ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ୟୁଏସ ଇଣ୍ଡିଆ ବିଜନେସ କାଉନସିଲ ଏବଂ ସାଉଥ ଏସିଆ ଇଣ୍ଟରନ୍ୟାସନାଲ ଆଫେୟାର୍ ୟୁଏସ ଚାମ୍ବର ଅଫ୍ କର୍ମର୍ସ ଦ୍ୱାରା ଆୟୋଜିତ ‘ଇଣ୍ଡିଆ ଆଇଡ଼ିଆ ସମ୍ମିଟ’ରେ ଯୋଗଦେଇ ପ୍ରମୁଖ […]
ଭୁବନେଶ୍ବର: ଆଜି ବାଜିଛି ବିଶ୍ବ କପ ହକି ମହାସମରର ବିଗୁଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନୁଷ୍ଠାନିକ ଭାବେ ଏହି ମହାସମରର ଘୋଷଣା କରିଛନ୍ତି।ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ଖେଳସୂଚୀ ଘୋଷଣା କରାଯାଇଛି। ୨୦୨୩ରେ ହେବାକୁ ଥିବା ଏହି […]
ନୂଆଦିଲ୍ଲୀ: ବାଣିଜ୍ୟ ଓ ଶିଳ୍ପ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ତଥା ବୟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଆମେରିକାରେ ପ୍ରବାସୀ ଭାରତୀୟ ନିଜ କାର୍ଯ୍ୟରେ ପେସାଦାର ତଥା ନବୋନ୍ମେଷୀ ହୋଇଛନ୍ତି ଏବଂ ସେମାନେ ଭାରତୀୟ ସଂସ୍କୃତି […]
ମୁଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 08 ସେପ୍ଟେମ୍ବର 2022 ରେ ଟୋକିଓରେ ଜାପାନର ରକ୍ଷା ମନ୍ତ୍ରୀ ୟାସୁକାଜୁ ହମଦାଙ୍କ ସହିତ ଦ୍ଵିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ ଦ୍ଵିପାକ୍ଷିକ ସହଯୋଗ ସହିତ କ୍ଷେତ୍ରୀୟ ବିଷୟର ବିଭିନ୍ନ ଦିଗ ଉପରେ ସମୀକ୍ଷା […]
ନୂଆଦିଲ୍ଲୀ: ୟୁଏଇରେ ଚାଲିଥିବା ଏସିଆ କପ୍-୨୦୨୨ ରେ ଭାରତ ଏବଂ ଆଫଗାନିସ୍ତାନ ଆଜି ମୁହାଁମୁହିଁ ହେବେ। ଉଭୟ ଦଳ ଏସିଆ କପ୍ ଫାଇନାଲ ଦୌଡରୁ ବାଦ ପଡିଛନ୍ତି। ଏଭଳି ପରିସ୍ଥିତିରେ ଏହି ମ୍ୟାଚ୍ ଦୁଇ ଦଳ ପାଇଁ ଟୁର୍ଣ୍ଣାମେଣ୍ଟର ଶେଷ ମ୍ୟାଚ୍ […]
ଦିଲ୍ଲୀ: ଭାରତର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ପୀୟୁଷ ଗୋଏଲ୍ ସାନଫାନ୍ସିସ୍କୋ ଉପସାଗରୀୟ କ୍ଷେତ୍ର ଠାରେ ୟୁଏସ୍ ଷ୍ଟାର୍ଟଅପ୍ ସେତୁ – ଉଦ୍ୟମୀ ମାନଙ୍କୁ ପରିବର୍ତନ ନିମନ୍ତେ ସମର୍ଥନ ଏବଂ […]
ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ରେ ଅତୁଳନୀୟ ପ୍ରଦର୍ଶନ ପରେ ମହମ୍ମଦ ରିଜୱାନ୍ ଆଇସିସି ପୁରୁଷ ଟି -୨୦ ଆନ୍ତର୍ଜାତୀୟ ବ୍ୟାଟିଂ ମାନ୍ୟତାର ୮୧୫ ପଏଣ୍ଟ ସହ ଶୀର୍ଷକୁ ଉନ୍ନୀତ ହୋଇଛନ୍ତି। ଏହା ସହ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ବାବର ଆଜାମ […]
ନୂଆଦିଲ୍ଲୀ: ଏସିଆ କପ୍ର ସୁପର-୪ ରାଉଣ୍ଡରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ଠାରୁ ହାରିବା ପରେ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବାକୁ ଯାଉଛି। ଯଦି ବର୍ତ୍ତମାନ ଟିମ୍ ଇଣ୍ଡିଆକୁ ଫାଇନାଲରେ ପହଞ୍ଚିବାକୁ ପଡିବ, ତେବେ ଅନ୍ୟ ମ୍ୟାଚ୍ ଫଳାଫଳ ଉପରେ ନିର୍ଭର […]
ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ-୨୦୨୨ ତଥା ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି। ସେପ୍ଟେମ୍ବର ୨୮ ତାରିଖରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ସିରିଜ୍ ଖେଳାଯିବ। ଏହା ପରେ ଅକ୍ଟୋବର ୬ ତାରିଖରୁ […]
ଶିମଲା: ଭାରତର ହିମାଚଳ ପ୍ରଦେଶରେ ରୁଷ-ୟୁକ୍ରେନ ପ୍ରେମୀ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇ ପ୍ରେମର ବାର୍ତ୍ତା ପଠାଇଛନ୍ତି। ଆଜିକାଲି ୟୁକ୍ରେନ-ଋଷ ଯୁଦ୍ଧର ନିଆଁରେ ଜଳୁଛି। ଏହି ସମୟରେ ଜଣେ ୟୁକ୍ରେନ ମହିଳା ଏବଂ ଋଷର ଜଣେ ବ୍ୟକ୍ତି ଧର୍ମଶାଳାରେ ବିବାହ […]
ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ରେ ଆଜି ଭାରତୀୟ ଦଳ ସୁପର-୪ ପର୍ଯ୍ୟାୟରେ ଦ୍ୱିତୀୟ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ପାକିସ୍ତାନ ଠାରୁ ହାରିବା ପରେ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ମ୍ୟାଚ୍ ଜିତିବା ପରେ […]
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ରୁଷ ଦୂତାବାସ ବାହାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ୨ ରୁଷିଆ କୂଟନୀତିଜ୍ଞଙ୍କ ସମେତ ୨୦ ଜଣ ପ୍ରାଣ ହରାଇଛନ୍ତି। ଏହାସହ ଆକ୍ରମଣକାରୀଙ୍କୁ ବନ୍ଧୁକ ସାହାଯ୍ୟରେ ଗୁଳି କରି […]
ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଲିଜ୍ ଟ୍ରସ୍ ଜିତିଛନ୍ତି। ସେ ଏକ ଘନିଷ୍ଠ ପ୍ରତିଯୋଗିତାରେ ଭାରତୀୟ ମୂଳ ସାଂସଦ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ ଟ୍ରସ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଲିଜ୍ ଟ୍ରସ୍ ୮୧,୩୨୬ […]
ଦୁବାଇ: ଦୁବାଇରେ ଖେଳାଯାଇଥିବା ଏସିଆ କପ୍ର ସୁପର-୪ ରେ ପାକିସ୍ତାନ ୫ ୱିକେଟରେ ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ […]
ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ରେ ଦ୍ୱିତୀୟ ଥର ପାଇଁ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ବାସ୍ତବରେ ଉଭୟ ଦଳ ଏସିଆ କପ୍ର ସୁପର-୪ ରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ। ଗୋଟିଏ ପଟେ ପ୍ରଥମ ମ୍ୟାଚରେ ପାକିସ୍ତାନକୁ […]
ଭୁବନେଶ୍ୱର: ଚିକିତ୍ସା ପର୍ଯ୍ୟଟନକୁ ନେଇ ଓଡ଼ିଶାରେ ନୂତନ ଦିଗ ଉନ୍ମୁକ୍ତ କରିବା ଧାରାରେ ସମ୍ ଅଲ୍ଟିମେଟ ମେଡିକେୟାରରେ ପୁଣି ଜଣେ ୬୫ ବର୍ଷ ବୟସ୍କ ଇରାକୀ ନାଗରିକଙ୍କ ସଫଳ ଚିକିତ୍ସା ସମ୍ପନ୍ନ ହୋଇଛି। ସଂପୃକ୍ତ ରୋଗୀ ଜଣକ ସେଂଟ୍ରାଲ୍ ସ୍କଲ ବେସ୍ […]
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ରେ ସୁପର-୪ ରାଉଣ୍ଡ ଆରମ୍ଭ ହୋଇଛି। ହି ରାଉଣ୍ଡର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି। ଆଜି ଏହି ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ମୁକାବିଲା କରିବେ। ସନ୍ଧ୍ୟା […]
ନୂଆଦିଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିମ୍ବାୱେ ଏକ ଐତିହାସିକ ବିଜୟ ପଞ୍ଜିକରଣ କରିଛି। ଜିମ୍ବାୱେ ଟାଉନ୍ସଭିଲର ରିଭରୱେ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ୩ ୱିକେଟରେ ପରାସ୍ତ କରିଛି। ଜିମ୍ବାୱେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ […]
ନୂଆଦିଲ୍ଲୀ: ରବିବାର ଦିନ ଏସିଆ କପ୍ ୨୦୨୨ରେ ଦ୍ୱିତୀୟ ଥର ପାଇଁ ଭାରତ ଏବଂ ପାକିସ୍ତାନ ଦଳ ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର […]
ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ର ଷଷ୍ଠ ମ୍ୟାଚ୍ ରେ ପାକିସ୍ତାନ ହଂକଂକୁ ଦୟନୀୟ ଭାବେ ପରାସ୍ତ କରିଛି। ମ୍ୟାଚକୁ ୧୫୫ ରନରେ ପାକିସ୍ତାନ ଜିତିନେଇଛି। ଏହି ବିଜୟ ପରେ ପାକିସ୍ତାନର ପରବର୍ତ୍ତୀ ମ୍ୟାଚ୍ ଭାରତ ବିପକ୍ଷରେ ହେବ। ସେପ୍ଟେମ୍ବର ୪ ତାରିଖରେ […]
ବାଲି: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡୋନେସିଆ ଗସ୍ତର ଅନ୍ତିମ ଦିନରେ ବାଲି ଠାରେ ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆର ଶୈଶବାବସ୍ଥା ଶିକ୍ଷା ଓ ଯୁବ ମନ୍ତ୍ରୀଙ୍କ ସହ ପୃଥକ ଦ୍ୱିପାକ୍ଷିକ ବୈଠକରେ […]