ଅନ୍ତରାଷ୍ଟ୍ରୀୟ

ନୂଆଦିଲ୍ଲୀ: ଆଇପିଏଲ୍ ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ODI ଏବଂ T20 ସିରିଜ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏକ ରିପୋର୍ଟ ଅନୁଯାୟୀ,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୂମିକମ୍ପ ବିପଦ ମଧ୍ୟରେମିଆଁମାରର ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କ ସହ କଥାହୋଇଛନ୍ତି। ଏହି ଆହ୍ୱାନ ସମୟରେ ମିଆଁମାର ସହିତ…

ନୂଆଦିଲ୍ଲୀ: ମିଆଁମାରରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଥର ପାଇଁ ଏଠାରେ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ…

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଭାରତ ସମେତ ତିନୋଟି ଦେଶରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହା ଯୋଗୁଁ ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ବିନାଶ ଘଟିଛି। ଯେଉଁଠାରେ…

ନୂଆଦିଲ୍ଲୀ: ପବିତ୍ର ରମଜାନ ମାସରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବନ୍ଦୀମାନଙ୍କ ପାଇଁ ବଡ କ୍ଷମା ଘୋଷଣା କରିଛି, ଯେଉଁଥିରେ ୫୦୦ ରୁ ଅଧିକ ଭାରତୀୟ ନାଗରିକ…

ନୂଆଦିଲ୍ଲୀ: ହାରୁନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏହାର ଗ୍ଲୋବାଲ୍ ରିଚ୍ ତାଲିକା 2025 ପ୍ରକାଶ କରିଛି। ଏହା ଅନୁଯାୟୀ, HCL ଅଧ୍ୟକ୍ଷା ରୋଶନି ନାଦର ଦୁନିଆର 10 ଧନୀ…

ନୂଆଦିଲ୍ଲୀ: ଏଚ୍.ଆଇ.ଭି ରୋକିବା ଏବଂ ଚିକିତ୍ସା କାର୍ଯ୍ୟକ୍ରମ ପାଇଁ ଆନ୍ତର୍ଜାତୀୟ ଆର୍ଥିକ ସହାୟତାକୁ ହ୍ରାସ କରିବା ଏକ ଗୁରୁତର ସଙ୍କଟ ସୃଷ୍ଟି କରିପାରେ। ଗୁରୁବାର (27 ମାର୍ଚ୍ଚ)…

ନୂଆଦିଲ୍ଲୀ: ଭାରତରେ ବାସ କରୁଥିବା ଅଳ୍ପସଂଖ୍ୟକ ସଂପର୍କରେ ୟୁଏସ କମିଶନ ଅନ୍ ଇଣ୍ଟରନ୍ୟାସନାଲ ରିଲିଜିୟସ ଫ୍ରିଡମ (USCIRF) ର ରିପୋର୍ଟକୁ ପକ୍ଷପାତିତା ଏବଂ ରାଜନୀତିରେ ପ୍ରେରିତ ବୋଲି…

ନୂଆଦିଲ୍ଲୀ: ଭାରତ ପୁଣି ଥରେ ପାକିସ୍ତାନକୁ ମିଳିତ ଜାତିସଂଘରେ ଘେରିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଶାନ୍ତି ବଜାୟ ରଖିବା ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ଭାରତକୁ…

TheSamikhsya: କଟକ କମିଶନରେଟ ପୋଲିସ ଆଜି ନୂଆଦିଲ୍ଲୀରୁ ଜଣେ ନାଇଜେରିଆ ନାଗରିକକୁ ଗିରଫ କରିଛି। ଲୋକାଲ ପୋଲିସ ସହାୟତାରେ ଦିଲ୍ଲୀର ଉତ୍ତମନଗରରୁ ତାକୁ ଗିରଫ କରାଯାଇଛି। ପୋଲିସ…

ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମରେ ପୁଣି ଏକ ଅନ୍ତର୍ଜାତୀୟ ମ୍ୟାଚ ଖେଳା ଯିବ। ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବାରେ ଲାଗିଛି। ସୂଚନା ଅନୁସାରେ ଡିସେମ୍ବର…

ନୂଆଦିଲ୍ଲୀ: ବସ୍ତୁ ଓ ସେବା ଟିକସ ଗୁଇନ୍ଦା ମହାନିର୍ଦ୍ଦେଶାଳୟ (ଡିଜିଜିଆଇ) ବିଦେଶୀ ଅନଲାଇନ୍ ଗେମିଂ ସଂସ୍ଥା ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଅନଲାଇନ୍ ମନି ଗେମିଂ…

ନୂଆଦିଲ୍ଲୀ: ଶେଖ ହସିନା ସରକାରଙ୍କ ବିଦାୟ ପରେ ବାଂଲାଦେଶର ଅବସ୍ଥା ସ୍ୱାଭାବିକ ଅବସ୍ଥାକୁ ଆସୁନାହିଁ। ନୂଆ ଖବର ହେଉଛି ବାଂଲାଦେଶର ସେନା ମୁଖ୍ୟ ତାଙ୍କ ସୈନିକମାନଙ୍କୁ ଢାକାରେ…

ନୂଆଦିଲ୍ଲୀ: ଟ୍ୱିଟରର ପରିଚୟ ଦୀର୍ଘ ଦିନ ଧରି ନୀଳ ପକ୍ଷୀ ହୋଇଆସୁଛି। କିନ୍ତୁ ଯେହେତୁ ଏଲୋନ୍ ମସ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଦାଖଲ କରିଛନ୍ତି, ସେଥିରେ…

ନୂଆଦିଲ୍ଲୀ: ପାକିସ୍ତାନୀ ହାଇ କମିଶନଙ୍କ ଦ୍ଵାରା କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଆୟୋଜିତ ପାକିସ୍ତାନର ରାଷ୍ଟ୍ରୀୟ ଦିବସ ପାଳନକୁ ଭାରତ ଏଡ଼ାଇ ଦେଇଛି। ବିବାଦୀୟ ଇସଲାମ ପ୍ରଚାରକ…

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଆଜି ଦୁବାଇରୁ ଫେରିଛି ଓଡ଼ିଆ ଯୁବକ ରାଜେଶ କୁମାର ପରିଡ଼ାଙ୍କ…

ନୂଆଦିଲ୍ଲୀ: ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ମଧ୍ୟ ଭାରତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଆୟୋଜନ କରୁଛି। ଚଳିତ ବର୍ଷ ହାଇଦ୍ରାବାଦରେ ଏହାର…

ନୂଆଦିଲ୍ଲୀ: ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶକୁ ଭାରତ ଏକ ବଡ ଝଟକା ଦେଇଛି। ହିନ୍ଦୁସ୍ତାନ ଟାଇମ୍ସ ସୂତ୍ରର ସୂତ୍ରରୁ ପ୍ରକାଶ ଯେ, ବ୍ୟାଙ୍କକରେ ଅନୁଷ୍ଠିତ ହେବାକୁ ଥିବା…

ନୂଆଦିଲ୍ଲୀ: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପ୍ରତିଦିନ ନୂଆ ନିଷ୍ପତ୍ତି ନେଉଛନ୍ତି। ଜାନୁଆରୀ 20 ତାରିଖରେ ପୁନର୍ବାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ଡୋନାଲ୍ଡ…

ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ କମ୍ପାନୀ ଏକ୍ସ କର୍ପ କର୍ଣ୍ଣାଟକ ହାଇକୋର୍ଟରେ ଭାରତ ସରକାରଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଛି। ସେ ଭାରତ ସରକାରଙ୍କ ଆଇଟି ଆକ୍ଟର…

ନୂଆଦିଲ୍ଲୀ: ଆମେରିକାର ଜର୍ଜଟାଉନ୍ ୟୁନିଭରସିଟିରେ ପଢୁଥିବା ଭାରତୀୟ ଛାତ୍ର ବଦର ଖାନ୍ ସୁରୀଙ୍କୁ ଗିରଫ କରାଯାଇଛି। ଖାନଙ୍କ ଓକିଲଙ୍କ କହିବାନୁସାରେ, ସୋମବାର ରାତିରେ ତାଙ୍କୁ ଭର୍ଜିନିଆରେ ଥିବା…