ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ଦର ସେରୀ ବେଗୱାନର ପ୍ରସିଦ୍ଧ ଓମାର ଅଲ୍ଲୀ ସୈଫୁଦ୍ଦିନ ମସଜିଦ ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ବ୍ରୁନେଇର ଧାର୍ମିକ ବ୍ୟାପାର ମନ୍ତ୍ରୀ ମହାମହିମ ପେହିନ ଦାତୋ ଉସ୍ତାଜ ହାଜି ଆୱାଙ୍ଗ ବଦରୁଦ୍ଦିନ ସ୍ୱାଗତ କରିଥିଲେ। ବ୍ରୁନେଇର ସ୍ୱାସ୍ଥ୍ୟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରୁନେଇଠାରେ ଭାରତୀୟ ହାଇକମିସନର ନୂତନ ଚାନ୍ସେରୀ ପରିସରକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଦୀପ ପ୍ରଜ୍ୱଳନ କରିବା ସହ ଫଳକ ଉନ୍ମୋଚନ କରିଥିଲେ। ଉଦଘାଟନ ଉତ୍ସବରେ ଉପସ୍ଥିତ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ […]
ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୁବାଇରେ ଫସିଥିବା ମୃତ ଓଡିଆ ଯୁବକ ଅବ୍ୟକ୍ତ ପ୍ରସାଦ ସିଂହଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ […]
ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତ କ୍ରମାଗତ ଭାବରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛି। ଭାରତୀୟ ଆଥଲେଟମାନେ ଗୋଟିଏ ପରେ ଗୋଟିଏ ପଦକ ଜିତି ଟୋକିଓ ପାରାଲିମ୍ପିକ୍ସର ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି। 5 ଦିନ ସମାପ୍ତ ହେବା ପରେ ମୋଟ 15 ଟି ପଦକ […]
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଜୋ ରୁଟ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଜୋ ରୁଟ୍ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ଜୋ ରୁଟ୍ 206 ବଲରେ 143 ରନ୍ ସ୍କୋର କରିଥିଲେ। ଦ୍ୱିତୀୟ ଇନିଂସରେ […]
ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ସୁହାସ୍ ୟତିରାଜ ଇତିହାସ ସୃଷ୍ଟି କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ତାଙ୍କୁ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସୁହସ୍ ମଧ୍ୟ ଖବରରେ ଅଛନ୍ତି କାରଣ ସେ ଜଣେ […]
ନୂଆଦିଲ୍ଲୀ: ସୁମିତ ଅନ୍ତିଲ ପ୍ୟାରିସ ପାରାଲିମ୍ପିକ୍ସ 2024 ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ F64 ବର୍ଗରେ 70.59 ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଛନ୍ତି ଏବଂ ପାରାଲିମ୍ପିକ୍ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଏହାପୂର୍ବରୁ, ପାରାଲିମ୍ପିକ୍ ରେକର୍ଡ ସୁମିତଙ୍କ ନାମରେ […]
ନୂଆଦିଲ୍ଲୀ: ପାରାଲିମ୍ପିକ୍ସ 2024 ରେ ନୀତିଶ କୁମାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ SL3 ବର୍ଗରେ ବ୍ୟାଡମିଣ୍ଟନରେ ଗ୍ରେଟ ବ୍ରିଟେନର ଡାନିଏଲ ବେଥେଲକୁ 21-14, 18-21, 23-21 ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ପ୍ୟାରିସ୍ […]
ନୂଆଦିଲ୍ଲୀ: ରାୱଲପିଣ୍ଡିରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ବାବର ଆଜାମଙ୍କ ଦଳ ମଧ୍ୟ ଦ୍ଵିତୀୟ ଟେଷ୍ଟରେ ପରାଜୟ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ଇନିଂସରେ ମଧ୍ୟ ପାକିସ୍ତାନୀ ବ୍ୟାଟ୍ସମ୍ୟାନମାନେ ଧରାଶାୟୀ […]
ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ଏବଂ ମନ୍ଦିର ଉପରେ ଆକ୍ରମଣ ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ସରକାରରେ ମଧ୍ୟ ହିନ୍ଦୁମାନଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ଏବେ ଦୁର୍ଗା ପୂଜା ପାଇଁ ନିର୍ମିତ ମୂର୍ତ୍ତି ଭାଙ୍ଗିବାର ଏକ ମାମଲା ସାମ୍ନାକୁ ଆସିଛି। […]
ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସ ଭାରତ ଭଲ ପ୍ରଦର୍ଶନ ଜାରି ରଖିଛି। 4 ଦିନର ଖେଳରେ ଭାରତ ମୋଟ 7 ଟି ପଦକ ଜିତିଛି, ଯେଉଁଥିରେ 1 ଟି ସ୍ୱର୍ଣ୍ଣ, 2 ଟି ରୌପ୍ୟ ଏବଂ 4 ଟି ବ୍ରୋଞ୍ଜ ଅଛି। ଏହାପୂର୍ବରୁ […]
ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ ଗେମ୍ସରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ବର୍ତ୍ତମାନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ନୀତେଶ କୁମାର SL3 ଫାଇନାଲରେ ପ୍ରବେଶ କରି ଦେଶ ପାଇଁ ପଦକ ନିଶ୍ଚିତ କରିଛନ୍ତି। ସେମିଫାଇନାଲରେ ନିତେଶ କୁମାର ଜାପାନର ଡେସୁକେ […]
ନୂଆଦିଲ୍ଲୀ: ରଫାହ ନିକଟରେ ଥିବା ଏକ ହମାସ ସୁଡଙ୍ଗରେ ୬ ଜଣ ବନ୍ଧକଙ୍କ ମୃତଦେହ ମିଳିଛି, ଯେଉଁଥିରେ ଆମେରିକାର ନାଗରିକ ହର୍ଶ ଗୋଲ୍ଡବର୍ଗ-ପୋଲିନ ମଧ୍ୟ ସାମିଲ। ଏହି ଖବର ନିଶ୍ଚିତ ହେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କ୍ରୋଧିତ ହୋଇ […]
ନୂଆଦିଲ୍ଲୀ: ନୀରଜ ଚୋପ୍ରା ପୁଣି ଥରେ ଚମତ୍କାର କରିଛନ୍ତି। ସେ ମାତ୍ର ୧୪ ଦିନ ପରେ ପ୍ୟାରିସ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ୮୯.୪୫ ମିଟର ଥ୍ରୋ କରିଥିଲେ। ବର୍ତ୍ତମାନ ଲୋସାନେ ଡାଇମଣ୍ଡ ଲିଗରେ ସେ ୮୯.୪୯ ମିଟର […]
ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସରେ ଦେଶ ଚତୁର୍ଥ ପଦକ ପାଇଛି। ୧୦ ମିଟର ପୁରୁଷ ଏୟାର ପିସ୍ତଲ ଇଭେଣ୍ଟରେ ମନୀଷ ନରୱାଲ ରୌପ୍ୟ ପଦକ ଜିତିଛନ୍ତି। ଏହାପୂର୍ବରୁ ମହିଳା ଇଭେଣ୍ଟରେ ଭାରତର ଅବନୀ ଲେଖରା ସ୍ୱର୍ଣ୍ଣ ଏବଂ ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ […]
ନୂଆଦିଲ୍ଲୀ: ୨୦୨୪ ପାରାଲିମ୍ପିକ୍ସରେ ପ୍ରୀତି ପାଲ୍ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ମହିଳା ୧୦୦ ମିଟର ଟି-୩୫ ବର୍ଗ ଦୌଡରେ ପଦକ ଜିତିଛନ୍ତି। ଆଜି ଭାରତର ଏହା ତୃତୀୟ ପଦକ। ପାରାଲିମ୍ପିକ୍ ଗେମ୍ସର ଟ୍ରାକ୍ ଇଭେଣ୍ଟରେ ପଦକ […]
ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରିବ। ଦୀର୍ଘ ସମୟ ପରେ ଏହି ଟୁର୍ଣ୍ଣାମେଣ୍ଟ ଫେରୁଛି। ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଫେବୃଆରୀ ୧୯ ତାରିଖରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ […]
ନୂଆଦିଲ୍ଲୀ: ଗତ ଦୁଇ ଦିନ ଧରି ପାକିସ୍ତାନ ଭିତରେ ବାଲୁଚ ଲିବରେସନ ଆର୍ମି ଦ୍ୱାରା ସୃଷ୍ଟି ହୋଇଥିବା ଏହି ବିଦ୍ରୋହ ପାକିସ୍ତାନୀ ସେନାର ଅବସ୍ଥାକୁ ଆହୁରି ଖରାପ କରିଦେଇଛି। ବାଲୁଚ ଲିବରେସନ୍ ଆର୍ମି (ବିଏଲ୍ଏ) ବର୍ତ୍ତମାନ ପାକିସ୍ତାନ ଭିତରେ ରହୁଥିବା ଚୀନ୍ […]
ଭୁବନେଶ୍ୱର: ଆଜି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକ୍ରମ ତଥା ନୀତି ବିକାଶ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାଲେରୀ ଏନ୍. ଗୁଆନେରୀ, ଓଡିଶାର ଉପ-ମୁଖ୍ୟମନ୍ତ୍ରୀ ମାନ୍ୟବର କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରି ରାଜ୍ୟରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବର୍ତ୍ତମାନ ଏବଂ […]
ନୂଆଦିଲ୍ଲୀ: ବିସିସିଆଇ ସଚିବ ଜୟ ଶାହା ଆଇସିସିର ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଆଇସିସିର ଚେୟାରମ୍ୟାନ୍ ହେବାରେ ସର୍ବକନିଷ୍ଠ ଭାରତୀୟ ହେବେ। ଜୟ ଶାହା ୩୬ ବର୍ଷ ବୟସରେ ଏହି ଦାୟିତ୍ଵ ଗ୍ରହଣ କରିବେ। ଜୟ ଶାହାଙ୍କ ପୂର୍ବରୁ ଭାରତର […]
ନୂଆଦିଲ୍ଲୀ: କାନାଡା ପରେ ଅଷ୍ଟ୍ରେଲିଆ ମଧ୍ୟ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏକ ବଡ଼ ଝଟକା ଦେଇଛି। ଏଠାରେ ବୃଦ୍ଧି ପାଉଥିବା ଛାତ୍ର ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବର୍ତ୍ତମାନ ପ୍ରସ୍ତୁତି ଚଳାଇଛନ୍ତି। ଆଜି ଅଷ୍ଟ୍ରେଲିଆ କହିଛି ଯେ, ୨୦୨୫ ସୁଦ୍ଧା ଆନ୍ତର୍ଜାତୀୟ […]