାନଜନକ ଆଇସିଓ ଜୁଲେସ୍ ଫ୍ରାଙ୍କୋଇସ୍ ସ୍ବର୍ଣ୍ଣ ପଦକରେ ସମ୍ମାନିତ ହୋଇଛନ୍ତି। ସେ […]
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅସୁସ୍ଥତା ବଶତଃ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ […]