ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ଲୁମ୍ବିନୀସ୍ଥିତ ଆନ୍ତର୍ଜାତିକ ଅଧିବେଶନ କେନ୍ଦ୍ର ଓ ଧ୍ୟାନ ଭବନରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶେର ବାହାଦୁର ଦେଉବା ଓ ତାଙ୍କ ପତ୍ନୀ ଡକ୍ଟର […]
ବେଜିଂ: ଆଜି ସକାଳେ ଚୀନର ଏକ ତିବ୍ଦତ ବିମାନରେ ଅଗ୍ନିକାଣ୍ଡ ଘଟିଛି। ବିମାନ ଅବତରଣ ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବିମାନଟି ନିୟନ୍ତ୍ରଣ ହରାଇ ରନୱେକୁ ଅତିକ୍ରମ କରିଥିଲା। ଚୋଙ୍ଗକିଙ୍ଗ ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨୫ଜଣ ଯାତ୍ରୀ ଆହତ […]
ନୂଆଦିଲ୍ଲୀ: ଚୀନ୍ ଏବଂ ସାଉଦି ଆରବର ଋଣରେ ବୁଡିଥିବା ପାକିସ୍ତାନ ଉପରେ ଆଉ ଏକ ଅସୁବିଧା ପଡିଛି। ଚୀନ୍ର ଶକ୍ତି କମ୍ପାନୀମାନେ ଦରିଦ୍ର ଆଡକୁ ଗତି କରୁଥିବା ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଚେତାବନୀ ଦେଇ ଚାଇନାର ଶକ୍ତି କମ୍ପାନୀଗୁଡିକ କହିଛନ୍ତି ଯେ, […]
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାମ ଧରୁନାହିଁ ଏବଂ ଦିନକୁ ଦିନ ଅବସ୍ଥା ବିଗିଡିବାରେ ଲାଗିଛି। ବର୍ତ୍ତମାନ ପୂର୍ବ ୟୁକ୍ରେନରେ ଋଷ ବୋମା ମାଡ କରିଛି। ଏହି ବିସ୍ଫୋରଣରେ ଏକ ସ୍କୁଲ ମଧ୍ୟ ଧ୍ଵଂସ […]
ଭୁବନେଶ୍ବର: ଆଜି ଅପରାହ୍ନରେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂର ଏଚ କ୍ରିଷ୍ଣାମୂର୍ତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସେ ଓଡିଶା ଗସ୍ତରେ ଆସିଥିବା ବେଳେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ବେଳେ କ୍ରିଷ୍ଣାମୂର୍ତ୍ତି ଓଡିଶା […]
ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଏସୀୟ ଗେମ୍ସ ୨୦୨୨ କୁ ସ୍ଥଗିତ ରଖାଯାଇଛି। ଚାଇନାର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏସିଆ ଅଲିମ୍ପିକ୍ କାଉନସିଲ୍ କହିଛି ଯେ ଚାଇନାର ହାଙ୍ଗଜୋରେ ସେପ୍ଟେମ୍ବର ୧୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଇଣ୍ଡିଆ-ନର୍ଡିକ ଶିଖର ସମ୍ମିଳନୀ ଅବସରରେ କୋପେନହାଗେନ ଠାରେ ଆଇସଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ କାତ୍ରିନ ଜାକୋବ୍ସଦତ୍ତିରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ଏପ୍ରିଲ ୨୦୧୮ରେ ଷ୍ଟକହୋମରେ ହୋଇଥିବା ପ୍ରଥମ ଇଣ୍ଡିଆ- […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ ଭାରତ-ନୋର୍ଡିକ ଶିଖର ସମ୍ମିଳନୀରେ ଡେନମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟେ ଫେଡିରିକ୍ସେନ, ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସୁଶ୍ରୀ କାଟରିନା ଜାକୋବ୍ସଡୋଟିର, ନରୱେର ପ୍ରଧାନମନ୍ତ୍ରୀ ଶ୍ରୀ ଜୋନାସ ଗହର ଷ୍ଟୋର, ସ୍ବିଡେନର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଣ୍ଡେଲିନା ଏଣ୍ଡରସନ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନମାର୍କ ଗସ୍ତ ସମୟରେ ସେ ସେହି ଦେଶର ଏକ ପ୍ରତିନିଧୀ ମଣ୍ଡଳକୁ ସମ୍ବୋଧୀତ କରିଥିଲେ। ତାହା ଓଡିଆ ରୂପାନ୍ତର ହେଲା ମାନ୍ୟବର, ଡେନମାର୍କର ପ୍ରଧାନମନ୍ତ୍ରୀ, ପ୍ରତିନିଧୀ ମଣ୍ଡଳୀର ସଦସ୍ୟ, ଗଣମାଧ୍ୟମର ବନ୍ଧୁଗଣ, ଶୁଭ ସନ୍ଧ୍ୟା ଏବଂ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ତିନି ଇଉରୋପୀୟ ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡେନମାର୍କର ରାଜଧାନୀ କୋପନହେଗାନରେ ପହଞ୍ଚିଛନ୍ତି। ସେଠାରୁ ମୋଦୀ ଏକ ଟୁଇଟ୍ରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫ୍ରେଡ୍ରିକେସନ ସ୍ୱାଗତ ପାଇଁ ମୁଁ ଅତ୍ୟଧିକ କୃତଜ୍ଞ। ଏହି ଗସ୍ତ ଭାରତ-ଡେନମାର୍କ ସମ୍ପର୍କକୁ ଆହୁରି […]
ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ଼େନମାର୍କରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିକ୍ସନ ତାଙ୍କୁ ସ୍ବାଗତ କରିଥିଲେ। ସେଠାରୁ ମୋଦି ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଘରକୁ ଯାଇଥିଲେ। ସେଠାରେ ମେଟ୍ ମୋଦୀଙ୍କୁ ତାଙ୍କ ବାସଭବନ ବୁଲାଇ ଦେଖାଇଥିଲେ। ତାଙ୍କ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଗସ୍ତ କାଳରେ ସେ ଦୁଇ ରାଷ୍ଟ୍ର ମଧ୍ୟରେ ବିଭିନ୍ନ ରାଜିନାମା ଉପରେ ଆଲୋଚନା କରି ସ୍ବାକ୍ଷରିତ ହୋଇଛି। ଏହି ସମୟରେ ଭାରତ ତରଫରୁ ବୈଦେଶିକ ମନ୍ତ୍ରୀ, ଅର୍ଥବିଭାଗ, କୃଷିବିଭାଗ ଅଧିକାରୀମାନେ ଉପସ୍ଥିତ ହେଲେ। ଯେଉଁ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ଲିନର ଥିଏଟର ଏମ୍ ପୋଟସଡାମର୍ ପ୍ଲାଟଜରେ ପ୍ରବାସୀ ଭାରତୀୟକୁ ସମ୍ବୋଧିତ ସହ ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୬୦୦ରୁ ଅଧିକ ଜର୍ମାନୀରେ ଥିବା ଭାରତୀୟ ଛାତ୍ର, ଗବେଷକ ଏବଂ ବୃତ୍ତିଧାନରୀମାନେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜର୍ମାନୀ ସଂଘୀୟ ସାଧାରଣତନ୍ତ୍ରର ଚାନ୍ସେଲର ମିଃ ଓଲାଫ ସ୍କୋଲ୍ଜ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ଏବଂ ଜର୍ମାନୀ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଦ୍ବିପାକ୍ଷିକ ଆନ୍ତଃସରକାରୀ ବିଚାରବିମର୍ଶ (ଆଇଜିସି) ପୂର୍ବରୁ ଦୁଇ ନେତାଙ୍କ […]
ନୂଆଦିଲ୍ଲୀ: ତିନି ୟୁରୋପୀୟ ଦେଶ ଗସ୍ତର ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମେ ଜର୍ମାନୀର ରାଜଧାନୀ ବର୍ଲିନରେ ପହଞ୍ଚିଛନ୍ତି। ମୋଦୀ ତାଙ୍କ ଆଗମନରେ ପ୍ରବାସୀ ଭାରତୀୟ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏକ ସ୍ବାଗତ ଗୀତ ଗାଇଥିବା ଛୋଟ ବାଳିକାକୁ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ବିଦେଶ ଗସ୍ତରେ ଯାଇ ଆଜି ଜର୍ମାନୀରେ ପହଞ୍ଚିଛନ୍ତି। ସେ ଏହି ଗସ୍ତ କାଳରେ ୟୁରୋପୀୟ ଦେଶ- ଜର୍ମାନୀ, ଡେନମାର୍କ ଏବଂ ଫ୍ରାନ୍ସ ଗସ୍ତ କାର୍ଯ୍ୟକ୍ରମ ରହିଛି। ସେ ଦୁଇ ତାରିଖରୁ ଚାରି ତାରିଖ ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ: ସୋସିଆଲ ମିଡିଆ ତାରାକା କିଲି ପଲଙ୍କୁ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଛୁରୀରେ ଆକ୍ରମଣ କରାଯାଇଛି ଏବଂ ତାଙ୍କୁ ବାଡିରେ ମଧ୍ୟ ପିଟାଯାଇଛି। କିଲି ପଲ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଷ୍ଟ୍ରେଚରରେ ଶୋଇଥିବା ଅବସ୍ଥାରେ […]
ନୂଆଦିଲ୍ଲୀ: କରୋନା ପୁଣି ଥରେ ଚୀନର ସମସ୍ୟାକୁ ବଢାଇଦେଇଛି। ଚୀନ୍ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଏହି ସମୟରେ ଚୀନ୍ ଓମିକ୍ରନ୍ ସୁନାମିର ସମ୍ମୁଖୀନ ହୋଇଛି। ଶୁକ୍ରବାର ଦିନ ଦେଶରେ ୨୦ ହଜାରରୁ ଅଧିକ କୋଭିଡ ମାମଲା ରୁଜୁ ହୋଇଛି। […]
ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ତିନି ଦିନିଆ ସରକାରୀ ଗସ୍ତରେ ସାଉଦି ଆରବରେ ପହଞ୍ଚିଛନ୍ତି। କିନ୍ତୁ ସେଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଦିନାର ମସଜିଦ-ଏ-ନବାବୀ ଠାରେ ସେମାନଙ୍କୁ ଚୋର ବୋଲି କହି ସ୍ଲୋଗାନ […]
ନୂଆଦିଲ୍ଲୀ: ଫ୍ରାନ୍ସରେ ରାଷ୍ଟ୍ରପତି ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଦକ୍ଷିଣପନ୍ଥୀ ନେତା ମରିନ୍ ଲେ ପେନଙ୍କୁ ପରାସ୍ତ କରିଛନ୍ତି। ଫ୍ରାନ୍ସର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇମାନୁଏଲ୍ ମାକ୍ରୋନ୍ ରାଷ୍ଟ୍ରପତି ନିର୍ବାଚନରେ ୫୮.୨ ପ୍ରତିଶତ ଭୋଟ୍ ସହ ଦ୍ୱିତୀୟ ଥର ଜିତିଛନ୍ତି। […]
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ତାଲିମ କେନ୍ଦ୍ର ଏବଂ ବିଦ୍ୟାଳୟ ଉପରେ ଆକ୍ରମଣ କରାଯାଇଛି। ଶିଆ ସମ୍ପ୍ରଦାୟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। କାବୁଲର ଦଶ୍ତ-ଇ-ବରଚି ଅଞ୍ଚଳରେ ଏହି […]