ନୂଆଦିଲ୍ଲୀ: କରୋନା ଭାଇରସ୍ ସହ ଦେଶ ଲଢୁଥିବାବେଳେ ତବଲିଗି ଜମାତ ଧର୍ମ ସମ୍ମଳିନୀରେ ଯୋଗ ଦେଇଥିବା ଲୋକଙ୍କୁ ନେଇ ବଡ ଚିନ୍ତାର ବିଷୟ ପାଲଟିଯାଇଛି । ଲଗାତାର ଭାବରେ ଏହି ଜମାତରେ ଅଂଶଗ୍ରହଣ କରିଥିବା ଲୋକଙ୍କ ନିକଟରୁ କରୋନା ପଜିଟିଭି ଚିହ୍ନଟ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର :ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଆଜି ଗୋଟିଏ ଦିନରେ ଓଡିଶାରୁ ଏକାଥରେ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ ପ୍ରଥମ ଥର […]
ଭୁବନେଶ୍ବର, ଲକଡାଉନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶୁମାନଙ୍କ ପ୍ରତି ଯେପରି କାର୍ଯ୍ୟ କରିଛନ୍ତି ତାହା ଦେଶ ପାଇଁ ଏକ ବଡ ଉଦାହରଣ। ସେ ଓଡିଶାର ବିଭିନ୍ନ ସହରାଞ୍ଚଳର ପଶୁମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ 54 ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। […]
ନୂଆଦିଲ୍ଲୀ : ଦେଶରେ କରୋନାର ବର୍ଦ୍ଧିତ ସଙ୍କଟ କାରଣରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପ ରାଜ୍ୟପାଳଙ୍କ ସହିତ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ସହିତ ଉପ ରାଷ୍ଟ୍ରପତି ଏମ୍ […]
ମୁମ୍ବାଇ : କରୋନା ମୁକାବିଲା ପାଇଁ ମୋବାଇଲ୍ କମ୍ପାନୀ ସିମେନ୍ସ ଇଣ୍ଡିଆ ପକ୍ଷରୁ ୨୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ନୋକିଆର ପ୍ୟାରେଣ୍ଟ କମ୍ପାନୀ ସିମେନ୍ସର ଭାରତୀୟ କାର୍ଯ୍ୟାଳୟ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି […]
ଭୁବନେଶ୍ବର, ଆଜି ରାଜ୍ୟର ଦୁଇଟି ସହରର ତାପମାତ୍ର 41 ଡିଗ୍ରୀରେ ପହଁଚିଛି। ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ତାଳଚେର ଓ ଟିଟିଲାଗଡରେ 41 ଡିଗ୍ରୀ ତାପମାତ୍ରା ରହିଛି। ଟିଟିଲାଗଡର ତାପମାତ୍ରା 41.00 ଡିଗ୍ରୀ ଥିବା ବେଳେ ତାଳଚେରର ତାପମାତ୍ର […]
ନୂଆଦିଲ୍ଲୀ : କରୋନା ଭାଇରସ୍ ସଙ୍କ୍ରମଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂତନ ସୂଚନା ପ୍ରକାଶ କରାଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୩୩୬ଟି ନୂତନ ସଂକ୍ରମଣ ମାମଲା ସମ୍ମୁଖକୁ ଆସିଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୧ରେ […]
ହାଇଦ୍ରାବାଦ : କରୋନା ମୁକାବିଲା ପାଇଁ ବିଭିନ୍ନ ଶିଳ୍ପପତି ଓ କଳାକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ପ୍ରଦାନ କରାଯାଉଥିବା ବେଳେ ମାତ୍ର ୫୦ ହଜାର ଟଙ୍କା ପ୍ରଦାନ କରି ଚର୍ଚ୍ଚାକୁ ଆସିଛନ୍ତି ତେଲେଙ୍ଗାନାର ଜନୈକ କ୍ଷୁଦ୍ର ଚାଷୀ । ଏହି […]
ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠା କରାଯାଇଥିବା ଇମ୍ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଖୁବ ଶିଘ୍ର ପ୍ରସ୍ତୁତ କରିବ କୋଭିଡ-19 ଭାକସିନ୍। ଏନେଇ କଂପାନୀ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ଘୋଷଣା କରାଯାଇଛି। ପ୍ରବାସୀ ଭାରତୀୟ ଡକ୍ଟର ସୁଜୟ ସିଂ ଦ୍ବାରା […]
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା। ଶୁକ୍ରବାର ଜମ୍ମୁ କାଶ୍ମୀର ପୋଲିସ୍ ୪ ଲସ୍କର ଆତଙ୍କୀଙ୍କୁ ଗିରଫ କରିଛି। ଜମ୍ମୁ କାଶ୍ମୀରରୁ କୁପୱାରା ଜିଲ୍ଲାର ହଣ୍ଡୱାରାରୁ ପୋଲିସ୍ ଏହି ୪ ଆତଙ୍କୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସ ଜରିଆରେ କ୍ରୀଡାବିତମାନଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୋଭିଡ-19 ସମଗ୍ର ମାନବ ସମାଜ ନିମନ୍ତେ ଏକ ଘାତକ ରୂପ ଧାରଣ କରିଛି । ସେଥିପାଇଁ କ୍ରୀଡାବିତମାନେ ଲୋକମାନଙ୍କୁ ସଚେତନ କରିବା […]
ନୂଆଦିଲ୍ଲୀ : ଦେଶରେ କରୋନା ସଂକଟ ଲଗାତାର ଭାବରେ ବଢି ଚାଲିଛି । ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରିଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ […]
ରାଜସ୍ଥାନ : ଦେଶରେ କରୋନା ଭାଇରସ୍କୁ ନେଇ ସଂକଟ ବଢିବାରେ ଲାଗିଛି । କରୋନା ସହ ମୁକାବିଲା କରିବା ପାଇଁ ଦେଶରେ 21 ଦିନିଆ ଲକ୍ ଡାଉନର ଘୋଷଣା କରାଯାଇଛି । ସେହିପରି ରାଜ୍ୟସରକାରମାନେ ଏହାକୁ ନେଇ ବେଶ୍ ସତର୍କ ରହିଛନ୍ତି […]
ନୂଆଦିଲ୍ଲୀ : କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବା ପାଇଁ ଆସନ୍ତା ଏପ୍ରିଲ୍ 5 ତାରିଖ ରବିବାର ରାତ୍ରି 9ଟା ସମୟରେ ନ ମିନିଟ୍ ପାଇଁ ଘରର ଆଲୋକ ବନ୍ଦ ରଖ। ବାଲକୋନୀରେ ଦୀପ, ମହମବତୀ, ମୋବାଇଲ୍ ଫ୍ଲାସ୍ ଲାଇଟ୍ କିମ୍ବା ଟର୍ଚ୍ଚ […]
ନୂଆଦିଲ୍ଲୀ : କରୋନା ମହା ସଂକଟ ସମୟରେ ତୃତୀୟ ଥର ପାଇଁ ଦେଶବାସୀଙ୍କ ପାଇଁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଆଜି ଦେଶବାସୀଙ୍କୁ ସମ୍ବୋଧନ […]
ଭୁବନେଶ୍ବର, ବର୍ତ୍ତମାନ ସାରା ବିଶ୍ବରେ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ଘର ମାଲିକମାନେ ବଦାନ୍ୟ ହେବା ଆବଶ୍ୟକ। ଅନ୍ତତଃ ପକ୍ଷେ ତିନି ମାସ ପାଇଁ ଘରଭଡା ନ ମାଗିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। […]
ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ ସରକାରୀ ତଥ୍ୟ ଅନୁସାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୦ ଛୁଇଁଛି। ସେହିପରି ୨୪ ଘଣ୍ଟାରେ ୩୨୮ ଜଣ ସଂକ୍ରମିତ ହେବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୫ରେ ପହଞ୍ଚି ଯାଇଛି। […]
ନୂଆଦିଲ୍ଲୀ : ପିଏମ୍ କେୟାର ଫଣ୍ଡକୁ ୩୩ କୋଟି ଟଙ୍କା ପ୍ରଦାନ କରିଛି ସଶସ୍ତ୍ର ସୀମା ସୁରକ୍ଷା ବଳ (ବିଏସ୍ଏଫ୍) । କରୋନା ଭାଇରସ୍ ମୁକାବିଲା ପାଇଁ ବିଏସ୍ଏଫ୍ ପକ୍ଷରୁ ୩୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ସମସ୍ତ ସଶସ୍ତ୍ର […]
ନୂଆଦିଲ୍ଲୀ, ଆଜି କେନ୍ଦ୍ର ଗୃହ ବିଭାଗ ଏକ ବଡ ପଦକ୍ଷେପ ନେଇଛି। ମୋଟ 960 ଜଣ ବିଦେଶୀ ନାଗରିକଙ୍କୁ କଳାତାଲିକା ଭୁକ୍ତ କରାଯାଇଛି। ବର୍ତ୍ତମାନ ଏହି ବିଦେଶୀ ଭାରତରେ ଅଛନ୍ତି। ଏମାନେ ପର୍ଯ୍ୟଟକ ଭିସାରେ ଆସି ଦିଲ୍ଲୀ ନିଜାମୁଦ୍ଦିନ ମରକଜରେ ଯୋଗଦେଇଥିଲେ। […]
ବେଙ୍ଗାଲୁରୁ : କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଛି ଭାରତୀୟ ରେଳବାଇ । ପୂର୍ବରୁ ରେଳବାଙଇ ପକ୍ଷରୁ ୨୦ ହଜାର ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବା ପାଇଁ ଘୋଷଣା କରାଯାଇଥିବା ବେଳେ ଗୁରୁବାର ଦକ୍ଷିଣ ପଶ୍ଚିମ ରେଳବାଇ ପକ୍ଷରୁ […]
ଭୁବନେଶ୍ବର, ସାରା ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟର 4ଟି ସହରର ତାପମାତ୍ରା 40 ଡିଗ୍ରୀ ଟପିଥିବା ବେଳେ 5ଟି ସହରର ତାପମାତ୍ର 39 ଡିଗ୍ରୀ ରହିଛି। ଆଜି ଯେଉଁ 3ଟି ସହରରେ ସର୍ବାଧିକ 40 ଡିଗ୍ରୀ […]