ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ହୋଇଥିବା ବିସ୍ଫୋରଣରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପୋଲିସ ଫୋର୍ସର କିଛି ଲୋକ ମଧ୍ୟ ଅଛନ୍ତି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ସୂଚନା ପାକିସ୍ତାନୀ ଖବରକାଗଜ ଡନ୍ ଦେଇଛି। […]
ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ହୋଇଥିବା ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପୋଲିସ ଫୋର୍ସର କିଛି ଲୋକ ମଧ୍ୟ ଅଛନ୍ତି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ସୂଚନା ବିବିସି ଉର୍ଦ୍ଦୁ ଦ୍ୱାରା ଦିଆଯାଇଛି। ବିବିସି […]
ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ, ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତ ସରକାରଙ୍କ ସମ୍ପୃକ୍ତି ଥିବା ‘ବିଶ୍ୱସନୀୟ ଅଭିଯୋଗ’ ସତ୍ତ୍ୱେ କାନାଡା ଭାରତ ସହ ନିବିଡ ସମ୍ପର୍କ ସ୍ଥାପନ କରିବାକୁ ପ୍ରତିଶ୍ରୁତିବଦ୍ଧ। ସମଗ୍ର ବିଶ୍ୱରେ […]
ନୂଆଦିଲ୍ଲୀ: ଚାଇନା ହ୍ୟାକରମାନେ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ଚାଇନିଜ୍ ହ୍ୟାକରମାନେ ଆମେରିକାର ବୈଦେଶିକ ବିଭାଗର ଆକାଉଣ୍ଟରୁ ହଜାର ହଜାର ଇମେଲ ଚୋରି କରିବାରେ ସଫଳ ହୋଇଛନ୍ତି। ବୁଧବାର ରଏଟର୍ସ ସହ କଥାବାର୍ତ୍ତା ବେଳେ ସିନେଟର ଜଣେ କର୍ମଚାରୀ ଏହା […]
ନୂଆଦିଲ୍ଲୀ: ଚୀନ୍ ସମଗ୍ର ବିଶ୍ୱରେ ଅନୁପ୍ରବେଶ ଏବଂ ଗୁପ୍ତଚର ପାଇଁ କୁଖ୍ୟାତ। ଚୀନ କେବେ ବି ନିଜର କାର୍ଯ୍ୟକଳାପରୁ ନିବୃତ୍ତ ରୁହେ ନାହିଁ। ବର୍ତ୍ତମାନ ଶ୍ରୀଲଙ୍କା ଅଂଶୀଦାର କରିଥିବା ସୂଚନା ଅନୁଯାୟୀ ଚୀନ୍ର ଶକ୍ତିଶାଳୀ ଗୁପ୍ତଚର ଜାହାଜ ସି ୟାନ୍ 6 […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୌରେ ଏସୀୟ କ୍ରୀଡ଼ା ୨୦୨୨ରେ ଇକ୍ୱେଷ୍ଟେରିଆନ୍ ଡ୍ରେସେଜ୍ ପ୍ରତିଯୋଗିତାରେ ଦୀର୍ଘ ୪୧ ବର୍ଷ ପରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଟିମ୍ର ହୃଦୟ ଛେଡା, ଅନୁଷ ଅଗ୍ରୱାଲା, ସୁଦୀପ୍ତି ହାଜେଲା ଏବଂ ଦିବ୍ୟକ୍ରିତ୍ ସିଂଙ୍କୁ […]
ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ-୨୦୨୩ ରେ ନେପାଳ ଏବଂ ମୋଙ୍ଗୋଲିଆ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଏକ ବଡ ରେକର୍ଡ ସୃଷ୍ଟି ହୋଇଛି। ପ୍ରଥମେ ବ୍ୟାଟିଂ କରି ନେପାଳ ଦଳ ଅନେକ ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ ଦଳର ବ୍ୟାଟ୍ସମ୍ୟାନ୍ ଦୀପେନ୍ଦ୍ର ସିଂ […]
ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନ ଷଡଯନ୍ତ୍ର ଜାରି ରଖିଛି। ସମସ୍ତେ ଏହା ଭଲ ଭାବରେ ଜାଣନ୍ତି। ଆତଙ୍କବାଦୀଙ୍କ ସହ ବର୍ତ୍ତମାନ ଖାଲିସ୍ତାନୀଙ୍କ ସହ ପାକିସ୍ତାନର ବନ୍ଧୁତା ମଧ୍ୟ ବୃଦ୍ଧି ପାଇଛି। ଏହି ବନ୍ଧୁତା ଘୃଣାର ମୂଳଦୁଆ ଉପରେ ଆଧାରିତ, କାରଣ ପାକିସ୍ତାନ […]
ନୂଆଦିଲ୍ଲୀ: କାନାଡା ଏବଂ ଭାରତ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ, କାନାଡାର ପରିସ୍ଥିତିକୁ ନେଇ ଆମେ ଚିନ୍ତିତ। ଆମେ କାନାଡା ସହିତ ସମ୍ପୂର୍ଣ୍ଣ ସହଯୋଗ କରିଛୁ। ଅନୁସନ୍ଧାନରେ ସହାୟତା କରିବାକୁ […]
ଭୁବନେଶ୍ବର: ନାଇଜେରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡିଶାରେ ପ୍ରସ୍ତୁତ କରାଯାଉଥିବା ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ (ଫର୍ଟିଫାଏଡ୍ ରାଇସ୍ ) ପ୍ରସ୍ତୁତି, ସଂରକ୍ଷଣ ଓ ବ୍ୟବହାର ସଂପର୍କରେ ରାଜ୍ୟର ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବାକୁ ଓଡ଼ିଶା ଆସିଛନ୍ତି। ନାଇଜେରିଆ […]
ନୂଆଦିଲ୍ଲୀ: ଆଜି ଭାରତୀୟ ଦଳ ଏସିଆନ୍ ଗେମ୍ସ-୨୦୨୩ ରେ ଭାରତ ପାଇଁ ଅଧିକ ପଦକ ଜିତିବାକୁ ଚେଷ୍ଟା କରିବ। ଆଜି ବ୍ୟକ୍ତିଗତ ଏବଂ ଟିମ ଇଭେଣ୍ଟରେ ୨ ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତି ଭାରତୀୟ ସୁଟରମାନେ […]
ନୂଆଦିଲ୍ଲୀ: ନାଜି ସୈନିକଙ୍କୁ କାନାଡା ସଂସଦକୁ ନିମନ୍ତ୍ରଣ କରାଯାଇ ସମ୍ମାନିତ କରାଯିବା ପରେ ବାଚସ୍ପତି ଆନ୍ଥୋନୀ ରୋଟା ଇସ୍ତଫା ଦେଇଛନ୍ତି। ହାଉସ ଅଫ୍ କମନ୍ସର ବାଚସ୍ପତି ଇସ୍ତଫା ଦେଇଛନ୍ତି। ସେ ପ୍ରଥମେ ଇସ୍ତଫା ଦେବାର ଆହ୍ଵାନକୁ ବିରୋଧ କରିଥିଲେ। କିନ୍ତୁ ମଙ୍ଗଳବାର […]
ନୂଆଦିଲ୍ଲୀ: ଭାରତ ପକ୍ଷରୁ ପ୍ରମାଣ ଉପସ୍ଥାପନ କରାଯିବ ଯେ, ହରିଦୀପ ସିଂ ନିଜର ଜଣେ ଖାଲିସ୍ତାନୀ ଆତଙ୍କବାଦୀ। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ର ଚାର୍ଜସିଟରେ ଏହା ପ୍ରକାଶ ପାଇଛି ଯେ, ନିଜର୍ ଖାଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ଥିଲେ। ତାଙ୍କ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ା ୨୦୨୨ରେ ଭାରତ ପାଇଁ ପ୍ରଥମ ପଦକ ଭାବେ ରୌପ୍ୟ ଜିତିଥିବା ଲାଇଟ୍ ୱେଟ୍ ଡବଲ୍ ସ୍କଲ୍ସ ପୁରୁଷ ଦଳକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଅବିଶ୍ୱସନୀୟ ପ୍ରଦର୍ଶନ କରିଥିବା ଅର୍ଜୁନ ଲାଲ ଜଟ୍ ଏବଂ ଅରବିନ୍ଦ ସିଂଙ୍କ ଯୋଡ଼ିକୁ ଶୁଭେଚ୍ଛା ଜଣାଇବା ସହ ଆମ ଦେଶର ସଫଳତା ଏବଂ ଗୌରବକୁ ନିରନ୍ତର ଭାବେ ଏପରି ଆଗକୁ ବଢ଼ିବାକୁ କାମନା କରିଛନ୍ତି!
ନୂଆଦିଲ୍ଲୀ: ୨୦୨୦ ମସିହାରେ ସମଗ୍ର ବିଶ୍ୱରେ କୋଭିଡ୍ -୧୯ ମହାମାରୀ ଆରମ୍ଭ ହୋଇଥିଲା। ଏହି କାରଣରୁ ସମଗ୍ର ବିଶ୍ୱରେ ପ୍ରାୟ ୨୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ମହାମାରୀ ପରେ କୋଭିଡ -୧୯ ପାଇଁ ଟିକା ଉପଲବ୍ଧ। ଏହି […]
ନୂଆଦିଲ୍ଲୀ: ଆଜି ଭାରତୀୟ ମହିଳା କ୍ରିକେଟ ଦଳକୁ ବଡ ସଫଳତା ମିଳିଛି। ଏସିଆନ୍ ଗେମ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରାବାନ୍ଵିତ କରିଛନ୍ତି। ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ […]
ନୂଆଦିଲ୍ଲୀ: ଚାଇନାର ହାଙ୍ଗଝୋଉରେ ଏସିଆନ୍ ଗେମ୍ସ ୨୦୨୩ ଆୟୋଜିତ ହେଉଛି। ଆଜି ଦ୍ୱିତୀୟ ଦିନରେ ଭାରତ ଭଲ ଆରମ୍ଭ କରିଛି। ଶୁଟରମାନେ ଏଥର ଟିମ୍ ଇଣ୍ଡିଆକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରଙ୍କେଶ ପାଟିଲ ଏବଂ […]
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ଦଳ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛି। ଖବର ଅନୁଯାୟୀ, ପାକିସ୍ତାନୀ ଖେଳାଳିଙ୍କୁ ଗତ ଚାରି ମାସ ଧରି ଦରମା ମିଳିନାହିଁ। ଦରମା ନଦେବା କାରଣରୁ ଦଳର ଖେଳାଳିମାନେ ବିଶ୍ୱକପ୍ ପ୍ରମୋଶନ ଏବଂ […]
ନୂଆଦିଲ୍ଲୀ: କାନାଡା ସହିତ ଭାରତ ବିବାଦ ପରେ ବାଂଲାଦେଶ ଭାରତକୁ ସମର୍ଥନ କରି ଛିଡା ହୋଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ କହିଛନ୍ତି ଯେ, ସେ ଭାରତ ପାଇଁ ଗର୍ବିତ ଏବଂ ଭାରତ କୌଣସି ହଇରାଣ କରେ ନାହିଁ। […]
ନୂଆଦିଲ୍ଲୀ: ଏସୀୟ ଗେମ୍ସରେ ଭାରତ ପାଇଁ ପଦକ ଖାତା ଖୋଲାଯାଇଛି। ଭାରତୀୟ ଖେଳାଳିମାନେ ଶୁଟିଂ, ରୋଇଂ ଏବଂ ସୁଟିଂରେ ପଦକ ଜିତିବାରେ ସଫଳତା ହାସଲ କରିଛନ୍ତି। ଏଥି ସହିତ କ୍ରିକେଟ୍ ରେ ଭାରତୀୟ ମହିଳା ଦଳ ବାଂଲାଦେଶକୁ ପରାସ୍ତ କରି ଅତି […]
ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଖାଲିସ୍ତାନ ସମର୍ଥକ ତଥା ନିଷିଦ୍ଧ ସଂଗଠନ ଶିଖ୍ ଫର ଜଷ୍ଟିସ୍ ନେତା ଗୁରୁପତବନ୍ତ ସିଂ ପନ୍ନୁଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚଣ୍ଡିଗଡ଼ ଏବଂ ଅମୃତସରରେ ଏନଆଇଏ ତାଙ୍କ ସମ୍ପତ୍ତି ଜବତ କରିଛି। […]