ଭୁବନେଶ୍ଵର: ୨୦୨୪ ଟି-୨୦ ବିଶ୍ଵକପରେ ଆଜି ପାକିସ୍ଥାନକୁ ଭାରତ ଧୁଳି ଚଟାଇ କ୍ରମାଗତ ଦ୍ଵିତୀୟ ମ୍ୟାଚ ଜିତିଛି। ରୋମାଞ୍ଚକର ମ୍ୟାଚରେ ଭାରତ ୬ ରନରେ ବିଜୟ ପଞ୍ଜୀକରଣ କରିଛି। ପାକିସ୍ଥାନ ଟସ ଜିତି ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା। […]
ନୂଆଦିଲ୍ଲୀ: କାନାଡାର ଟରୋଣ୍ଟୋ ପିୟରସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଦୁର୍ଘଟଣା ଘଟିଛି। ଟେକ୍ ଅଫ୍ ହେବାର କିଛି ମିନିଟ୍ ପରେ ପ୍ୟାରିସ ଅଭିମୁଖେ ଯାଉଥିବା ଏକ ଏୟାର କାନାଡା ବିମାନରେ ନିଆଁ ଲାଗିଯାଇଛି। ଏହି ଏୟାର କାନାଡା ବିମାନ ୩୮୯ ଯାତ୍ରୀ […]
ନୂଆଦିଲ୍ଲୀ: ୨୦୨୪ ଟି -୨୦ ବିଶ୍ୱକପର ମହାମୁକାବିଲା କିଛି ଘଣ୍ଟା ମଧ୍ୟରେ ଆରମ୍ଭ ହେବ। ନ୍ୟୁୟର୍କରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହା ଲଢେଇ ହେବ। ଏହି ଦୁଇ ଦଳ ୨୦୨୨ ପରେ ଟି -୨୦ ଫର୍ମାଟରେ ପ୍ରଥମ ଥର ପାଇଁ […]
ନୂଆଦିଲ୍ଲୀ: ୨୦୨୪ ଟି -୨୦ ବିଶ୍ୱକପ ଭାରତ ବନାମ ପାକିସ୍ତାନର ମହାମୁକାବିଲା ଜୁନ୍ ୯ ତାରିଖରେ ଖେଳାଯିବ। ୨୦୨୪ ଟି -୨୦ ବିଶ୍ୱକପର ଏହା ୧୯ ତମ ମ୍ୟାଚ୍, ଯାହା ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହି […]
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆଫଗାନିସ୍ତାନ ୨୦୨୪ ଟି -୨୦ ବିଶ୍ୱକପର ତୃତୀୟ ଓଲଟ ପାଲଟ କରିଛି। ଏହାପୂର୍ବରୁ ଆମେରିକା ପାକିସ୍ତାନକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ବଡ ଝଟକା ଦେଇଥିଲା । ଆଫଗାନିସ୍ତାନ ବିପକ୍ଷରେ ପରାଜୟ ପରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ […]
ନୂଆଦିଲ୍ଲୀ: ୨୦୨୪ ଟି -୨୦ ବିଶ୍ୱକପର ୧୧ ତମ ମ୍ୟାଚରେ ପରେ, ସମସ୍ତ ବଡ ଦଳ ସତର୍କ ହେବା ଆବଶ୍ୟକ। ବାସ୍ତବରେ ପାକିସ୍ତାନ ବନାମ ଆମେରିକା ମ୍ୟାଚରେ ଆମେରିକା ସୁପର ଓଭରରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରକାଶ ଯେ, ଗ୍ରୁପ୍ ଏରେ, […]
ନୂଆଦିଲ୍ଲୀ: ଆତଙ୍କବାଦୀ ପନ୍ନୁ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନବ ନିର୍ବାଚିତ ସାଂସଦ କଙ୍ଗନା ରଣାୱତଙ୍କୁ ଚାପୁଡ଼ା ମାରିଥିବା ମହିଳା କନଷ୍ଟେବଳ କୁଲବିନ୍ଦର କୌରଙ୍କୁ ସମର୍ଥନ କରିଛନ୍ତି। ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ସିଏସ୍ଏଫ୍ କନଷ୍ଟେବଳଙ୍କୁ ପ୍ରଶଂସା କରୁଥିବା […]
ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ମ୍ୟାଚ୍ ଟାଇରେ ଶେଷ ହୋଇଥିଲା। କିନ୍ତୁ ସୁପର ଓଭରରେ ପାକିସ୍ତାନକୁ ପରାସ୍ତ କରି ଆମେରିକା ଇତିହାସ ସୃଷ୍ଟି କରିଛି। ସୁପର ଓଭରରେ ମହମ୍ମଦ ଆମିରଙ୍କ କ୍ରମାଗତ ୱାଇଡ ପାକିସ୍ତାନର ପରାଜୟର ମୁଖ୍ୟ କାରଣ ଥିଲା। […]
ନୂଆଦିଲ୍ଲୀ: ୨୦୨୪ ଟି -୨୦ ବିଶ୍ୱକପରେ ଜୁନ୍ ୯ ତାରିଖରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏହି ମ୍ୟାଚ୍ ନ୍ୟୁୟର୍କରେ ଅବସ୍ଥିତ ନାସାଉ କାଉଣ୍ଟି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହା ହେଉଛି ସେହି ଷ୍ଟାଡିୟମ୍ ଯାହାର […]
ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ଦେଶ ଲୋକସଭା ନିର୍ବାଚନ ଉପରେ ନଜର ରଖିଥିଲେ। ଏଥର ବିଜେପିକୁ ମାତ୍ର ୨୪୦ ଟି ଆସନ ମିଳିଛି, ଯେଉଁଥିପାଇଁ ସାରା ବିଶ୍ୱରେ ଆଲୋଚନା ହେଉଛି। ଯଦିଓ, ଏନଡିଏ ମେଣ୍ଟର ସଂଖ୍ୟାଗରିଷ୍ଠତା ରହିଛି, ନରେନ୍ଦ୍ର […]
ନୂଆଦିଲ୍ଲୀ: ଭାରତ ଆୟର୍ଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। ବିରାଟ କୋହଲିଙ୍କୁ ଶୀଘ୍ର ଆଉଟ କରିବା ପରେ ରୋହିତ ଶର୍ମା ଏବଂ ଋଷଭ ପନ୍ତଙ୍କ ମଧ୍ୟରେ ଉତ୍କୃଷ୍ଟ ଭାଗିଦାରୀ ହେତୁ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପରେ ବିଜୟ ସହ ଅଭିଯାନ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଅନୁଷ୍ଠିତ ୧୮ତମ ଲୋକସଭା ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ବାର୍ତ୍ତା ଦେଇଥିବାରୁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ବିଶ୍ୱ ନେତାଙ୍କ ବାର୍ତ୍ତାର ଉତ୍ତର ଦେଇଛନ୍ତି ଶ୍ରୀ ମୋଦୀ। ମରିସସ୍ […]
ନୂଆଦିଲ୍ଲୀ: ଭାରତୀୟ ଦଳ ଆଜି ଟି -୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳିବ। ସ୍ଥାନୀୟ ଅର୍ଥାତ୍ ନ୍ୟୁୟର୍କ ଟାଇମିଂ ଅନୁଯାୟୀ ଏହି ମ୍ୟାଚ୍ ସକାଳ ୧୦:୩୦ ରେ ଆରମ୍ଭ ହେବ, ଯେତେବେଳେ କି […]
ନୂଆଦିଲ୍ଲୀ: ୨୦୨୪ ଟି -୨୦ ବିଶ୍ୱକପ୍ ର ପ୍ରଥମ ମ୍ୟାଚ୍ ରେ ଶ୍ରୀଲଙ୍କାକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଚି। ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କାକୁ ୬ ୱିକେଟ୍ ରେ ପରାଜୟର ସମ୍ମୁଖୀନ ହେବାକୁ […]
ନୂଆଦିଲ୍ଲୀ: ଜୁନ୍ ୨ ତାରିଖରୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ବକପ୍ କୁ ଡିଡି ଫ୍ରି ଡିସ୍ ପ୍ଲାଟଫର୍ମରେ ପ୍ରସାରଣ କରାଯିବ ବୋଲି ପ୍ରସାର ଭାରତୀ ଆଜି ଘୋଷଣା କରିଛି। ଦୂରଦର୍ଶନ ଟି-୨୦ ବିଶ୍ବ କପର ହାଇ […]
ନୁଆଦିଲ୍ଲୀ: ୨୦୨୪ ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇଛି। ତେବେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଜୁନ୍ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ଏହା ପରେ ଜୁନ୍ ୯ ତାରିଖରେ ଭାରତ ଏବଂ ପାକିସ୍ତାନର ଦଳ […]
ନୂଆଦିଲ୍ଲୀ: ୨୦୨୪ ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇଛି। ଏଥର ଆମେରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ବିଶ୍ୱକପ ଖେଳାଯାଉଛି। ଟୁର୍ଣ୍ଣାମେଣ୍ଟ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡ ବିପକ୍ଷରେ ୦୫ ଜୁନ୍ ବୁଧବାର ଠାରୁ ଆରମ୍ଭ କରିବ। କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମାଙ୍କର […]
ନୂଆଦିଲ୍ଲୀ: ନ୍ୟୁଜ୍ କର୍ପ ଚେୟାରମ୍ୟାନ୍ ଏମିରିଟସ୍ ରୁପର୍ଟ ମର୍ଡୋକ ୫ମ ଥର ପାଇଁ ବିବାହ କରିଛନ୍ତି। ଏଥର ସେ ଜୀବବିଜ୍ଞାନୀ ଏଲେନା ଜୁକୋଭାଙ୍କୁ ବିବାହ କରିଛନ୍ତି। ମିଡିଆ ମୋଗଲ ନାମରେ ଜଣାଶୁଣା ରୁପର୍ଟ ମର୍ଡୋକଙ୍କୁ ୯୩ ବର୍ଷ ଏବଂ ତାଙ୍କ ବର […]
ନୂଆଦିଲ୍ଲୀ: ୨୦୨୪ ଟି -୨୦ ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ PNG କୁ ୱେଷ୍ଟଇଣ୍ଡିଜ ୫ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ପିଏନଜି କଡ଼ା ପ୍ରତିଯୋଗିତା ଦେଇଥିଲା। ପ୍ରଥମେ ବ୍ୟାଟିଂ କରି ପିଏନଜି ୧୩୬ ରନ୍ ସ୍କୋର କରିଥିଲେ। ଏହାର ଜବାବରେ […]
ନୂଆଦିଲ୍ଲୀ: ୨୦୨୪ ଟି -୨୦ ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚ୍ ଆଜି ରାତି ୮ ଟାରେ ଖେଳାଯିବ। ଏହି ମ୍ୟାଚ୍ ଗୁୟାନାର ଗୁୟାନା ଜାତୀୟ ଷ୍ଟାଡିୟମରେ […]
ନୂଆଦିଲ୍ଲୀ: ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନେଣ୍ଡ ମାର୍କୋସ ଜୁନିୟର ଭାରତକୁ ଏକ ବନ୍ଧୁ ଦେଶ ବୋଲି କହିବା ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ, ଆଞ୍ଚଳିକ ସ୍ଥିରତା ପାଇଁ ଭାରତ ଏକ ସହାୟକ ସ୍ତମ୍ଭ ଅଟେ। ଏହା […]