ନୂଆଦିଲ୍ଲୀ : ସାରା ବିଶ୍ବରେ ଏବେ ମହାମାରୀ କରୋନା ସଂକଟ । କରୋନା ମୁକାବିଲା ପାଇଁ ସବୁ ଦେଶ ଉଦ୍ୟମ ଜାରି ରଖିଛନ୍ତି । କରୋନା ମୁକାବିଲା ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍କୁ ଡବ୍ଲୁଏଚ୍ଓ ଗ୍ରୀନ୍ ସିଗନାଲ୍ ଦେଇଛି । କରୋନା ଚିକିତ୍ସାରେ […]
ବ୍ରାଜିଲ୍ : ଚୀନ୍ରୁ ଆରମ୍ଭ ହୋଇଥିବା ଏହି ଭାଇରସ୍କୁ ନେଇ ସାରା ବିଶ୍ବ ଏବେ ସଂକଟରେ। ଆମେରିକା ପରେ ପରେ ଏବେ ବ୍ରାଜିଲ୍ରେ କରୋନା ମାମଲା ବେଶ୍ ବିକଟମୟ ସ୍ଥିତିରେ ପହଞ୍ଚିଛି । ବ୍ରାଜିଲରେ ବିଗତ 24 ଘଣ୍ଟା ମଧ୍ୟରେ 29 […]
ଆର୍ମେନିଆ: ମହାମାରୀ କରୋନା ଏବେ ବିଶ୍ବର 213ଟି ଦେଶରେ ବ୍ୟାପିଥିବାବେଳେ ଏହି ଭୟାନକ ମହାମାରୀରେ ଆର୍ମେନିଆର ପ୍ରଧାନମନ୍ତ୍ରୀ ସଂକ୍ରମିତ ହୋଇଛନ୍ତି । ଡାକ୍ତରୀ ଯାଞ୍ଚ ପରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସରେ ଆଇସୋଲେସନ୍ କରାଯିବା ନେଇ […]
ନୂଆଦିଲ୍ଲୀ : ମହାମାରୀ କରୋନା ଏବେ ବିଶ୍ବର 213ଟି ଦେଶରେ ବ୍ୟାପିଥିବାବେଳେ ଗତ 24 ଘଣ୍ଟାରେ 1 ଲକ୍ଷ 2 ହଜାର ନୂତନ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ 3,012ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ବରେ କରୋନା ଜନିତ ମୋଟ୍ ମୃତ୍ୟୁ […]
ନୂଆଦିଲ୍ଲୀ : ଆଇନ ସମ୍ମୁଖରେ ସମସ୍ତେ ସମାନ, ମାତ୍ର ରାଜନୀତିଜ୍ଞ ମାନେ ସର୍ବଦା ଆଇନର ଫାଙ୍କଦେଇ ଖସି ଯାଇଥାନ୍ତି । ନିୟମ ଭାଙ୍ଗି ଜରିମାନା ଭରିଛନ୍ତି ଜଣେ ପ୍ରଧାନମନ୍ତ୍ରୀ । ରୋମାନିଆର ପ୍ରଧାନମନ୍ତ୍ରୀ ଲୁଡୋଭିକ୍ ଓର୍ବାନ ସାମାଜିକ ଦୂରତ୍ବ ନିୟମ ଭଙ୍ଗ […]
ରୋମାନିଆ : ବିଶ୍ବରେ କରୋନା ସ୍ଥିତି ଅଣାୟତ୍ତ ରହିଛି । କରୋନା କବଳରୁ ବର୍ତ୍ତିବା ପାଇଁ ଚେଷ୍ଟା ଜାରି ରହିଛି। ସାମାଜିକ ଦୂରତ୍ବ ରକ୍ଷା ପାଇଁ ବିଶ୍ବର ପ୍ରାୟ ସବୁ ଦେଶ କଠୋର କଟକଣା ଲଗାଇଛନ୍ତି । ତେବେ ଏବେ ସାମାଜିକ […]
ନୂଆଦିଲ୍ଲୀ : ଚୀନରୁ ଆରମ୍ଭ ହୋଇଥିବା କରୋନା ଏବେ ବେକାବୁ ସ୍ଥିତିରେ ରହିଛି । 213ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବାବେଳେ ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା 3 ଲକ୍ଷ 73 ହଜାର 855କୁ ବୃଦ୍ଧି ହୋଇଛି । ସେହିପରି ବିଶ୍ବରେ […]
ଆମେରିକା : କରୋନା ସଂକଟ କାଳରେ ଆମେରିକାରେ ଗୃହ ଯୁଦ୍ଧ ପରି ପରିସ୍ଥିତି ଉପୁଜିଛି। ଦୀର୍ଘଦିନ ପରେ ଆମେରିକାରେ ପୁଣିଥରେ କୃଷ୍ଣକାୟ ଓ ଶ୍ବେତାଙ୍ଗ ପ୍ରସଙ୍ଗ ଉଠିଛି । ପୋଲିସ୍ ହେପାଜତରେ ଥିବା ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆମେରିକାରେ […]
ଫ୍ଲୋରିଡା : ଆମେରିକାର ଜନ୍ ଏଫ୍ କେନେଡି ମହାକାଶ ବିଜ୍ଞାନ କେନ୍ଦ୍ରରୁ ଲଞ୍ଚ ହୋଇଛି ଏଲନ୍ ମସ୍କଙ୍କ ବହୁ ପ୍ରତୀକ୍ଷିତ ସ୍ପେସ୍ ଏକ୍ସ । ସଫଳତାର ସହିତ ଏହି ଲଞ୍ଚ ସମ୍ପନ୍ନ ହେବା ପରେ ଏଲନ୍ ମସ୍କ ଭାବବିହ୍ବଳ ହୋଇପଡିଥିଲେ । […]
ନୂଆଦିଲ୍ଲୀ : କରୋନା ଭାଇରସ୍କୁ ନେଇ ବିଶ୍ବ ସମୁଦାୟ ସମ୍ମୁଖରେ ନିନ୍ଦିତ ହେଉଥିବା ଚୀନ୍ ଜାଣିଶୁଣି ଭାରତ ସହିତ ସୀମା ବିବାଦରେ ଲିପ୍ତ ରହୁଛି ବୋଲି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସ୍ଥଳସେନା ମୁଖ୍ୟ ଭିକେ ସିଂ ମତ ଦେଇଛନ୍ତି । କରୋନା […]
ନ୍ୟୁୟର୍କ : କରୋନା ମୁକାବିଲା ପାଇଁ ଟ୍ବିଟ୍ଟର ସିଇଓ ଜ୍ୟାକ୍ ଡୋର୍ସି 10 ମିଲିୟନ୍ ଡଲାର ଦାନ କରିଛନ୍ତି । ପ୍ରୋଜେକ୍ଟ 100 ନାମରେ 100 ଟି ପରିବାରକୁ 1 ହଜାର ଡଲାରର ଆର୍ଥିକ ସହାୟତା ପ୍ରଦାନ କରାଯାଛି । ଟ୍ବିଟ୍ଟର […]
ବିଜନ କୁମାର ମହାପାତ୍ର ଏକ ନୂଆ ରୋଗ ଦ୍ୱାରା ମାନବ ସମାଜ କବଳିତ ହେଲେ ଆରୋଗ୍ୟର ଔଷଧ ଓ ଟୀକା ବାହାର ପାଇଁ ଆରମ୍ଭ ହୁଏ ପ୍ରୟାସ । ଡାକ୍ତର ଓ ବୈଜ୍ଞାନିକମାନେ ଅକ୍ଲାନ୍ତ ଗବେଷଣା ପରେ ରୋଗର କାରଣ ଜାଣିବା […]
ଟୋକିଓ : ସମ୍ପୂର୍ଣ୍ଣ ଭାବରେ ଲକ୍ଡାଉନ ପ୍ରତ୍ୟାହର କରିନେଇଛି ଜାପାନ । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ଦିନ ଏହି ଘୋଷଣା କରିଛନ୍ତି । ପୂର୍ବରୁ ଦେଶର ଅନେକ ସ୍ଥାନରୁ ଲକ୍ଡାଉନ୍ କଟକଣା କୋହଳ କରାଯାଇଥିବା ବେଳେ ଟୋକିଓ ସମେତ […]
ଓ୍ବେଲିଂଟନ୍ : ଏକ କମ୍ପାନୀକୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାତ୍ର 1 ଡଲାରରେ କିଣିଛନ୍ତି । ଅବିଶ୍ବାସ ହେଲେ ମଧ୍ୟ ସତ । ସୋମବାର ଏହି ଘୋଷଣା କରିଛି ଅଷ୍ଟ୍ରେଲିଆର ନାଇନ୍ ଏଣ୍ଟରଟେନ୍ମେଣ୍ଟ । ନାଇନ୍ ଏଣ୍ଟରଟେନ୍ମେଣ୍ଟ ଦ୍ବାରା ପରିଚାଳିତ […]
ନୂଆଦିଲ୍ଲୀ : ମିଳିତ ଜାତିସଂଘର ଜନୈକ ଅଧିକାରୀଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କରିବାକୁ ଯାଉଛନ୍ତୀ ବିଜେପି ସାଂସଦ ସୂବ୍ରମଣ୍ୟମ ସ୍ବାମୀ । ମିଳିତ ଜାତିସଂଘର ସାଧାରଣ ସମ୍ପାଦକ ରହିଥିବା ଆଡମା ଡିଏଙ୍ଗଙ୍କ ବିରୋଧରେ ମାମଲା ଦାୟର କରିବା ନେଇ ଟ୍ବିଟ୍ […]
ନୂଆଦିଲ୍ଳୀ : ଶ୍ରୀଲଙ୍କା ଏବଂ ରାଷ୍ଟ୍ରପତିଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଫଳତାର ସହିତ କରୋନା ମୁକାବିଲା ପାଇଁ ଉଭୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ଉଭୟ ନେତୃବୃନ୍ଦଙ୍କ ସହିତ କଥା ହୋଇଥିବା ନେଇ ପ୍ରଧାନମନ୍ତ୍ରୀ […]
ନ୍ୟୁୟର୍କ : ଜୁମ୍ ଭିଡିଓ କଲ୍ ସମୟରେ ବାପାକୁ ହତ୍ୟା କରିଛି ପୁଅ । ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସହରରେ ଏଭଳି ଘଟଣା ଘଟିଛି । ଏହି ଆକ୍ରମଣରେ ନିହତ ବ୍ୟକ୍ତିଙ୍କ ନାମ ହେଉଛି ଡ୍ବାଇଟ୍ ପାଓ୍ବାର୍ସ୍ । ଗୁରୁବାର ଅପରାହ୍ନରେ […]
ଲଣ୍ଡନ : କରୋନା ମୁକାବିଲା ପାଇଁ ଏକ ନୂତନ ଆଶା ସଞ୍ଚାର ହୋଇଛି । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ କରୋନା ଟୀକା ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ତିମ ପର୍ଯ୍ୟାୟରେ ଏହି ଟୀକାର ମାନବ ପରୀକ୍ଷଣ କରାଯିବା ନେଇ ବିଶ୍ବବିଦ୍ୟାଳୟ […]
କରାଚୀ : ପାକିସ୍ତାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଭୟାବହ ଦୁର୍ଘଟଣା ଘଟିଛି । ଲାହୋରରୁ କରାଚୀ ଯାଉଥିବା ଏହି ବିମାନଟି କରାଚୀରେ ଧ୍ବଂସ ପାଇଥିଲା । ବିମାନରେ 90 ଜଣ ଯାତ୍ରୀ ଉପସ୍ଥିତ ରହିଥିବା ବେଳେ ବିମାନଟି ଲ୍ୟାଣ୍ଡିଂର ଠିକ୍ ପୂର୍ବରୁ […]
ମସ୍କୋ : ସମଗ୍ର ବିଶ୍ବରେ ବ୍ୟାପିଥିବା କରୋନା ଭାଇରସ୍ ଦ୍ବାରା ଆମେରିକାରେ ସର୍ବାଧିକ ଆକ୍ରାନ୍ତ ରହିଥିବା ବେଳେ ଋଷ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ଋଷରେ ସମୁଦାୟ ଆକ୍ରାନ୍ତଙ୍କ 308705 ରହିଥିବା ବେଳେ ଏହା ମଧ୍ୟରୁ 85 ହଜାର […]
ନୂଆଦିଲ୍ଲୀ : ଚୀନ୍ରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ କବଳରେ ଏବେ ସାରା ବିଶ୍ବ । ବିଶ୍ବର 213ଟି ଦେଶ ଏବେ ଏହି ମହାମାରୀ କବଳରେ ପଡିଛନ୍ତି । ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷ ପାର୍ […]