ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଶୁଭମାନ ଗିଲ କ୍ରମାଗତ ଭାବରେ ଟ୍ରେଣ୍ଡ କରୁଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକମାନେ କହିଛନ୍ତି ଯେ, ଯେତେବେଳେ କ୍ୟାମେରନ୍ ଗ୍ରୀନ୍ କ୍ୟାଚ୍ ଧରିଲେ, ସେତେବେଳେ ବଲ୍ ଭୂମିକୁ ସ୍ପର୍ଶ କରିଥିଲା। ତେବେ ବର୍ତ୍ତମାନ ପୂର୍ବତନ ଭାରତୀୟ ଓପନର୍ ବିରେନ୍ଦର […]
ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ୨୦୨୪ ସମ୍ବନ୍ଧରେ ଏକ ବଡ ଅପଡେଟ ଆସିଛି। ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏବଂ ଇଂଲଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଅନୁଯାୟୀ ଏହି ଟୁର୍ଣ୍ଣାମେଣ୍ଟକୁ କାରିବିଆନ୍ ଦ୍ୱୀପପୁଞ୍ଜ ଏବଂ ଯୁକ୍ତରାଷ୍ଟ୍ରରୁ ବ୍ରିଟେନକୁ ସ୍ଥାନାନ୍ତର କରାଯିବ […]
ନୂଆଦିଲ୍ଲୀ: ଇସ୍ରାଏଲର ଜେରୁଜେଲମରେ ଅବସ୍ଥିତ ହଦସାହ-ୟୁନିଭରସିଟି ମେଡିକାଲ ସେଣ୍ଟରର ଡାକ୍ତରୀ ବିଶେଷଜ୍ଞମାନେ ଘୋଷଣା କରିଛନ୍ତି ଯେ, ସେମାନେ କର୍କଟ ଚିକିତ୍ସାରେ ୯୦ ପ୍ରତିଶତ ସଫଳତା ହାସଲ କରିଛନ୍ତି। ମଲ୍ଟିପୁଲ ମାଇଲୋମା ନାମକ କର୍କଟ ଚିକିତ୍ସା ବ୍ୟବହାରରେ ଡାକ୍ତରୀ ବିଶେଷଜ୍ଞମାନେ ସଫଳତା ହାସଲ […]
Realme 11 Pro: ଚାଇନାର ମୋବାଇଲ ନିର୍ମାତା ରିଏଲମି କଂପାନୀ ଭାରତରେ ରିଏଲ୍ 11 ପ୍ରୋ, 11 ପ୍ରୋ + 5 ଜି ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଏହି ଲାଟେଷ୍ଟ ମଡେଲଟି ରିଅଲ୍ 10 ସିରିଜର ପର୍ଯ୍ୟାୟର। ଏହାର ବୈଶିଷ୍ଟ୍ୟଗୁଡିକ ବିଷୟରେ […]
ନୂଆଦିଲ୍ଲୀ: ଡବ୍ଲ୍ୟୁଟିସି ଫାଇନାଲରେ ରବିନ୍ଦ୍ର ଜାଡେଜା ଚମତ୍କାର କରିଛନ୍ତି। ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ଜାଡେଜା ଏପର୍ଯ୍ୟନ୍ତ ୨ ଟି ୱିକେଟ୍ ନେଇଛନ୍ତି। ଜାଡେଜା ୨ଟି ୱିକେଟ୍ ନେବା ମାତ୍ରେ ଟେଷ୍ଟ କ୍ରିକେଟ୍ ରେ ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟ୍ ଇତିହାସରେ […]
ନୂଆଦିଲ୍ଲୀ: ‘ଓଭାଲ’ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଡବ୍ଲୁଟିଏସି ଫାଇନାଲ ମ୍ୟାଚର ତୃତୀୟ ଦିନର ଦ୍ୱିତୀୟ ଅଧିବେଶନରେ ଭାରତୀୟ ଇନିଂସର ପତନ ଘଟିଛି। ଭାରତ ସମସ୍ତ ୱିକେଟ ହରାଇ ୨୯୬ ରନ କରିପାରିଛି। ଯାହାପରେ ଅଷ୍ଟ୍ରେଲିଆ ୧୭୩ ରନ ଅଗ୍ରଣୀ ହାସଲ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ଯୁବରାଜ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲାଜିଜ୍ ଅଲ ସାଉଦଙ୍କ ସହ ଟେଲିଫୋନ୍ରେ ବାର୍ତ୍ତାଳାପ କରିଛନ୍ତି। ନେତାମାନେ ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ […]
ନୂଆଦିଲ୍ଲୀ: ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC) ର ଫାଇନାଲ ମ୍ୟାଚ୍ ଖେଳାଯାଉଛି। ପ୍ରଥମ ଦିନର ଖେଳ ସଂପୂର୍ଣ୍ଣ ଭାବେ ଅଷ୍ଟ୍ରେଲିଆ ଦଳ ନାମରେ ହୋଇଛି। ଦିନିକିଆ ଖେଳ ଶେଷ ହେବା […]
ନୂଆଦିଲ୍ଲୀ: ଓଭାଲ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ର ଦ୍ୱିତୀୟ ସଂସ୍କରଣର ଫାଇନାଲ ମ୍ୟାଚ୍ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଓଡିଶା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି […]
ନୂଆଦିଲ୍ଲୀ: ଓଭାଲ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳାଯାଉଛି। ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଉଭୟ ଦଳର ଖେଳାଳି ଏକାଦଶ ଘୋଷଣା କରାଯାଇଛି। ଟସ୍ ଜିତିବା ପରେ ରୋହିତ କହିଛନ୍ତି ଯେ, ‘ଆମେ ବୋଲିଂ କରିବାକୁ […]
ନୂଆଦିଲ୍ଲୀ: ଦଶନ୍ଧି ଧରି ଭାରତ ସହ ସୀମା ବିବାଦରେ ଛନ୍ଦି ହୋଇପଡିଥିବା ଚୀନ୍ ନିଜକୁ ଏକ ମହାଶକ୍ତି ଭାବରେ ପ୍ରୋଜେକ୍ଟ କରିବା ଆରମ୍ଭ କରିଛି। ଚୀନ୍ ସେନା (ପିଏଲ୍ଏ) ଭାରତୀୟ ସେନାର ଶକ୍ତି ଉପରେ ପ୍ରଶ୍ନ ଉଠାଇଛି ଏବଂ ଭାରତ ତାଙ୍କ […]
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆର ଦଳ WTC ଫାଇନାଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଜି ଠାରୁ ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ WTC ର ଫାଇନାଲ ମ୍ୟାଚ୍ ଖେଳାଯିବ। ଡବ୍ଲୁଟିଏସି ଫାଇନାଲ୍ ର ପ୍ରଥମ ସିଜନରେ ଭାରତକୁ ନ୍ୟୁଜିଲ୍ୟାଣ୍ଡ […]
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ଏହି ମ୍ୟାଚ୍ ରେ ପ୍ରଶଂସକଙ୍କ ଆଖି ହେଉଛି ଶୁଭମାନ ଗିଲ, ଯିଏ ଉତ୍କୃଷ୍ଟ ଫର୍ମରେ ଦୌଡୁଛନ୍ତି। […]
ନୂଆଦିଲ୍ଲୀ: ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ- ଗ୍ରାଣ୍ଡ ଅର୍ଡର ଅଫ୍ ଦ ଚେନ୍ ଅଫ୍ ଦ ୟେଲୋ ଷ୍ଟାର ପାଇଥିବାରୁ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତିଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ରାଷ୍ଟ୍ରପତିଙ୍କୁ ସୁରିନାମର ସର୍ବୋଚ୍ଚ […]
ନୂଆଦିଲ୍ଲୀ: ଜୁନ୍ ୭ ତାରିଖରୁ ଇଂଲଣ୍ଡର ଓଭାଲ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆ ସମ୍ମୁଖରେ ଏକ ନୂଆ ସମସ୍ୟା ଉପୁଜିଛି। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଆଙ୍ଗୁଠିରେ […]
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଦ୍ୱିତୀୟ ସଂସ୍କରଣର ଫାଇନାଲ ମ୍ୟାଚ୍ ଆସନ୍ତାକାଲି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅର୍ଥାତ୍ ବୁଧବାର, ଜୁନ୍ ୭ ତାରିଖରେ ଲଣ୍ଡନର କେନିଙ୍ଗଟନ୍ ଓଭାଲରେ ଖେଳାଯିବ। ଭାରତ ସମୟ ଅନୁଯାୟୀ ଏହି ମ୍ୟାଚ୍ ଅପରାହ୍ନ ତିନିଟାରୁ ଆରମ୍ଭ […]
ନୂଆଦିଲ୍ଲୀ: ଓଡିଶାରେ ଟ୍ରେନ୍ ଦୁର୍ଘଟଣା ଭାରତ ତଥା ବିଶ୍ଵର ଲୋକଙ୍କୁ ପ୍ରଭାବିତ କରିଛି। ଏହି ଭୟଙ୍କର ଦୁର୍ଘଟଣାରେ ତିନିଟି ଟ୍ରେନ୍ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଗତ ଶୁକ୍ରବାର ସନ୍ଧ୍ୟାରେ ଓଡିଶାର ବାଲେଶ୍ଵର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ […]
ନୂଆଦିଲ୍ଲୀ: ଜୁନ୍ ୭ ତାରିଖରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଫାଇନାଲ ମ୍ୟାଚ୍ କେନିଙ୍ଗଟନ୍ ସ୍ଥିତ ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଟିମ୍ ଇଣ୍ଡିଆ ଦ୍ୱିତୀୟ ଥର ପାଇଁ ଟେଷ୍ଟ ଚାମ୍ପିଅନସିପ୍ ର ଟାଇଟଲ୍ ମ୍ୟାଚ୍ ଖେଳିବ। ତେବେ […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁରିନାମ ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ଚଳିତ ମାସ ୪ ରୁ ୯ ତାରିଖ ପର୍ଯ୍ୟନ୍ତ ସୁରିନାମ ଏବଂ ସର୍ବିୟା ଗସ୍ତ କରିବେ। ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀମତୀ ମୁର୍ମୁ ଜୁନ୍ ୪ ରୁ ୬ […]
ଭୁବନେଶ୍ବର: ଆଉ ଜଣେ ଓଡିଆ ପୁଅ ଦେଶରେ ନୁହେଁ ସାରା ବିଶ୍ବରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ସେ ହେଉଛନ୍ତି ପାଣିପାଗ ବିଶେଷଜ୍ଞ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ମୃତ୍ୟୁଞ୍ଜୟ ବିଶ୍ବ ପାଣିପାଗ ସଂସ୍ଥାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏ ନେଇ ବିଶ୍ବ […]
ନୂଆଦିଲ୍ଲୀ: ମାଷ୍ଟରକାର୍ଡର ପୂର୍ବତନ ସିଇଓ ଅଜୟ ବଙ୍ଗା ଆଜି ବିଶ୍ୱ ବ୍ୟାଙ୍କର ସଭାପତି ଭାବେ ଦାୟିତ୍ଵ ନେବେ। ମେ ୩ ତାରିଖରେ ବିଶ୍ୱ ବ୍ୟାଙ୍କର ୨୫ ସଦସ୍ୟ ବିଶିଷ୍ଟ କାର୍ଯ୍ୟନିର୍ବାହୀ ବୋର୍ଡ ଅଜୟ ବଙ୍ଗାଙ୍କୁ ପାଞ୍ଚ ବର୍ଷ କାର୍ଯ୍ୟକାଳ ପାଇଁ ସଭାପତି […]