ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୫୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୯୧ ଜଣ […]
ଭୁବନେଶ୍ୱର: କୋଭିଡ୍ ସଂକ୍ରମିତ ହେବା ପରେ ଚିକିତ୍ସିତ ହୋଇ ସମ୍ କୋଭିଡ ହସ୍ପିଟାଲ୍ରୁ ସୁସ୍ଥ ହୋଇଛନ୍ତି ଜାପାନର ନାଗରିକ ପି.ଟାକାହାରା କେଞ୍ଜି। କୋଭିଡ ସଂକ୍ରମିତ ହୋଇ ଶ୍ରୀ କେଞ୍ଜି ଗତ ଜୁନ୍ ୧୯ ତାରିଖ ଦିନ ସମ୍ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି […]
ସ୍ଵାସ୍ଥ୍ୟ ଟିପ୍ସ: କ୍ଷୀର ପିଇବାକୁ କିଏ ପସନ୍ଦ କରେ ନାହିଁ? ଶିଶୁର ପ୍ରଥମ ଖାଦ୍ୟ ହେଉଛି କ୍ଷୀର। ଭାରତର ଅଧିକାଂଶ ଲୋକ ନିଶ୍ଚିତ ଭାବରେ ରାତିରେ କ୍ଷୀର ପିଇଥା’ନ୍ତି। କ୍ଷୀରରେ ପୋଷକ ତତ୍ତ୍ୱ ଭରପୂର ଅଟେ। କ୍ଷୀରରେ କ୍ୟାଲସିୟମ୍, ଭିଟାମିନ୍ ଡି, […]
ନୂଆଦିଲ୍ଲୀ: ଭାରତରେ କରୋନା ମାମଲାରେ ୨୩ ପ୍ରତିଶତ ବୃଦ୍ଧି ହୋଇଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୫୦୬ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଏହି ଅବଧିରେ କରୋନା ଯୋଗୁଁ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି […]
ସ୍ୱାସ୍ଥ୍ୟ ଟିପ୍ସ: ବଦଳୁଥିବା ଏହି ଦ୍ରୁତ ଗତିଶୀଳ ଜୀବନରେ ଲୋକମାନେ ପ୍ରାୟତଃ ନିଜ ଯତ୍ନ ନେବାକୁ ଅସମର୍ଥ। ଏହାର ପ୍ରଭାବ ଅନେକ ରୋଗ ପାଇଁ ଆମନ୍ତ୍ରଣ ହୋଇପାରେ। କଳାଜୀରା ବିଷୟରେ କୁହାଯାଏ ଯେ ଏହା ଏକ ସଞ୍ଜୀବନୀ ଔଷଧ ପରି କାର୍ଯ୍ୟ କରେ। […]
ଭୁବନେଶ୍ୱର: ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ। ଇଣ୍ଡିଆ ଟୁଡେ ସର୍ଭେ- […]
ନୂଆଦିଲ୍ଲୀ: ଦୁନିଆର ଅନେକ ଦେଶ ଏବେବି କରୋନା ବିରୋଧରେ ଲଢେଇ ଜାରି ରଖିଛନ୍ତି। ଭାରତରେ ମଧ୍ୟ କୋଭିଡ ମାମଲାରେ ବୃଦ୍ଧି ହେତୁ ଲୋକଙ୍କ ଚିନ୍ତା ବୃଦ୍ଧି ପାଇଛି। ଅବଶ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ମାମଲାରେ ହ୍ରାସ ଘଟିଥିବାର ଦେଖାଯାଇଛି। […]
ସ୍ୱାସ୍ଥ୍ୟ ଟିପ୍ସ: ଆପଣ ଓଜନ ହ୍ରାସ କରିବାକୁ, ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାକୁ କିମ୍ବା ମଧୁମେହ ପରିଚାଳନା କରିବାକୁ ଚାହୁଁଛନ୍ତି କି, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରେ ଅମୃତଭଣ୍ଡାର ଉପକାରିତା ରହିଛି। ଅମୃତଭଣ୍ଡାରେ ଡାଏଟାରୀ ଫାଇବର, ପ୍ରୋଟିନ୍, ଫ୍ୟାଟ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ […]
ନୂଆଦିଲ୍ଲୀ: ପୁଣିଥରେ ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାର ୭୩ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ସହିତ କରୋନା ସଂକ୍ରମଣ ହେତୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ […]
କନ୍ଦର୍ପ ବେହେରା ରେଢ଼ାଖୋଲ: ଆଜି ଏକ ଅଜବ ଶିଶୁ ପୁତ୍ର ଜନ୍ମନେଇଛି। ଏହି ଶିଶୁପୁତ୍ରଟି ହାତ ଗୋଡର ପାପୁଲି ଫାଡି ହୋଇ ଜନ୍ମ ହୋଇଛି। ଆଜି ରେଢାଖୋଲ ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଏହି ଅଜବ ଶିଶୁପୁତ୍ରଟି ଅସ୍ତ୍ରୋପ୍ରଚାର ହୋଇ […]
ସ୍ୱାସ୍ଥ୍ୟଟିପ୍ସ: ମଧୁମେହ ରୋଗୀଙ୍କ ପାଇଁ ପଣସ ଖାଇବା ଉପକାରୀ ବୋଲି ବିବେଚନା କରାଯାଏ। ମଧୁମେହକୁ ରୋକିବା ଏବଂ ଏହାର ଲକ୍ଷଣ ପରିଚାଳନା କରିବାରେ ଏହା ସାହାଯ୍ୟ କରେ ବୋଲି କୁହାଯାଏ। ପଣସ ମଞ୍ଜିରେ ପ୍ରୋଟିନ ଭରପୂର ଏବଂ ଏହାର ଅଧିକ ହାଇ […]
ନୂଆଦିଲ୍ଲୀ: ଆଜି ଦେଶରେ କରୋନା ମାମଲାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ, ୧୧ ହଜାର ୭୩୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୯୨ ହଜାର ୫୭୯ କୁ ବୃଦ୍ଧି ପାଇଛି। ଏହି […]
ଭୁବନେଶ୍ୱର: ଗୁରୁତର ଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା, ସେବା ଏବଂ ଯତ୍ନ ପ୍ରଦାନ କ୍ଷେତ୍ରରେ ନର୍ସମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବାର ଲକ୍ଷ୍ୟ ନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଶନିବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। […]
ଜୀବନଶୈଳୀ: ଯଦି ଆପଣ ଆୟୁର୍ବେଦିକ ପଦ୍ଧତି ଅନୁଯାୟୀ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଆପଣ ଏହା ସହିତ ଜଡିତ ନିୟମ ଜାଣିବା ଉଚିତ୍। ଆୟୁର୍ବେଦରେ ଖାଦ୍ୟଠାରୁ ଆରମ୍ଭ କରି ଶୋଇବା, ଉଠିବା, ସଠିକ୍ ଉପାୟରେ ବସିବା ପର୍ଯ୍ୟନ୍ତ ଉପଯୁକ୍ତ ପଦ୍ଧତି ଦିଆଯାଇଛି। […]
ନୂଆଦିଲ୍ଲୀ: ସାତରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ସେରମ୍ ଇନଷ୍ଟିଚ୍ୟୁଟର କୋଭୋଭାକ୍ସ ଟିକାକୁ ଶୁକ୍ରବାର ଦିନ ଭାରତର ସେଣ୍ଟ୍ରାଲ୍ ଡ୍ରଗ୍ ଅଥରିଟିର ଏକ ବିଶେଷଜ୍ଞ କମିଟି ଅନୁମୋଦନ କରିଛି। ସରକାରୀ ସୂତ୍ର ଏହି ସୂଚନା ଦେଇଛି। […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୯୪୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏଭଳି ପରିସ୍ଥିତିରେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୯୧ ହଜାର ୭୭୯ରେ ପହଞ୍ଚିଛି। […]
ସ୍ୱାସ୍ଥ୍ୟ ଟିପ୍ସ: ଶରୀରକୁ ସୁସ୍ଥ ରଖିବା ପାଇଁ ଠିକ୍ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସମସ୍ତଙ୍କୁ ଜାଣିବା ଉଚିତ୍ ଯେ, କଣ ଖାଇବା ଏବଂ କେଉଁ ଉପାୟରେ ଖାଇବା ଆବଶ୍ୟକ? ଥାଳିରେ ପରଷା ଯାଇଥିବା ଚାଉଳ ଏବଂ ରୋଟିକୁ ଲୋକମାନେ ପ୍ରଥମେ […]
ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଦୁନିଆର ଅନେକ ଦେଶରେ ଲଢେଇ ଜାରି ରହିଛି। ଭାରତରେ ମଧ୍ୟ କରୋନା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ଦେଶରେ କରୋନା ସଂକ୍ରମଣର ବୃଦ୍ଧି ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାର […]
ସ୍ୱାସ୍ଥ୍ୟ ଟିପ୍ସ: ଅନେକ ଥର ଲୋକମାନେ ଏପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯେଉଁଥିରେ ସେମାନେ ଏକାସାଙ୍ଗରେ ପରିସ୍ରା କରପାରନ୍ତି ନାହିଁ। ବାରମ୍ବାର ପରିସ୍ରା ଲାଗିବା ଭଳି ଅନୁଭବ ହୁଏ ଏବଂ ବାରମ୍ବାର ଶୌଚାଳୟକୁ ଯିବାର ଆବଶ୍ୟକତା ପଡେ। ବେଳେବେଳେ ପରିସ୍ରା ପୋଡା […]
ସ୍ୱାସ୍ଥ୍ୟଟିପ୍ସ: ଓଜନ ହ୍ରାସ ପାଇଁ କଳା କଫି ସବୁଠାରୁ ଉପଯୁକ୍ତ ପାନୀୟ ଭାବରେ ବିବେଚନା କରାଯାଏ। ବ୍ଲାକ୍ କଫିରେ କ୍ଲୋରୋଜେନିକ୍ ଏସିଡ୍ ନାମକ ଏକ ଉପାଦାନ ଥାଏ, ଯାହା ଓଜନ ହ୍ରାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଯଦି […]
ନୂଆଦିଲ୍ଲୀ: କରୋନା ପୁଣି ଥରେ ଭାରତରେ ଗତି ବଢିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୩୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦ ହଜାର ୯୭୨ ଜଣ […]