ନୂଆଦିଲ୍ଲୀ: ଟ୍ରେନ୍ ଦୁର୍ଘଟଣା ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଆସାମର ଦିବାଲେଙ୍ଗ ଷ୍ଟେସନରେ ଅଗରତାଲା-ଲୋକମାନ୍ୟ ତିଲକ ଟର୍ମିନସ୍ ରେଳ ଟ୍ରାକରୁ ଖସିଯାଇଛି। ଭାରତୀୟ ରେଳର ସୂଚନା ଅନୁଯାୟୀ ଟ୍ରେନର ୮ ଟି କୋଚ୍ ଖସିପଡିଛି। ତେବେ ଏହି ଘଟଣାରେ କୌଣସି […]
ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ କୃଷକ, କୃଷକ ସଂଗଠନ ଏବଂ ବିଭିନ୍ନ ରାଜ୍ୟର କୃଷକ, ସଦସ୍ୟ ଏବଂ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି ଯେ କୃଷକମାନଙ୍କ […]
ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀରେ ନ୍ୟାସନାଲ୍ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍ ୨୦୨୪ ର ଡ୍ରାଫ୍ଟ ଉପରେ ଆଲୋଚନା କରିବା ପାଇଁ ଭାରତୀୟ ଅଲିମ୍ପିକ୍ ସଂଘ […]
ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଯୁବ ଏବଂ ସକ୍ରିୟ ଜନସଂଖ୍ୟା ଦ୍ୱାରା ପରିଚାଳିତ ଭାରତ ଏକ ଯୁଗାନ୍ତକାରୀ ଯାତ୍ରାର ଦ୍ୱାରଦେଶରେ ଅଛି। ବିଶ୍ୱ ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବିକଶିତ ହେଉଥିବାରୁ ଦକ୍ଷ କର୍ମଚାରୀଙ୍କ ଚାହିଦା ଖୁବ୍ ଦ୍ରୁତ ବେଗରେ ବୃଦ୍ଧି ପାଉଛି। ଏହାକୁ […]
ଭୁବନେଶ୍ବର: ବେଦାନ୍ତ କଂପାନୀର ପାଉଁଶକୁ ନେଇ ଉତକ୍ଷିପ୍ତ ହେଲେ ବିଜେପି ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ। କଂପାନୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ବରଗଡରଏହି ଲୋକସଭା ସାଂସଦ। ବେଦାନ୍ତ ଝାରସୁଗୁଡା ପାୱାର ପ୍ଲାଣ୍ଟରୁ ଯେଉଁ ପାଉଁଶ ଉତ୍ପନ ହେଉଛି ତାହା […]
ନୂଆଦିଲ୍ଲୀ: ନିକଟରେ ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାମ୍ମାନ ଖାନ, ନୁହା ଜିଲ୍ଲାରେ ଥିବା ଝିର୍କା ବିଧାନସଭା ଆସନରୁ ୯୮,୪୪୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ଖାନ ମୋଟ ୧,୩୦,୪୯୭ ଭୋଟ୍ ପାଇଛନ୍ତି। […]
ନୂଆଦିଲ୍ଲୀ: ୨୦୨୫ ଆଇପିଏଲ୍ ର ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ଅନୁଷ୍ଠିତ ହୋଇପାରେ। ଖବର ଅନୁଯାୟୀ ଏହାର ସ୍ଥାନ ମଧ୍ୟ ସ୍ଥିର ହୋଇଛି। ଏଥର ସାଉଦି ଆରବର ରାଜଧାନୀ ରିୟାଦରେ ଆଇପିଏଲ ମେଗା ନିଲାମର ଆୟୋଜନ କରାଯାଇପାରେ। ତେବେ […]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଶିକ୍ଷା କ୍ଷେତ୍ରରେ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଉଛି। ବର୍ତ୍ତମାନ ମଦରସାରେ ମଧ୍ୟ ସଂସ୍କୃତ ଶିକ୍ଷା ଦିଆଯିବ। ଏହି ଦିଗରେ ପଦକ୍ଷେପ ନେଇ ଉତ୍ତରପ୍ରଦେଶ ମଦରସା ବୋର୍ଡ ନିଷ୍ପତ୍ତି ନେଇଛି ଯେ, ସଂସ୍କୃତ ଶିକ୍ଷାକୁ ରାଜ୍ୟ ମଦରସାଗୁଡ଼ିକରେ ଏକ […]
ନୂଆଦିଲ୍ଲୀ: ଭାରତୀୟ ରେଳ ଟିକେଟ୍ ବୁକିଂର ନିୟମ ପରିବର୍ତ୍ତନ କରିଛି। ବର୍ତ୍ତମାନ 120 ଦିନ ପରିବର୍ତ୍ତେ, ଆପଣ 60 ଦିନ ପୂର୍ବରୁ ଟିକେଟ୍ ବୁକ୍ କରିପାରିବେ। ଆଜି ରେଳ ମନ୍ତ୍ରଣାଳୟ ଦ୍ଵାରା ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଅଗ୍ରୀମ ସଂରକ୍ଷଣର ସମୟସୀମା […]
ନୂଆଦିଲ୍ଲୀ: ବିଜେପି ନେତା ନାୟବ ସିଂ ସୈନି ହରିୟଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଲଗାତାର ଦ୍ୱିତୀୟ ଥର ପାଇଁ ନାୟବ ସିଂଙ୍କୁ ହରିୟାଣାର ମୁଖ୍ୟମନ୍ତ୍ରୀ କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ଏବଂ ଏନଡିଏର […]
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହିତ ମେଣ୍ଟରେ ବିବାଦ ଆରମ୍ଭ ହୋଇଛି। ଗୋଟିଏ ପଟେ ମହାବିକାଶ ଅଘାଡି (MVA) ରେ ଆସନ ବଣ୍ଟନ ସମ୍ପର୍କରେ ଆଲୋଚନା ଚାଲିଥିବାବେଳେ ଅନ୍ୟପଟେ ମହାୟୁତୀର ଅନେକ ପର୍ଯ୍ୟାୟ ବୈଠକ ମଧ୍ୟ ଚାଲିଛି। ଏହି […]
ନୂଆଦିଲ୍ଲୀ: ଭାରତୀୟ ଆଇନ ଅନ୍ଧ ନୁହେଁ। ନ୍ୟାୟ ଦେବୀ ସମସ୍ତଙ୍କ ବିଚାର ଠିକ ଭାବେ କରନ୍ତି। ଏହି ବାର୍ତ୍ତା ଏଣିକି ଲୋକଙ୍କ ପାଖରେ ପହଞ୍ଚିବ। ଭାରତୀୟ ଆଇନ ଅନ୍ଧ ବୋଲି ଯେଉଁ ଧାରଣା ଥିଲା, ତାହା ବଦଳିବ। କାରଣ କୋର୍ଟରେ ରହୁଥିବା […]
ନୂଆଦିଲ୍ଲୀ: ଆଜି ନାଗରିକତ୍ୱ ଅଧିନିୟମର ଧାରା 6A ଉପରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ଆସାମ ଚୁକ୍ତିନାମାକୁ ଆଗକୁ ବଢାଇବା ପାଇଁ 1985 ରେ ସଂଶୋଧନ ମାଧ୍ୟମରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ନାଗରିକତ୍ୱ ଆଇନର […]
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚର୍ଚ୍ଚିତ ଆଇଆରଏସ ଅଧିକାରୀ ସମୀର ୱାନଖେଡେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। ସୂଚନାନୁସାରେ, ସମୀର ଶିବସେନା ଏକନାଥ ସିନ୍ଦେ ଦଳରେ ଯୋଗଦେବେ। ସମୀର ୱାନଖେଡେ ମୁମ୍ବାଇର ଧରାବୀ ବିଧାନସଭା ଆସନରୁ ନିର୍ବାଚନ ଲଢିପାରନ୍ତି। ବାସ୍ତବରେ, ରାଜନୀତିରେ ପ୍ରବେଶ କରିବା […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ଜଷ୍ଟିସ ସଞ୍ଜୀବ ଖାନ୍ନା ନୂତନ ପ୍ରଧାନ ବିଚାରପତି (ସିଜେଆଇ) ହେବେ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ କେନ୍ଦ୍ର ସରକାରଙ୍କୁ ସୁପାରିଶ ପଠାଇଛନ୍ତି। ପ୍ରଧାନ ବିଚାରପତି ଚନ୍ଦ୍ରଚୁଡ ନଭେମ୍ବର ୧୦ ତାରିଖ ୨୦୨୪ ରେ ଅବସର ନେଉଛନ୍ତି। […]
ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆସନ୍ତା ବର୍ଷ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଆୟୋଜିତ ହେବ। ଅନେକ ମାସ ଧରି ଆଇସିସି ମଧ୍ୟ ଅପେକ୍ଷା କରିଛି, ପାକିସ୍ତାନ ଯିବା ପାଇଁ ଟିମ୍ ଇଣ୍ଡିଆ କେବେ ଅପଡେଟ ଦେଉଛି। ଭାରତରୁ ସ୍ପଷ୍ଟ ଆଭିମୁଖ୍ୟ […]
ଭୁବନେଶ୍ଵର: କାର୍ତ୍ତିକ ମାସରେ ଭଗବାନ ଶିବ, ବିଷ୍ଣୁ, କାର୍ତ୍ତିକ ଓ ତୁଲସୀଙ୍କ ବିଶେଷ ପୂଜାଅର୍ଚ୍ଚନା କରାଯାଇଥାଏ। ଧର୍ମ ମାସ ଭାବରେ ଏହି ମାସଟି ପରିଚିତ। ଏହି ମାସରେ ଲୋକମାନେ ସ୍ନାନ, ଦାନ ତଥା ଧର୍ମକୁ ବିଶେଷ ପ୍ରାଧାନ୍ୟ ଦେଇଥା’ନ୍ତି। ଏହି ମାସରେ ସ୍ନାନ, […]
ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ହତ୍ୟାକୁ ନେଇ ଭାରତ ସହିତ ଶତ୍ରୁତା କରିଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଡକୁ ନରମ ହେବା ଆରମ୍ଭ କରିଛି। ତାଜା ଘଟଣାକ୍ରମରେ ଟ୍ରୁଡୋ ସ୍ୱୀକାର କରିଛନ୍ତି […]
ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ପୂର୍ବାହ୍ନ ୧୦ଟାରେ ଆନ୍ତର୍ଜାତିକ ଅଭିଧାମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସେ ଉଦବୋଧନ ଦେବେ। […]
ମେଷ : ଆୟର ନୂତନ ଉତ୍ସ ମିଳିପାରିବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଚାରିଆଡେ ସଫଳତା ମିଳିବ। ଘର ବାହାରେ ସୁଖ ମିଳିବ। ଉତ୍ସାହ ଜାରି ରହିବ। ଚିନ୍ତା ଏବଂ ଚାପ କମିଯିବ। ଜମି, ବିଲଡିଂ, ଘର ଏବଂ ଦୋକାନ ଇତ୍ୟାଦି କ୍ରୟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ରେଳ ମନ୍ତ୍ରଣାଳୟର ମୋଟ ଆନୁମାନିକ ୨୬୪୨ କୋଟି ଟଙ୍କା ମୂଲ୍ୟର ଏକ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରସ୍ତାବିତ ମଲ୍ଟି-ଟ୍ରାକିଂ ପ୍ରକଳ୍ପ ପରିଚାଳନାକୁ ସହଜ କରିବ ଏବଂ ଭିଡ଼ […]