ନୂଆଦିଲ୍ଲୀ: ପ୍ରାୟ ପାଞ୍ଚ ବର୍ଷର ବ୍ୟବଧାନ ପରେ ଦ୍ୱାଦଶ ଡବ୍ଲୁଟିଓ ମନ୍ତ୍ରୀ ସ୍ତରୀୟ ସମ୍ମିଳନୀ ୧୨ ଜୁନ୍ ୨୦୨୨ ରୁ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ସମ୍ମିଳନୀରେ ଆଲୋଚନା ଏବଂ ବୁଝାମଣାର ମୁଖ୍ୟ ପ୍ରସଙ୍ଗ ହେଉଛି ମହାମାରୀ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ଠାରୁ ୧୦ଟି ଇନ-ଅର୍ବିଟ୍ ସଞ୍ଚାର ଉପଗ୍ରହ ମେସର୍ସ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିଃ (ଏନଏସଆଇଏଲ)କୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏନଏଆଇଏଲ […]
ଭୁବନେଶ୍ୱର: ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଷୟରେ ବାସ୍ତବ ଅନୁଭୁତି ହାସଲ କରିବା ନିମନ୍ତେ ନେପାଳରୁ ଆସିଥିବା ଉଚ୍ଚସ୍ତରୀୟ ଷ୍ଟଡ଼ି ମିଶନ ଟିମ୍ ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାର ସଫଳ କାର୍ଯ୍ୟାନ୍ୱୟନକୁ ଭୁୟସୀ ପ୍ରଶଂସା କରିଛନ୍ତି । ରାଜ୍ୟର ନିଜ ଯୋଜନା […]
ଭୁବନେଶ୍ୱର: 14 ଥର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିବା ଭାରତୀୟ ପୁରୁଷ ବ୍ୟାଡମିନଟନ ଦଳକୁ ଓଡ଼ିଶା ସମ୍ବର୍ଦ୍ଧିତ କରିବ। ଏଥିଲାଗି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲୋକସେବା ଭବନ ଠାରେ ଏକ ଭବ୍ୟ […]
ଭୁବନେଶ୍ବର: ଓଡିଶୀ ନୃତ୍ୟକୁ ୟୁରୋପରେ ପ୍ରଚାର ପ୍ରସାର କରିବା ପାଇଁ ଆରମ୍ଭ ହେଲା ଏକ ଅଭିନବ ପଦକ୍ଷେପ। ଯୁବ ଓଡିଶୀ ନୃତ୍ୟଶିଳ୍ପୀ ତଥା ଜାତିସଂଘର ୱାର୍ଲ୍ଡ ଫୁଡ ପୋଗ୍ରାମ ର ଅଫିସର ବୈଶାଳୀ ମହାନ୍ତି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ଲୋବାଲ […]
ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ତାଙ୍କ ପୁଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ହାମଜା ଶାହାବାଜ ଗିରଫ ହୋଇପାରନ୍ତି। ଅର୍ଥ ହେରଫେର ମାମଲାରେ ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (FAI) ଏଫ୍ଆଇଆର୍ ଦାଖଲ କରିଛି। ବର୍ତ୍ତମାନ ୧୪ ବିଲିୟନ ମନି […]
ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଏବଂ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଭାରତର ଏହି ଯାତ୍ରା ଜୁଲାଇ ୨୨ ତାରିଖରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ହେବ। ଏହି […]
ନୂଆଦିଲ୍ଲୀ: ଭାରତ ଏବଂ ସ୍ବିଡେନ୍ ପକ୍ଷରୁ ଆଜି ମିଳିତ ଭାବେ ଶିଳ୍ପ ପରିବର୍ତ୍ତନ ଆଲୋଚନା ଆୟୋଜିତ ହୋଇଯାଇଛି। ଇଣ୍ଡଷ୍ଟ୍ରୀ ଟ୍ରାଞ୍ଜିସନ ଫର ଲିଡରଶିପ୍ (ଶିଳ୍ପ ପରିବର୍ତ୍ତନ ପାଇଁ ନେତୃତ୍ବ) ବା ଲିଡ୍ ଆଇଟିର ଅଂଶବିଶେଷ ଭାବେ ସେମାନଙ୍କର ଯୌଥ ଉଦ୍ୟୋଗର ଅଂଶବିଶେଷ […]
କାଠମାଣ୍ଡୁ: ନେପାଳର ପାର୍ବତ୍ୟ ମୁସ୍ତାଙ୍ଗ ଜିଲ୍ଲାରେ ରବିବାର ଦିନ ତାରା ଏୟାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନରୁ ୨୧ ଟି ମୃତଦେହ ଉଦ୍ଧାର କରାଯାଇଛି। ବିମାନରେ ଚାରି ଜଣ ଭାରତୀୟଙ୍କ ସମେତ ମୋଟ ୨୨ ଜଣ ଲୋକ ବିମାନରେ ଥିଲେ ଏବଂ […]
ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ବାଂଲାଦେଶ ମଧ୍ୟରେ ତୃତୀୟ ଟ୍ରେନ୍ କିଛି ଦିନ ମଧ୍ୟରେ ଆରମ୍ଭ ହେବ। ଏହି ଟ୍ରେନ୍ ସପ୍ତାହରେ ଦୁଇ ଦିନ ଭାରତରୁ ବାଂଲାଦେଶ ପର୍ଯ୍ୟନ୍ତ ଚାଲିବ। ଏହି ଟ୍ରେନର ନାମ ‘ମିତାଲି ଏକ୍ସପ୍ରେସ’ ରଖାଯାଇଛି। ଦୁଇ ଦେଶ […]
ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ନେପାଳରୁ ବଡ ଖବର ଆସିଛି। ନେପାଳରେ ଏକ ଯାତ୍ରୀବାହୀ ବିମାନ ନିଖୋଜ ହୋଇଯାଇଛି। ବିମାନରେ କ୍ରୁ, ଚାରିଜଣ ଭାରତୀୟ ଏବଂ ତିନି ଜଣ ଜାପାନୀ ନାଗରିକଙ୍କ ସମେତ ମୋଟ ୨୨ ଜଣ ଯାତ୍ରୀ ଅଛନ୍ତି। ଏହି […]
ଭୁବନେଶ୍ୱର: ଆଜି ତ୍ରିନିଦାଦ୍ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଅରୁଣ କୁମାର ସାହୁ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ(ରାଷ୍ଟ୍ର) ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ତାଙ୍କର ଏହି ସାକ୍ଷାତ ସମୟରେ ତ୍ରିନିଦାଦ୍ରେ ରହୁଥିବା […]
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଖେଳାଳି ରୋହନ ବୋପାନ୍ନା ଏବଂ ସାନିଆ ମିର୍ଜା ନିଜ ନିଜ ସହଯୋଗୀମାନଙ୍କ ସହିତ ଆଜି ଫ୍ରେଞ୍ଚ ଓପନରେ ବିଜୟ ହାସଲ କରିଛନ୍ତି। ଏହି ସମୟରେ ରାମକୁମାର ରାମନାଥନଙ୍କୁ ତାଙ୍କ ସାଥୀ ସହିତ ପୁରୁଷ ଡବଲ୍ସ ମ୍ୟାଚରେ ପରାଜୟର […]
ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ ଭରତ ବାୟୋଟେକର କରୋନା ଟିକା, କୋଭାକ୍ସିନକୁ ଜର୍ମାନୀ ଅନୁମୋଦନ କରିଛି। ଏହି ଅନୁମୋଦନକୁ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଇଥିଲା। ଯାହା ପରେ ବର୍ତ୍ତମାନ ସେହି ସମସ୍ତ ଲୋକ ଯେଉଁମାନେ ଜର୍ମାନୀ ଭ୍ରମଣ କରନ୍ତି ସେମାନେ ଏକ […]
ନୂଆଦିଲ୍ଲୀ: ଗୁଳିମାଡରେ ଆମେରିକା ପୁଣି ଥରେ କମ୍ପିତ ହୋଇଛି। ଟେକ୍ସାସର ଏକ ବିଦ୍ୟାଳୟରେ ଗୁଳି ବିନିମୟରେ ୧୮ ଜଣ ଶିଶୁଙ୍କ ସମେତ ମୋଟ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ଟେକ୍ସାସର ଏକ ପ୍ରାଥମିକ ବିଦ୍ୟାଳୟରେ ବନ୍ଧୁକଧାରୀ ଗୁଳି ଚଳାଇଥିଲା। ଯେଉଁଥିରେ […]
ଟୋକିଓ: ଚୀନ୍ ଏବଂ ଋଷର ଯୁଦ୍ଧ ବିମାନ ଆଜି ଜାପାନ ନିକଟରେ ମିଳିତ ବିମାନ ଉଡ଼ାଣ କରିଛି। ଯେତେବେଳେ କ୍ୱାଡ୍ ବ୍ଲକ୍ (ଆମେରିକା, ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନ) ନେତା ଟୋକିଓରେ ଭେଟିଥିଲେ। ଏନେଇ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଦାବି କରିଛନ୍ତି। […]
ନୂଆଦିଲ୍ଲୀ: ଚାଇନାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କଡା ଚେତାବନୀ ଦେଇଛନ୍ତି। ବାଇଡେନ କହିଛନ୍ତି ଯେ, ସି ଜିନପିଙ୍ଗ ତାଇୱାନକୁ ନେଇ ବିପଦ ସହ ଖେଳୁଛନ୍ତି। ଯଦି ଚୀନ୍ ତାଇୱାନ ଉପରେ ଆକ୍ରମଣ କରେ, ତେବେ ଏହାର ସାମରିକ ଜବାବ ଦିଆଯିବ। […]
ନୂଆଦିଲ୍ଲୀ: କରୋନା ଭାଇରସରୁ ଦୁନିଆ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ବାହାରି ନାହିଁ, କିନ୍ତୁ ଆଉ ଏକ ଜୀବାଣୁ ବ୍ୟଥିତ କରିବାକୁ ଲାଗିଲାଣି। ମଙ୍କିପକ୍ସ ବର୍ତ୍ତମାନ ଜୀବାଣୁ ସଂକ୍ରମଣର ଶୃଙ୍ଖଳରେ ଅନ୍ତର୍ଭୁକ୍ତ ହୋଇଛି। ଦୁନିଆର ବିଭିନ୍ନ ଅଞ୍ଚଳରୁ ମଙ୍କିପକ୍ସ ଜୀବାଣୁ ମଧ୍ୟ ଆସୁଛି। […]
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନଙ୍କ ଝିଅ ଆସଲେ କରୋନାଭାଇରସରେ ସଂକ୍ରମିତ ହୋଇଛନ୍ତି। ହ୍ଵାଇଟ ହାଉସ୍ ଏହି ସୂଚନା ଦେଇଛି। ହ୍ଵାଇଟ ହାଉସର ପ୍ରେସ ସଚିବ କରିନ୍ ଜିନ-ପିୟରେ କହିଛନ୍ତି ଯେ, ରାଷ୍ଟ୍ରପତି ଏବଂ […]
ନୂଆଦିଲ୍ଲୀ: କାନସ୍ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ନେତୃତ୍ବରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସଦସ୍ୟ ବିଶିଷ୍ଟ ଭାରତୀୟ ପ୍ରତିନିଧି ଦଳ ରେଡ୍ କାର୍ପେଟ୍ରେ ଚାଲିବା ସହ ଭାରତ ଇତିହାସ ରଚିଛି […]
ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସାର ଓ ରସାୟନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଗରିବ ଓ ଚାଷୀଙ୍କୁ ନିରନ୍ତର ସମର୍ଥନ ଯୋଗାଇ ଦେବା ଲାଗି କାର୍ଯ୍ୟ କରୁଛି। […]