ନୂଆଦିଲ୍ଲୀ : କରୋନାକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ମାସ୍କ ନ ପିନ୍ଧିଲେ ତାଙ୍କଠାରୁ ଜରିମାନା ମଧ୍ୟ ଆାଦାୟ କରାଯାଉଛି । ତେବେ ମାସ୍କ ନ ପିନ୍ଧିଲେ ଦୁଇ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ହେବ […]
ଟୋକିଏ, ଜାପାନରେ କିଛି ହୋଇପାରେ , ଏଠାରେ ଅନେକ ଅଦ୍ଭୁତ ଘଟଣା ମଧ୍ୟ ଘଟୁଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏକ ଗୁଚ୍ଛ ଅଙ୍ଗୁର ଏଠାରେ 1.2 ମିଲିୟନ୍ ୟେନ୍ ଅର୍ଥାତ୍ ଭାରତୀୟ ଟଙ୍କାରେ ପ୍ରାୟ 7.5 ଲକ୍ଷରେ ବିକ୍ରି ହୋଇଛି। ତେବେ […]
ନୂଆଦିଲ୍ଲୀ, କୋଭିଡ ବିରୋଧରେ ଲଢ଼େଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଦୁଇ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ସକ୍ରିୟ ମାମଲା ୭ ଲକ୍ଷରୁ କମ୍ ରହିଛି । ପୂର୍ବରୁ ଅଗଷ୍ଟ ୨୨ ତାରିଖରେ ସକ୍ରିୟ […]
ନୂଆଦିଲ୍ଲୀ, ଦୀର୍ଘ ୩୫ ବର୍ଷ ପରେ ଭାରତ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍ଓ)ର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି । ଭାରତ ଓ ଆନ୍ତର୍ଜାତିକ ଶ୍ରମ ସଂଗଠନ ମଧ୍ୟରେ ଥିବା ଦୀର୍ଘ ୧୦୦ ବର୍ଷର ସଫଳ ସଂପର୍କରେ ଏହି […]
ନୂଆଦିଲ୍ଲୀ, ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୭୭ ଲକ୍ଷରୁ ଅଧିକ ହୋଇ ସାରିଲାଣି। ଏଥି ସହିତ ଏହି ମହାମାରୀ ଯୋଗୁଁ ଏକ ଲକ୍ଷ ୧୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିସାରିଲାଣି। ଏଭଳି ପରିସ୍ଥିତିରେ ସମସ୍ତେ କରୋନା ଟୀକାକୁ ଅପେକ୍ଷା […]
ଭୁବନେଶ୍ୱର / ମୁମ୍ବାଇ: ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରିଲାଏନ୍ସ ଜିଓ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ୱେବ୍ ବ୍ରାଉଜର ପ୍ରଚଳନ କରିଛି । ଏହି ନୂଆ ୱେବ ବ୍ରାଉଜର୍କୁ ‘ଜିଓପେଜେସ୍’ ନାମରେ କମ୍ପାନୀ ଶୁଭାରମ୍ଭ କରିଛି । ଜିଓପେଜେସ୍ ୱେବ୍ […]
ନୂଆଦିଲ୍ଲୀ : ଲକ୍ଡାଉନ୍ ସମୟରେ ପ୍ରାୟ ସମେସ୍ତ ଗୋଟିଏ ସମସ୍ୟାର ସମ୍ମୁଖୀନ ହୋଇଥିଲେ, ତାହା ହେଉଛି ଓଜନ ବଢିବା ବା ମୋଟାପା। ଘରେ ରହି ରହି ଖାଇ ପିଇ ପ୍ରାୟତଃ ସମସ୍ତଙ୍କ ଦେହ ଟିକିଏ ଟିକିଏ ଲାଗି ଯାଇଛି । ଘରେ […]
ନୂଆଦିଲ୍ଲୀ : ନୁଡୁଲ୍ ସୁପ୍ ମଧ୍ୟ କାହାର ମୃତ୍ୟୁର କାରଣ ହୋଇପାରେ ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଚୀନ୍ର ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଆସିବା ପରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ଚିନ୍ତା ମଧ୍ୟ […]
ନୋଇଡା, ଆଜି ଅପରାହ୍ନରେ ଗ୍ରେଟର ନୋଇଡାର ଦାନକର ଆକାଶରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନ୍ୟଗ୍ରହର ମଣିଷ ଆଲିୟାନ ଖୁବ ଉଚ୍ଚରେ ଉଡୁଥିବାରେ ଲୋକେ ଦେଖି ଭୟଭିତ ହୋଇ ପଡିଥିଲେ। ଧିରେ ଧିରେ ଲୋକେ ଏହାକୁ ଦେଖିବା ପାଇଁ ଭିଡ […]
କରାଚୀ : ପାକିସ୍ତାନ କରାଚୀରେ ବଡ ଧରଣର ବିସ୍ଫୋରଣ ଘଟିଛି । ଏହି ଘଟଣାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ 15 ଜଣରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଟେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ […]
ଜାକର୍ତ୍ତା, ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆ ୯୧ ଲକ୍ଷ ଲୋକଙ୍କୁ କୋଭିଡ -୧୯ ଟିକା ଯୋଗାଇବ | ରୋଗ ନିୟନ୍ତ୍ରଣ ଏବଂ ସ୍ୱାସ୍ଥ୍ୟ ନିରାକରଣର ମହାନିର୍ଦ୍ଦେଶକ ଅହମ୍ମଦ ଉରିଏଣ୍ଟୋ ଏହି ସୂଚନା ଦେଇଛନ୍ତି। ସୋମବାର ଦିନ ସ୍ଥାନୀୟ ଗଣମାଧ୍ୟମରର ରିପୋର୍ଟରୁ ଜଣାପଡିଛି ଯେ, […]
ନୂଆଦିଲ୍ଲୀ, କର୍ପୋରେଲ ୱାଙ୍ଗ ୟା ଲୋଙ୍ଗ ନାମକ ଜଣେ ପିଏଲଏ ସୈନିକ ଆଜି ଅର୍ଥାତ ୧୯ ଅକ୍ଟୋବର ୨୦୨୦ରେ ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ନିୟନ୍ତ୍ରଣ ରେଖା ପାର ହେବା ପରେ ଗିରଫ ହୋଇଛନ୍ତି । ଅତ୍ୟଧିକ ଉଚ୍ଚତା ଏବଂ କଠିନ […]
କାବୁଲ : ଆଫଗାନିସ୍ତାନରେ ରବିବାର ଏକ ଆତ୍ମଘାତୀ ବିସ୍ଫୋରଣରେ 13 ଜଣଙ୍କର ମୃତ୍ୟୁ ଘଟିବା ସହିତ ଶତାଧିକ ଲୋକ ଆହତ ହୋଇଛନ୍ତି । ଘୋରର ପଶ୍ଚିମ ପ୍ରାନ୍ତରେ ରବିବାର ସନ୍ଧ୍ୟାରେ ଏହି କାର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ 13 ଜଣଙ୍କର […]
କରାଚୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ପୋଲିସ ଗିରଫ କରିଛି । ସକାଳୁ ହୋଟେଲ କବାଟ ଭାଙ୍ଗି ପାକିସ୍ତାନ ପୋଲିସ ତାଙ୍କୁ ଗିରଫ କରିଛି । ଏନେଇ ନୱାଜଙ୍କ ଝିଅ ଓ ପାକିସ୍ତାନ ମୁସଲିମ ଲିଗ୍ ନେତା ମାରିୟମ […]
ପ୍ୟାରିସ : ବିଗତ କିଛି ଦିନ ଧରି ଅପରାଧର ମାତ୍ରା ବଢିଯାଇଛି । ବିଶ୍ବର କୋଣ ଅନୁକୋଣରୁ ପ୍ରାୟ ସବୁଦିନ ଅପରାଧ ଘଟୁଛି । ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ର ଉତ୍ତର ପୂର୍ବ କ୍ଷେତ୍ରରେ ପ୍ରଫେଟ୍ ମହମ୍ମଦଙ୍କ ଫଟୋକୁ ନେଇ ହୋଇଥିବା ବିବାଦରେ […]
ନୂଆଦିଲ୍ଲୀ : ତାଇଓ୍ବାନ ରାଷ୍ଟ୍ରତି ସାଇ ଇଙ୍ଗ୍ ଓ୍ବାନ୍ ଭାରତୀୟ ଖାଦ୍ୟର ପ୍ରଶଂସା କରିଛନ୍ତି । ତାଇଓ୍ବାନ୍ ରାଷ୍ଟ୍ରପତି ଗୁରୁବାର ଏକ ଟୁଇଟ୍ ଜରିଆରେ ଭାରତୀୟ ଖାଦ୍ୟ ମଧ୍ୟରେ ନିଜର ପସନ୍ଦିତା ଖାଦ୍ୟ ସମ୍ପର୍କରେ ସୂଚନା ଦେବା ସହ କହିଛନ୍ତି ଯେ, […]
ନୂଆଦିଲ୍ଲୀ : ବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି। ଭାରତରେ ଅନଲକ୍ ପ୍ରକ୍ରିୟା ଚାଲୁ ରହିଛି । ଅନେକ ଦେଶର କରୋନା ପ୍ରକୋପ କମିଥିବା ବେଳେ ଅନେକ ଦେଶରେ ଏବେ ବି କୋଭିଡ଼ ସଂକ୍ରମଣ ବଢିଚାଲିଛି। ତେବେ ଏହା ମଧ୍ୟରେ ୟୁରୋପରେ […]
ନୂଆଦିଲ୍ଲୀ, ଚଳିତ ବର୍ଷ ସେପ୍ଟେମ୍ବରରେ ମୋଟ ୩୯.୪୩ ଲକ୍ଷ ଘରୋଇ ଯାତ୍ରୀ ବିମାନ ଯୋଗେ ଯାତ୍ରା କରିଛନ୍ତି। ଯାହା ଗତ ବର୍ଷ ସମାନ ସମୟ ତୁଳନାରେ ୬୬% ହ୍ରାସ ପାଇଛି ବୋଲି ଆଜି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ […]
ୱାସିଂଟନ, ଆମେରିକାର ପ୍ରତିଷ୍ଠିତ ଔଷଧ କଂପାନୀ ଜନସନ ଆଣ୍ଡ ଜନସନ ତାହାର କୋଭିଡ19 ଟିକା ପରୀକ୍ଷାରୁ ଓହରି ଯାଇଛି। କଂପାନୀ ତରଫରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, କୋଭିଡ ଟିକା ପରୀକ୍ଷଣରକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ପୂର୍ବରୁ ଫେଜ-3ରେ ଯେଉଁ ମାନବ […]
ନୂଆଦିଲ୍ଲୀ :2020 ମସିହା ପାଇଁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ନୋବେଲ କମିଟି ପକ୍ଷରୁ ଆଜି ଅର୍ଥନୀତିରେ ନୋବେଲ ପୁରସ୍କାର ବିଜୟୀଙ୍କ ନାମ ଘୋଷଣା କରାଯାଇଛି । ଦୁଇ ଅର୍ଥନୀତିଜ୍ଞ ପଲ ଅର ମିଲଗ୍ରମ ଏବଂ ରବର୍ଟ ବି […]
ବ୍ୟାଂକକ୍ : ଥାଇଲାଣ୍ଡରେ ଟ୍ରେନ୍ ଓ ବସ୍ ମଧ୍ୟରେ ଧକ୍କା ହେବା ପରେ ଅତିକମ୍ରେ 17ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଥାଇଲାଣ୍ଡରେ ରବିବାର ଦିନ ସକାଳ ସମୟରେ ଏହି ଘଟଣାଟି ଘଟିଛି । 65 ଜଣ ଯାତ୍ରୀଙ୍କୁ […]