ଲଣ୍ଡନ: ବ୍ରିଟେନରେ କାର୍ଯ୍ୟ କରୁଥିବା ଏକ ଦାନକାରୀ ସଂସ୍ଥା ଲଣ୍ଡନରେ ପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ମନ୍ଦିର ନିର୍ମାଣ କରିବାକୁ ଯୋଜନା କରୁଛି। ତାଙ୍କ ଯୋଜନାକୁ ସମର୍ଥନ କରି ଓଡିଶାର ଜଣେ ଉଦ୍ୟୋଗୀ ୨୫ ନିୟୁତ ପାଉଣ୍ଡ (ପ୍ରାୟ ୨୫୪ କୋଟି ୪୦ […]
ନୂଆଦିଲ୍ଲୀ: ସୁଦାନରେ ଗୃହଯୁଦ୍ଧ ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଛି। ଏଭଳି ପରିସ୍ଥିତିରେ ଅପରେସନ୍ କାବେରୀ ଅଧୀନରେ ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ସେଠାରୁ ସ୍ଥାନାନ୍ତର କରାଯାଉଛି। ଭାରତୀୟ ବାୟୁସେନା ସି-୧୩୦ଜେ ବିମାନରେ ଥିବା ୧୩୫ ଭାରତୀୟଙ୍କ ତୃତୀୟ ବ୍ୟାଚ୍ ଆଜି ସଙ୍କଟଗ୍ରସ୍ତ […]
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଶ୍ୱ ବ୍ୟାଙ୍କର ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରି ୧୬ଟି ସ୍ଥାନ ଆଗେଇ ଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ […]
ଅମରାବତୀ: ମାଷ୍ଟର ଡିଗ୍ରୀ ପଢିବା ପାଇଁ ଆମେରିକା ଯାଇଥିବା ଆନ୍ଧ୍ରପ୍ରଦେଶର ଜଣେ ୨୪ ବର୍ଷୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସର ସୂଚନାନୁସାରେ, ଆମେରିକାର ଓହିଓର ଇନ୍ଧନ ଷ୍ଟେସନରେ ଗୁଳି ଲାଗିବା ପରେ ଛାତ୍ର ଆହତ ହୋଇଥିଲେ, ଯେଉଁଠାରେ ସେ […]
ନୂଆଦିଲ୍ଲୀ: ଆଜି ପରୀକ୍ଷା ସମୟରେ ବିଶ୍ୱର ସବୁଠୁ ବଡ ରକେଟ୍ ସ୍ପେସ୍ ଏକ୍ସ ଷ୍ଟାରସିପ୍ ବିସ୍ଫୋରଣ ହୋଇଛି। ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ଟୁଇଟ୍ କରି ଏହି ବିଷୟରେ ସୂଚନା ଦେଇଛି। ସ୍ପେସ୍ ଏକ୍ସ କହିଛି ଯେ, ଆମେ ଏଭଳି […]
ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଆସନ୍ତା ୪-୫ ତାରିଖ ଦିନ ଭାରତ ଗସ୍ତ କରିବେ। ସେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ। ପାକିସ୍ତାନ MOFA ର ବ୍ରିଫିଙ୍ଗରେ ଏହି ସୂଚନା ଦିଆଯାଇଛି। […]
ନୂଆଦିଲ୍ଲୀ: ମିଳିତ ଜାତିସଂଘର ତଥ୍ୟ ଅନୁଯାୟୀ ଭାରତର ଜନସଂଖ୍ୟା ୧୪୨.୮୬ କୋଟିକୁ ବୃଦ୍ଧି ପାଇଛି ଏବଂ ଏହା ଚାଇନାକୁ ପଛରେ ପକାଇ ଦୁନିଆର ସବୁଠାରୁ ଜନବହୁଳ ଦେଶ ହୋଇପାରିଛି। ମିଳିତ ଜାତିସଂଘର ୱାର୍ଲ୍ଡ ପପୁଲେସନ୍ ଡ୍ୟାସବୋର୍ଡ ଅନୁଯାୟୀ ଚାଇନାର ଜନସଂଖ୍ୟା ୧୪୨.୫୭ […]
ନୂଆଦିଲ୍ଲୀ: ନେପାଳର ଆଠ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଅନ୍ନପୂର୍ଣ୍ଣା ଶିଖରକୁ ଜିତିବା ପରେ ପର୍ବତାରୋହୀ ବଲଜିତ୍ କୌରଙ୍କର ମୃତ୍ୟୁ ହୋଇଛି। ଶିଖର ଉପରକୁ ଚଢିବା ପରେ ବଲଜିତ୍ କୌର ତଳକୁ ଓହ୍ଲାଉଥିଲେ। ସେହି ସମୟରେ ସେ ନିଖୋଜ ହୋଇଯାଇଥିଲେ। ସେ […]
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କ ହତ୍ୟା ପରେ ରାଜନୈତିକ ଯୁଦ୍ଧ ଜାରି ରହିଛି। ଏହି ହତ୍ୟାକାଣ୍ଡ ପରେ ୟୁପି ସରକାର ଉପରେ ବିରୋଧୀ ଆକ୍ରମଣ କରୁଥିବା ବେଳେ ବିଦେଶୀ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। […]
ନୂଆଦିଲ୍ଲୀ: ଆଇପିଏଲର ୧୬ ତମ ସଂସ୍କରଣର ୨୨ ତମ ଲିଗରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ ପାଇଁ ମୁମ୍ବାଇ ଦଳ ଖେଳାଳି ଏକାଦଶରେ ଅନେକ ପରିବର୍ତ୍ତନ […]
ନୂଆଦିଲ୍ଲୀ: ଆମେରିକା ସହିତ ଭାରତର ବାଣିଜ୍ୟ କାରବାର ଗତ ଆର୍ଥିକ ବର୍ଷରେ ସର୍ବାଧିକ ହୋଇଛି। ବର୍ତ୍ତମାନ ଆମେରିକା ଭାରତର ବୃହତ୍ତମ ବ୍ୟବସାୟିକ ଭାଗିଦାରୀ ହୋଇପାରିଛି। ଏହି ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ୧୨୮.୫୫ ବିଲିୟନ ଡ଼ଲାରର ବାଣିଜ୍ୟ ହୋଇଛି। ଏହା […]
ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ତରଣଜୀତ ସିଂ ସନ୍ଧୁ ଏକ ଟୁଇଟ୍ କରିଛନ୍ତି। ସନ୍ଧୁ ତାଙ୍କ ଟ୍ୱିଟରେ ଆମେରିକାର ବାଣିଜ୍ୟ ସଚିବ ଜିନା ରାୟମୋଣ୍ଡୋଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରାୟମୋଣ୍ଡୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରୁଥିବା […]
ନୂଆଦିଲ୍ଲୀ: ଭାରତରେ ୧୩ ହଜାର କୋଟି ଟଙ୍କା ଠକେଇ ମାମଲାରେ ୱାଣ୍ଟେଡ୍ ହୀରା ବ୍ୟବସାୟୀ ମେହୁଲ ଚୋକସି କୋର୍ଟ ଯୁଦ୍ଧରେ ଜିତିଛନ୍ତି। ଆଣ୍ଟିଗୁଆ ଏବଂ ବାରବୁଡା ହାଇକୋର୍ଟ ଶୁକ୍ରବାର ଦିନ ମେହୁଲ ଚୋକସିଙ୍କ ସପକ୍ଷରେ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, […]
ଭୁବନେଶ୍ୱର: ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଶୁକ୍ରବାର ଭୁବନେଶ୍ୱର ପହଂଚିଛନ୍ତି। ଏହି ପ୍ରତିନିଧି ମାନେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ […]
ନୂଆଦିଲ୍ଲୀ: ଋଷ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନ ଏକ ବଡ଼ ଆଶ୍ଵସ୍ତି ପ୍ରଦାନ କରିବାକୁ ଯାଉଛି। ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ କେବଳ ଭାରତରେ ପରୀକ୍ଷା ଦେବା ଲାଗି ୟୁକ୍ରେନ ଅନୁମତି ଦେବ। ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ଏମିନ୍ […]
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଦିନ କହିଛନ୍ତି ଯେ, ଭାରତୀୟ ଅର୍ଥନୀତି ଭଲ ପ୍ରଦର୍ଶନ କରୁଛି ଏବଂ ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଗୋଟିଏ ହୋଇ ରହିଛି। ଆଇଏମ୍ଏଫ୍ କହିଛି ଯେ, ଅର୍ଥନୈତିକ ଅଭିବୃଦ୍ଧି […]
ଖୋର୍ଦ୍ଧା: ୟଙ୍ଗଥିଙ୍କର ଫାଉଣ୍ଡେସନ ହେଉଛି ଏକ ଏନଜିଓ ଯାହାକି ଆମ ଦେଶର ଯୁବ ପ୍ରତିଭାମାନ ପ୍ରସ୍ତୁତି କରୁଛି ଏବଂ ସେମାନଙ୍କୁ ନାସା ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚ୍ୟାଲେଞ୍ଜ ୨୦୨୩ରେ ଭାଗ ନେବାକୁ ପ୍ରସ୍ତୁତି କରୁଛି। ଏହି ପ୍ରକ୍ରିୟାରେ ଆମ ଦେଶର ପାଞ୍ଚ […]
ନୂଆଦିଲ୍ଲୀ: ଆଜି ସମଗ୍ର ବିଶ୍ଵରେ ‘ଗୁଡ ଫ୍ରାଇ ଡେ’ ପାଳନ କରାଯିବ। ସାଧାରଣତଃ ସମସ୍ତ ପର୍ବ ଧୂମଧାମ ଏବଂ ଖୁସିରେ ପାଳନ କରାଯାଏ। କିନ୍ତୁ ‘ଗୁଡ ଫ୍ରାଇ ଡେ’ ଏପରି ଏକ ପର୍ବ, ଯାହା ପ୍ରଭୁ ଯୀଶୁଙ୍କ ବଳିଦାନ ଦିବସ ଭାବରେ […]
Naveen In Japan: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କାଳରେ ଟୋକିଓଠାରେ ଆୟୋଜିତ ବିଜିନେସ ସମ୍ମିଳନୀକୁ ଉଦବୋଧନ ଦେଲେ। ଏଥିରେ ଯୋଗଦେଇଥିବା ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଓଡିଶା ଉପରେ ଅବତାରଣା କରିଥିଲେ। ଏଥିରେ ସେ ଓଡିଶା ବ୍ୟବସାୟ ପାଇଁ କିପରି […]
Naveen In Japan: ଜାପାନରୁ ଆସିଲା ବଡ ଖବର। ତାହା ହେଲା ବିଶ୍ବର ପ୍ରମୁଖ ଇସ୍ପାତ କଂପାନୀ ନିପ୍ପନ ଷ୍ଟିଲ କରପୋରେସନ ଓଡିଶାରେ କରିବ ବଡ କାରଖାନା। ଆଜି ନିପ୍ପନ କଂପାନୀର ମୁଖ୍ୟ ଇଜି ହାସିମୋଟୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି […]
Naveen In Japan: ଆଜି ଜାପାନ ରାଜଧାନୀ ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ନିପ୍ପନ ଷ୍ଟିଲ କଂପାନୀର ସଭାପତି। ସେ ହେଉଛନ୍ତି ଏଇଜି ହାସିମୋତୋ। ତାଙ୍କ ସହିତ କଂପାନୀର ଏକ ପ୍ରତିନିଧୀ ଦଳ ମଧ୍ୟ ଏହି ଆଲୋଚନାରେ ଭାଗ […]