ଭୁବନେଶ୍ୱର: ଏକ ନୂତନ ସହଯୋଗ କ୍ରମରେ ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ଏବଂ ଏମଓଏସଆର୍ଟ୍ ଲ୍ୟାବ୍ସ ମିଳିତ ଭାବେ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଏବଂ ଚିପ୍ ଡିଜାଇନ୍ କ୍ଷେତ୍ରରେ ଏକ ଅଭିନବ ପ୍ରଫେସନାଲ ଡିପ୍ଲୋମା ପ୍ରୋଗ୍ରାମ ଆରମ୍ଭ କରିଛନ୍ତି। ସେମିକଣ୍ଡକ୍ଟର ଟେକ୍ନୋଲୋଜି, […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାଶ ଯୋଶୀଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀ ପୁଣି ଥରେ ଘରକୁ ଫେରିଛନ୍ତି। ଦୀପକ ଯୋଶୀ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଆଗରେ ଦୀପକ […]
ନୂଆଦିଲ୍ଲୀ: ଭାରତୀୟ ଦଳକୁ ନଭେମ୍ବର ୨୨ ତାରିଖରୁ ଅଷ୍ଟ୍ରେଲିଆ ମାଟିରେ ବର୍ଡର-ଗାଭାସ୍କର ଟ୍ରଫି ଖେଳିବାକୁ ପଡିବ। ଏହି ଟ୍ରଫି ଆରମ୍ଭ ପୂର୍ବରୁ ମଧ୍ୟ ସିରିଜର ଅଂଶବିଶେଷ ଥିବା ଟିମ୍ ଇଣ୍ଡିଆର ଅନେକ ତାରକା ଖେଳାଳି ଫ୍ଲପ୍ ହୋଇଥିବା ଜଣାପଡିଛି। ଏହି ଫ୍ଲପ୍ […]
ନୂଆଦିଲ୍ଲୀ: ସଲମାନ ଖାନଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗରୁ ଅନେକ ଥର ମୃତ୍ୟୁ ଧମକ ଦିଆଯାଇଛି। ଏବେ ଖବର ଆସୁଛି ଯେ, ବଲିଉଡର କିଙ୍ଗ ଶାହାରୁଖ ଖାନଙ୍କୁ ମଧ୍ୟ ମୃତ୍ୟୁ ଧମକ ଦିଆଯାଇଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଛି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି ଲୋକସେବା ଭବନରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି।ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ […]
ଭୁବନେଶ୍ଵର: ଶ୍ରେୟସ୍ ଆୟର ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ବାଦ ପଡିଛନ୍ତି। କିନ୍ତୁ ତାଙ୍କ ବ୍ୟାଟ୍ ଏବେ ବି ଚୁପ ନାହିଁ। ରଣଜୀ ଟ୍ରଫି ଏଲିଟ୍ ର ଏକ ମ୍ୟାଚରେ ଆୟର୍ ଏକ ଦ୍ୱିଶତକ ହାସଲ କରିଛନ୍ତି। ଶ୍ରେୟସ୍ ଆୟର […]
ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀର ବିଧାନସଭାରେ ବଡ ଧରଣର ହଙ୍ଗାମା ସୃଷ୍ଟି ହୋଇଛି। ଧାରା ୩୭୦ ଉପରେ ମଧ୍ୟ ଝଗଡା ହୋଇଛି। ଏହି ସମୟ ମଧ୍ୟରେ ପୋଷ୍ଟର ମଧ୍ୟ ଚିରି ଦିଆଯାଇଛି। ଉତ୍ତେଜନା କାରଣରୁ ଗୃହ କାର୍ଯ୍ୟ ୨୦ ମିନିଟ୍ ପାଇଁ […]
ନୂଆଦିଲ୍ଲୀ: କର୍ଣ୍ଣାଟକର ହାଭେରୀ ଜିଲ୍ଲାରୁ ସଲମାନ ଖାନଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ବିକାରାମ ଜଲାରାମ ବିଷ୍ନୋଇ। ଏହି ବ୍ୟକ୍ତି ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ଗିରଫଦାରୀ ଦ୍ଵାରା ପୋଲିସକୁ […]
ମୁମ୍ବାଇ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ଏବଂ ଏନସିପି (ଏସ୍) ମୁଖ୍ୟ ଶରଦ ପାୱାର ବୁଧବାର ଦିନ କାର୍ଯ୍ୟକ୍ରମରେ ବିରୋଧୀ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇ ତାଙ୍କର ଚମତ୍କାର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବିଭିନ୍ନ କ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ସେ ପୁଣି ଥରେ […]
ଭୁବନେଶ୍ବର: ଫିଟ୍ ରହିବା ପାଇଁ କିଏ ନ ଚାହାନ୍ତି। ସମେସ୍ତ ପତଳା ଓ ସୁଢଳ ରହିବାକୁ ଚାହାନ୍ତି। ମୋଟାପାକୁ ନେଇ ଏବେ ଯୁବପିଢି ବ୍ୟସ୍ତ ଓ ବିବ୍ରତ। ଆଜିକାଲିର ଖାଇବା ପିଇବା ଓ ଜୀବନଶୈଳୀ ଯୋଗୁଁ ଓଜନ ବୃଦ୍ଧି ହୋଇଛି। ଥରେ […]
ମେଷ: – ଆଜି ଯୁଦ୍ଧଠାରୁ ଦୂରରେ ରହିବା ଉଚିତ୍ । ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ। ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ । ତୃତୀୟ ବ୍ୟକ୍ତିଙ୍କ ଆଗମନ ପୂର୍ବରୁ ପ୍ରେମ ସମ୍ପର୍କ ନଷ୍ଟ ହୋଇଯିବ । ସ୍ୱାସ୍ଥ୍ୟର […]
ପୁରୀ: ଆମର ହିନ୍ଦୁ ଧର୍ମରେ ପ୍ରଭୁଙ୍କୁ ପରିକ୍ରମା ରହିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଠାକରୁଙ୍କ ଚାରିପାଖରେ ପରିକ୍ରମା କଲେ ସବୁ ପାପର ବିନାସ ହୋଇଥାଏ। ତେବେ ଏହି ପରିକ୍ରମା ଠାକୁର ଦର୍ଶନର ଏକ ଅପରିହାର୍ଯ୍ୟ ପରମ୍ପରା ଏବଂ ଆଜି ମଧ୍ୟ […]
ନୂଆଦିଲ୍ଲୀ: ପ୍ରାୟ ଦୁଇ ଦଶନ୍ଧି ବ୍ୟବଧାନ ପରେ ଆଫ୍ରୋ-ଏସିଆ କପ୍ ପୁନଃ ଆରମ୍ଭ କରିବାକୁ ଯୋଜନା ଅଛି, ଯେଉଁଥିରେ ଏସିଆ ଏକାଦଶ ଏବଂ ଆଫ୍ରିକା ଏକାଦଶ ମଧ୍ୟରେ ଧଳା-ବଲ୍ ମ୍ୟାଚ୍ ପ୍ରଦର୍ଶନ ହେବ। ଆଫ୍ରିକୀୟ କ୍ରିକେଟ୍ ଆସୋସିଏସନ୍ (ଏସିଏ) ଏହାର ବାର୍ଷିକ […]
ନୂଆଦିଲ୍ଲୀ: ୫୫ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଚଳିତ ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଏକ ଭବ୍ୟ ସାଂସ୍କୃତିକ ପରିବେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏଥିସହିତ ଫିଲ୍ମ ବଜାରର ଅଷ୍ଟାଦଶ ସଂସ୍କରଣ ମଧ୍ୟ ଚଳିତ ମାସ […]
ନୂଆଦିଲ୍ଲୀ: ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ବା ଚେହେରା ପ୍ରମାଣିକରଣ ପ୍ରଯୁକ୍ତି ମାଧ୍ୟମରେ ପେନସନଭୋଗୀଙ୍କ ନିମନ୍ତେ ଜୀବନ ପ୍ରମାଣପତ୍ର ଦାଖଲକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଚଳିତ ମାସ […]
ନୂଆଦିଲ୍ଲୀ: ନିକଟରେ ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ୩ ଟେଷ୍ଟ ମ୍ୟାଚ୍ ସିରିଜରେ ଭାରତୀୟ ଦଳକୁ ନ୍ୟୁଜିଲ୍ୟାଣ୍ଡ ପୋଛି ଦେଇଛି। ଏହା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବାକୁ ଭାରତୀୟ ଦଳ ଉପରେ ତଲୱାର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ରେ କାର୍ଯ୍ୟଶୀଳ ପୁଞ୍ଜି ନିମନ୍ତେ ୧୦,୭୦୦ କୋଟି ଟଙ୍କାର ଇକ୍ୱିଟି ନିବେଶକୁ ଅନୁମୋଦନ କରିଛି। କୃଷି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ନାମକ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ ଅନୁମୋଦନ କରାଯାଇଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଯାହାଫଳରେ […]
ନୂଆଦିଲ୍ଲୀ: ଭୋଡାଫୋନ୍- ଆଇଡିଆ ଏହାର ରିଚାର୍ଜ ଯୋଜନାର ମୂଲ୍ୟ ପୁଣି ଥରେ ହ୍ରାସ କରିଛି। ବାସ୍ତବରେ ଭୋଡାଫୋନ୍-ଆଇଡିଆ ଯଥା ଭିଆଇ କମ୍ପାନୀ ଏହାର ଉପଭୋକ୍ତାଙ୍କୁ ୭୧୯ ଟଙ୍କା ମୂଲ୍ୟର ପ୍ରିପେଡ୍ ରିଚାର୍ଜ ଯୋଜନା ପ୍ରଦାନ କରୁଛି। ଜୁଲାଇରେ ମୂଲ୍ୟ ବୃଦ୍ଧି ପରେ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ସମ୍ବିଧାନ ଖଣ୍ଡପୀଠ ୨୦୧୭ ନିଷ୍ପତ୍ତିକୁ ସମର୍ଥନ କରିଛି, ଯାହା ହାଲୁକା ମୋଟର ଯାନ (LMV) ଲାଇସେନ୍ସଧାରୀଙ୍କୁ ୭୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ପରିବହନ ଯାନ ଚଳାଇବାକୁ ଅନୁମତି ଦେଇଛି। ଅଗଷ୍ଟ ୨୧ ତାରିଖରେ ଶୁଣାଣି ଶେଷ କରିବାବେଳେ ସିଜେଆଇ […]