ନୂଆଦିଲ୍ଲୀ: ଆତଙ୍କବାଦୀ ମାମଲା ପାକିସ୍ତାନରେ ବନ୍ଦ ହେଉନାହିଁ। ସଦ୍ୟତମ ମାମଲା କରାଚିରୁ ଆସିଛି ଯେଉଁଠାରେ ରବିବାର ଦିନ ଅଜ୍ଞାତ ଆକ୍ରମଣକାରୀମାନେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ମୌଲନା ରହୀମୁଲ୍ଲା ତାରିକଙ୍କୁ ହତ୍ୟା କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ଭାରତ ବିରୋଧୀ ରାଲିରେ […]
ନୂଆଦିଲ୍ଲୀ: ନଏ ନୋସ୍ତ୍ରେଦମସ ଭାବେ ପରିଚିତ କ୍ରେଗ୍ ହାମିଲଟନ୍-ପାର୍କର ଆସନ୍ତା ବର୍ଷ ପାଇଁ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ, ପ୍ରାକୃତିକ ଘଟଣା ଯୋଗୁଁ ଆମେରିକାର ଅଧିକାଂଶ ଅଂଶ ବ୍ଲାକଆଉଟ ଦେଇ ଗତି କରିବ। ଭିତ୍ତିଭୂମି ନଷ୍ଟ ହେତୁ ଟେକ୍ସାସ୍ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଜି ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ଟେଲିଫୋନରେ କଥା ହୋଇଛନ୍ତି। ଉଭୟ ନେତା ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଉଭୟ ନେତା ଆତଙ୍କବାଦ, ହିଂସା […]
ଭୁବନେଶ୍ବର: ମିଲେଟସର ପ୍ରସାର ପ୍ରଚାର ଦିଗରେ ବିଭିନ୍ନ କ୍ଷେତ୍ରରେ ଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହ ଏହାର ନିରାକରଣ କରି ବିଶ୍ୱ ପ୍ରେକ୍ଷାପଟରେ ଆଗାମୀ ୧୦ ବର୍ଷ ପାଇଁ ଓଡ଼ିଶା ମିଲେଟସ ମିଶନର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ […]
AdityaL1: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ ଏଲ୍-୧’ ସଫଳଭାବେ କାର୍ଯ୍ୟ କରୁଛି । ଆଦିତ୍ୟ ଏଲ୍-୧ ‘ସୋଲାର ପ୍ରଜ୍ୱଳ’ ଅର୍ଥାତ୍ ସୋଲାର ଫ୍ଲେୟର୍ସର ପ୍ରଥମ ହାଇ ଏନର୍ଜି ଏକ୍ସ-ରେ ଝଲକ ହାସଲ କରିଛି। ଏ […]
ନୂଆଦିଲ୍ଲୀ: କାନାଡା ପରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସଏଫଜେ) ଆସନ୍ତା ବର୍ଷ ଜାନୁଆରି ୨୮ରୁ ଆରମ୍ଭ ହେବାକୁ ଥିବା ଖାଲିସ୍ତାନ ଜନମତର ଆମେରିକା ପର୍ଯ୍ୟାୟ ଘୋଷଣା କରିଛି। ରବିବାର କାଲିଫର୍ଣ୍ଣିଆର ୟୁବା ସିଟିରେ ଆୟୋଜିତ ୪୪ତମ ବାର୍ଷିକ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ଲାମିକ ରିପବ୍ଲିକ୍ ଅଫ୍ ଇରାନ୍ ର ରାଷ୍ଟ୍ରପତିଡକ୍ଟର ସୟଦ ଇବ୍ରାହିମ ରାଇସିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଉଭୟ ନେତା ପଶ୍ଚିମ ଏସିଆ ଅଞ୍ଚଳର କଠିନ ପରିସ୍ଥିତି ଏବଂ ଇସ୍ରାଏଲ-ହାମାସ ସଂଘର୍ଷ ଉପରେ […]
ବିମାନବନ୍ଦରରେ ନମାଜ ପାଠ: ଫ୍ରାନ୍ସର ରାଜଧାନୀ ପ୍ୟାରିସର ଚାର୍ଲସ ଡି ଗାଲ ଏୟାରପୋର୍ଟକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଏଠାରେ ବିମାନବନ୍ଦରରେ କିଛି ମୁସଲମାନ ଯାତ୍ରୀ ନମାଜ ପଢ଼ିବା ପରେ ବିବାଦ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ବିମାନବନ୍ଦର […]
ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି ଏବଂ ଇସ୍ରାଏଲ୍ ସେନା କ୍ରମାଗତ ଭାବରେ ହମାସ ଆତଙ୍କବାଦୀଙ୍କ ଉପରେ ବୋମା ମାଡ଼ କରୁଛି। ଏହି ସମୟରେ, ଶନିବାର ବିଳମ୍ବିତ ରାତିରେ ଗାଜା ଅଞ୍ଚଳର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ଏକ ଶକ୍ତିଶାଳୀ ବିସ୍ଫୋରଣ […]
ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଗାଜାରେ ଆରମ୍ଭ ହୋଇଥିବା ଯୁଦ୍ଧ ଜାରି ରହିଛି। ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆଜି ତୁରନ୍ତ ଯୁଦ୍ଧ ବିରାମ କରିବାକୁ କହିଛନ୍ତି। ଗାଜା ସହରର […]
ନୂଆଦିଲ୍ଲୀ: ପ୍ରତିବନ୍ଧିତ ଶିଖ୍ ଫର ଜଷ୍ଟିସ୍ (SFJ) ର ପ୍ରତିଷ୍ଠାତା ତଥା ଘୋଷିତ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ଏକ ନୂତନ ଭିଡିଓ ଜାରି କରିଛି। ଶିଖମାନଙ୍କୁ ନଭେମ୍ବର ୧୯ ତାରିଖ ପରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନକରିବାକୁ କୁହାଯାଇଛି, […]
ନୂଆଦିଲ୍ଲୀ: ନେପାଳରେ ହୋଇଥିବା ଭୂମିକମ୍ପରେ ଲୋକଙ୍କ ପ୍ରାଣହାନି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ନେପାଳ ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି ଏବଂ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଏଥିସହ […]
ପୁରୀ: ଆଧୁନିକ ଯୁଗର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ଆଜି 35 ବର୍ଷ ପୁରଣ ହୋଇଛି। ସେ 5 ନଭେମ୍ବର 1988 ମସିହାରେ ଜନ୍ମଗ୍ରହଣ କରିଥିଲେ। କୋହଲିଙ୍କୁ ଏଥର ଜନ୍ମଦିନର ଢେର କିଛି ଶୁଭେଚ୍ଛା ମିଳିବ। କାରଣ ବର୍ତ୍ତମାନ ଚାଲିଛି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ସୁନକଙ୍କୁ ତାଙ୍କ କାର୍ଯ୍ୟକାଳର ଏକ ବର୍ଷ ସଫଳତାର ସହ ପୂରା ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ବାଣିଜ୍ୟ, […]
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ଭଳି ଭୂ-ରାଜନୈତିକ ଅସ୍ଥିରତା ଯୋଗୁଁ ସୃଷ୍ଟି ହୋଇଥିବା ବିଶ୍ୱ ପରିସ୍ଥିତିରେ ଭାରତ ଆଶାର କିରଣ ହୋଇ ରହିଛି ବୋଲି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ପ୍ରତିରକ୍ଷା […]
ନୂଆଦିଲ୍ଲୀ: ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସାରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି […]
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଉଭୟ ନେତା ପଶ୍ଚିମ ଏସୀୟ ଅଞ୍ଚଳର ବିକାଶ ଓ ସାମ୍ପ୍ରତିକ ସ୍ଥିତି ଉପରେ ମତ […]
ନୂଆଦିଲ୍ଲୀ: ୧୫ତମ ଏସୀୟ ସୁଟିଂ ଚାମ୍ପିୟନସିପରେ ୫୫ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ଏକ ଅବିଶ୍ୱସନୀୟ ସଫଳତା! ୧୫ତମ ଏସୀୟ ସୁଟିଂ ଚାମ୍ପିୟନସିପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆମ […]
ଆବୁଧାବୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇ ଗସ୍ତର ପ୍ରଥମ ଦିନରେ ୟୁଏଇ ଶିକ୍ଷା ମନ୍ତ୍ରୀ ଅହମ୍ମଦ ଅଲ୍ ଫଲାସୀଙ୍କ ସହ ବୈଠକ କରିବା ସହ ଆବୁଧାବୀରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଛନ୍ତି। ଏହି […]
ନୂଆଦିଲ୍ଲୀ: କାନାଡାର ଗାୟକ ଶୁଭନୀତ ସିଂ ପୁଣି ଥରେ ବିବାଦକୁ ଆସିଛନ୍ତି। ଏକ କନସର୍ଟ ସମୟରେ ସେ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ପରିହାସ କରିଛନ୍ତି। ଶୁଭନୀତ ସିଂଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଏକ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ରେ ମିଳିତ ଭାବେ ତିନୋଟି ଭାରତ ଦ୍ବାରା ସହାୟତା କରାଯାଇଥିବା ବିକାଶ ପ୍ରକଳ୍ପର ଉଦଘାଟନ କରିବେ। ଏହି ତିନୋଟି […]