ପୁରୀ, ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ହୋଇ ଶରଧାବାଲିରେ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତ କରି ରଖାଯାଇଛି। ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯାଇଥିଲା । ପରେ […]
ନୂଆଦିଲ୍ଲୀ/ଭୁବନେଶ୍ବର, ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବପିଢି ମାନଙ୍କୁ ନିଜ ଗୁରୁଜନ ମାନଙ୍କ ସହ କଥାବର୍ତା କରିବା ଓ ସେମାନଙ୍କୁ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡିବା ପାଇଁ ଆହ୍ୱାନ କରିଛନ୍ତି। ଏହି ମର୍ମରେ ରାଜ୍ୟ ଯୁବମୋର୍ଚ୍ଚାର ସଦସ୍ୟମାନେ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବଲିଉଡର ଲୋକପ୍ରିୟ କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମାଙ୍କୁ ପୋଲିସ ଜେରା କରିଛି। ୟଶ ରାଜ ଫିଲ୍ମସ୍ ସହିତ ଜଡିତ ଶାନୁ ଶର୍ମାଙ୍କୁ ବାନ୍ଦ୍ରା ପୋଲିସ ଷ୍ଟେସନରେ ଜେରା କରାଯାଇଥିବା ଟାଇମ୍ସଫିଣ୍ଡିଆ ଡଟ୍ […]
ଇଜିପ୍ଟ : ଜଣେ ପ୍ରତିଷ୍ଠିତ ବେଲି ଡ୍ୟାନ୍ସରଙ୍କୁ ବେଲି ଡ୍ୟାନ୍ସ କରିବା ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି । ଇଜିପ୍ଟର ଜଣେ ପ୍ରତିଷ୍ଠିତ ବେଲି ଡ୍ୟାନ୍ସର ସାମା ଏଲ୍ ମୈସିଙ୍କୁ ବେଲି ଡ୍ୟାନ୍ କରିବାକୁ ନେଇ ଜରିମାନା ହୋଇଛି । ମୈସୀ […]
ଭୋପାଳ : ମଧ୍ୟପ୍ରଦେଶର ଗୁଣା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଜଣେ 20 ବର୍ଷୀୟା ଯୁବତୀ ଜଣେ ନାବାଳିକା ସହ ଫେରାର ହୋଇ ବିବାହ କରି ଗିରଫ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗୁଣାର ବୁଢେ ବାଲାଜୀ […]
ରାଜସ୍ଥାନ : କରୋନା କଟକଣାକୁ ଖାତିର୍ ନ କରି ବିବାହ ସମାରୋହରେ ଅଧିକ ଲୋକଙ୍କୁ ସାମିଲ୍ କରିବା ଏବେ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି । ରାଜସ୍ଥାନର ଭୀଲଓ୍ବାଡାର ଏକ ବିବାହ ସମାରୋହରେ 250 ଜଣ ଲୋକ ସାମିଲ୍ ହୋଇଥିଲେ । […]
ବେଙ୍ଗାଲୁରୁ : କର୍ଣ୍ଣାଟକରେ କରୋନା ଭାଇରସ ଦ୍ରୁତ ବୃଦ୍ଧି ଦେଖି ରାଜ୍ୟ ସରକାର ଆସନ୍ତା ଜୁଲାଇ 5 ତାରିଖ ଠାରୁ ପ୍ରତି ରବିବାରକୁ ସମ୍ପୂର୍ଣ୍ଣ ଲକ୍ଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା କୁହାଯାଇଛି। ଏହି […]
ନୂଆଦିଲ୍ଲୀ : ଦେଶରେ ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି କରୋନା । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସମକ୍ରମିତ ମୋଟ ରୋଗୀଙ୍କ ସଂଖ୍ୟା 5 ଲକ୍ଷ ପାର କରିସାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ […]
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କଟକ ଜିଲ୍ଲାର କୋଭିଡ୍ ପର୍ଯ୍ୟବେକ୍ଷକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. […]
ନୂଆଦିଲ୍ଲୀ : ଷ୍ଟରଲିଂ ବାୟୋଟିକେ ଲିମିଟେଡର ପାଞ୍ଚହଜାର କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ମାମଲାରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ଘରେ ଇଡି ପହଞ୍ଚିଛି । ଏନେଇ ଯାଞ୍ଚ ମଧ୍ୟ କରିଛି । ପଟେଲଙ୍କୁ ଏହି ମାମଲାରେ ପଚରାଉଚରା […]
କୋଲକାତା: ଦୁନିଆରେ ବହୁ ଆଶ୍ଚର୍ଯ୍ୟ କଥା ଘଟିଥାଏ। ପଶ୍ଚିମବଙ୍ଗରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ୩୦ ବର୍ଷ ପରେ ମହିଳା ନୁହଁନ୍ତି ବରଂ ସେ ଜଣେ ପୁରୁଷ ବୋଲି ଜଣାପଡିଛି। ବିବାହର ୯ ବର୍ଷ ପରେ […]
ନୂଆଦିଲ୍ଲୀ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ 1989ର ଫର୍ମ-1 ଓ ଫର୍ମ-1 ‘ଏ’ରେ ସଂଶୋଧନ କରାଯାଇଛି । ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି […]
ନୂଆଦିଲ୍ଲୀ : କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଡିସ୍ଚାର୍ଜ ହେଲେ ସତ୍ୟେନ୍ଦ୍ର ଜୈନ୍। କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ଡିସ୍ଚାର୍ଜ କରାଯିବ । ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ଲାଜ୍ମା ଥେରାପି ଦିଆଯାଇଥିଲା […]
ନୂଆଦିଲ୍ଲୀ : ଭାରତରେ କରୋନାସ୍ଥିତି ସଂଘାତିକ ହେଉଛି । ଦେଶରେ ପ୍ରତିଦିନ ଦେଶରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ପୁଣି ଦେଶରେ 17 ହଜାରରୁ ଅଧିକ ମାମଲା ଚିହ୍ନଟ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ […]
ହାଇଦ୍ରାବାଦ: ୧୨ ବର୍ଷର ବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ହାଇଦ୍ରାବାଦ ପୋଲିସର ଜଣେ କନଷ୍ଟେବଳଙ୍କୁ ଗୁରୁବାର ଗିରଫ କରାଯାଇଛି। କନଷ୍ଟେବଳ ଭି ଏସ ଉମେଶ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖବର ମୁତାବକ, ଶିଖ ଗ୍ରାମରେ ପୀଡିତାଙ୍କ ଘର ପାଖରେ […]
ଚଣ୍ଡିଗଡ: ଗୋଟିଏ ପରିବାରର ଚାରିଜଣଙ୍କ ସମେତ ପାଞ୍ଚ ଜଣଙ୍କୁ ହତ୍ୟା କରାଯାଇଛି। ପଞ୍ଜାବର ତାରନ ତାରନ ଜିଲ୍ଲାର କାୟରନ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ପରିବାରର ମୁଖ୍ୟ ବ୍ରିଜ ଲାଲ(୬୫)ଙ୍କ ସମେତ ଚାରି ଜଣଙ୍କୁ ହତ୍ୟା କରାଯାଇଥିବା ପଞ୍ଜାବ […]
କେରଳ : କେରଳର ବିବାଦୀୟ ସାମାଜିକ କର୍ମୀ ରେହାନା ଫାତିମା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଟପଲେସ୍ ପେଣ୍ଟିଂ କରି ବିବାଦରେ ଫସିଛନ୍ତି ଫାତିମା ।ନାବାଳକ ପିଲାମାନଙ୍କ ଦ୍ବାରା ନିଜର ଅର୍ଦ୍ଧନଗ୍ନ ଶରୀର ଉପରେ ଚିତ୍ର କରିବାକୁ ନେଇ ତାଙ୍କ ବିରୋଧରେ […]
ନୂଆଦିଲ୍ଲୀ : ସିବିଏସଇର ଦଶମ ଓ ଦ୍ବାଦଶର ବାକି ଥିବା ସମସ୍ତ ପରୀକ୍ଷାକୁ ବାତିଲ୍ କରାଯାଇଛି। ଜୁଲାଇ 1ରୁ 15 ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ୍ କରାଯାଇଛି ବୋଲି ସୂଚନା ମିଳିଛି । ପରୀକ୍ଷା ବାତିଲ୍ ନେଇ […]
ନୂଆଦିଲ୍ଲୀ :ଦିନକୁ ଦିନ ଭାରତରେ କରୋନା ସ୍ଥିତି ସଂଘାତିକ ହେବାରେ ଲାଗିଛି । ପ୍ରତିଦିନ ଦେଶରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 16 ହଜାର922 […]
କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଲକଡାଉନକୁ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଦେଶରେ ଲଗାତର ଭାବରେ କରୋନାର ପ୍ରକୋପ ବୃଦ୍ଧିକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଜୁଲାଇ 31 ପର୍ଯ୍ୟନ୍ତ ରାଜ୍ୟରେ ଟ୍ରେନ୍ କିମ୍ବା ମେଟ୍ରୋ ସେବା […]
Union cabinet approved private sector participation in Space activities