ନୂଆଦିଲ୍ଲୀ: ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର। ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଆଧାର କାର୍ଡ ମଧ୍ୟ ତିଆରି କରାଯାଇଥାଏ, ଯାହାକୁ ଶିଶୁ ଆଧାର କାର୍ଡ କୁହାଯାଏ। ତଥାପି, ଏଥିପାଇଁ ଆବେଦନ ପାଇଁ […]
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଉରୀ ସେକ୍ଟରରୁ ଗିରଫ ହୋଇଥିବା ଆତଙ୍କବାଦୀ ବାବର କ୍ୟାମେରା ଆଗରେ ପାକିସ୍ତାନର ମୁଖା ଖୋଲି ଦେଇଛନ୍ତି। ତାଙ୍କ ସ୍ୱୀକାରୋକ୍ତିରେ ବାବର କହିଛନ୍ତି ଯେ, ତାଙ୍କୁ ଉରୀ ଭଳି ଆକ୍ରମଣ ପାଇଁ ପଠାଯାଇଥିଲା ଏବଂ ପାକିସ୍ତାନୀ ସେନା ଦ୍ୱାରା […]
ନୂଆଦିଲ୍ଲୀ: ସୋରିଷ ତେଲ ହେଉଛି ଭାରତରେ ବହୁ ବର୍ଷ ଧରି ବ୍ୟବହୃତ ହେଉଥିବା ଖାଇବା ତେଲ। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। କିନ୍ତୁ ଆଜିକାଲି ବଜାରରେ ସବୁକିଛି ଅପମିଶ୍ରଣ ହୋଇଯାଉଛି, ଯେଉଁ କାରଣରୁ ଅସଲି ଏବଂ […]
ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ କ୍ରୀଡ଼ା ପ୍ରତିଯୋଗିତା କ’ଣ ଏହାର ସର୍ବଶେଷ ଉଦାହରଣ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମ୍ୟାଚ୍ ସମୟରେ ଦେଖିବାକୁ ମିଳିଥିଲା। ପଞ୍ଜାବ ଅଧିନାୟକ କେ.ଏଲ ରାହୁଲଙ୍କ ନିଶ୍ଚିତ ଆଉଟକୁ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଭାବନାର ପ୍ରମାଣ ଦେଖାଇ […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୮୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୮ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୭ ଲକ୍ଷ ୧୬ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ଗୁଣବତ୍ତା ସମ୍ପନ୍ନ ୩୫ଟି ବିଭିନ୍ନ ପ୍ରଜାତିର ଶସ୍ୟକୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ସମାରୋହରେ ଶ୍ରୀ ମୋଦୀ ନବନିର୍ମିତ ରାୟପୁର ସ୍ଥିତ ଜାତୀୟ ବାୟୋଟିକ […]
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ପରିବାର ପେନସନ ସୁବିଧା ପାଉଥିବା ମୃତ ସାମରିକ ର୍କମଚାରୀଙ୍କୁ ଭିନ୍ନକ୍ଷମ ପିଲା ବା ଭାଇଭଉଣୀଙ୍କ ମାସିକ ସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶାରୀରିକ ଓ ମାନସିକ ନ୍ୟୁନ ଏଭଳି ପିଲାଙ୍କ ମାସିକ ଆୟ ସୀମା […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନିଡିଏମଏ)ର ୧୭ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଛନ୍ତି। ଚଳିତ ବର୍ଷ ପ୍ରତିଷ୍ଠା ଦିବସର […]
ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ଆଜି ଲଦାଖ କେନ୍ଦ୍ରଶାସିତ ଅର୍ନ୍ତଗତ ଲେହର ସିନ୍ଧୁ ସଂସ୍କୃତି କେନ୍ଦ୍ର ଠାରେ ଅନୁଷ୍ଠିତ ପାଞ୍ଚ ଦିନିଆ ‘ପ୍ରଥମ ହିମାଳୟାନ ଚଳଚ୍ଚିତ୍ର ମହୋତ୍ସବ’ ର ଉଦଯାପନୀ ସମାରୋହରେ […]
ନୂଆଦିଲ୍ଲୀ: ଦେଶର ବରିଷ୍ଠ ନାଗରିକମାନେ ଦୈନନ୍ଦିନ ଜୀବନରେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଭାରତ ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବୟସ୍କମାନଙ୍କ ସହାୟତା ପାଇଁ ଦେଶର ପ୍ରଥମ ସର୍ବଭାରତୀୟ ହେଲ୍ପ ଲାଇନ ନମ୍ବର: ଏଲ୍ଡର ଲାଇନ […]
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ‘ଦେଶଭକ୍ତି ପାଠ୍ୟକ୍ରମ’ ଆରମ୍ଭ କରିଛନ୍ତି। ଏହା ଅଧୀନରେ ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକର ପିଲାମାନଙ୍କୁ ଦେଶଭକ୍ତି ଏବଂ ଦେଶପ୍ରେମର ଶିକ୍ଷା ଦିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୭୪ ବର୍ଷ ମଧ୍ୟରେ […]
ପାଟନା: ବିହାରର ବର୍ତ୍ତମାନର ସରକାର ବେଶୀ ଦିନ ଚାଲିବ ନାହିଁ ବୋଲି ଲୋକ ଜନଶକ୍ତି ପାର୍ଟି (ଏଲଜେପି) ଦାବି କରିଛି। ବିହାରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଦଳ କେବଳ ଦୁଇଟି ଉପ-ନିର୍ବାଚନ ନୁହେଁ, ବିଧାନସଭା ନିର୍ବାଚନ ପାଇଁ […]
ମୁମ୍ବଇ: ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁଏସ ଏଜେନ୍ସି ଫର ଇଂଟରନ୍ୟାସନାଲ ଡେଭଲପମେଂଟ (ୟୁଏସଏଡ୍) ପକ୍ଷରୁ ଆରମ୍ଭ କରାଯାଇଥିବା ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆ ଜରିଆରେ ସମଗ୍ର ଦେଶରେ ଦଶଟି ସଂଗଠନ ଅନୁଗ୍ରହୀତ ଭାବରେ ମନୋନୀତ ହୋଇଛନ୍ତି। ଏହି ପ୍ରୟାସ ଜରିଆରେ ଲିଙ୍ଗଗତ […]
ନୂଆଦିଲ୍ଲୀ: ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ରଜିଆ ସୁଲତାନା ଇସ୍ତଫା ଦେଇଛନ୍ତି। ରଜିଆ ସୁଲତାନା ଜଳ ଯୋଗାଣ, ପରିମଳ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପାଇଥିଲେ। କିଛି ଭୁଲ ଘଟିବ ବୋଲି ସମସ୍ତେ ଜାଣିଥିଲେ ବୋଲି ସେ କହିଛନ୍ତି। ନବଜୋତ […]
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ଆମ୍ ଆଦମୀ ପାର୍ଟି ଟାର୍ଗେଟ କରିଦେଇଛି। ପଞ୍ଜାବ କଂଗ୍ରେସରେ ସମ୍ପୂର୍ଣ୍ଣ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆପ ନେତା ରାଘବ ଚଢା ଟ୍ୱିଟ କରିଛନ୍ତି। ପଞ୍ଜାବର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୫ ଟି ନୂତନ କିସମର ଫସଲ ଚାଷୀଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଚାଷୀଙ୍କ ଫସଲ ସେତେବେଳ ବଢିଥାଏ, ଯେତେବେଳେ ସେମାନଙ୍କୁ ସୁରକ୍ଷା ଓ ସଂରକ୍ଷଣ ଇଲିଥାଏ। ସୁରକ୍ଷା ଏବଂ […]
ନୂଆଦିଲ୍ଲୀ: ପଞ୍ଜାବର ରାଜନୀତି ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି। କ୍ୟାପଟେନ ଅମରିନ୍ଦର ସିଂ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିବାର ସମ୍ଭାବନା ରହିଛି। ଅମରିନ୍ଦର ସିଂ ଅପରାହ୍ନ ୪ ଟା ୩୦ ରେ ଦିଲ୍ଲୀରେ ପହଞ୍ଚିବେ। ଅମିତ […]
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିସ୍ତାର କରିବାକୁ ପାକିସ୍ତାନର ଷଡଯନ୍ତ୍ରକୁ ନେଇ ଏକ ବଡ଼ ଖୁଲାସା ହୋଇଛି। କାଶ୍ମୀରର ଉରିରେ ପାକିସ୍ତାନ ବିରୋଧରେ ଆତଙ୍କବାଦର ଜୀବନ୍ତ ପ୍ରମାଣ ମିଳିଛି। ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ […]
ନୂଆଦିଲ୍ଲୀ: ଦେଶରେ ତିନିଟି ଲୋକସଭା ଏବଂ ୩୦ ଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୩୦ ତାରିଖରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ନିର୍ବାଚନ ଆୟୋଗ ଆଜି ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଦାଦରା ନାଗର ହାଭେଲି, ଦାମନ ଏବଂ […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୭୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୬ ଲକ୍ଷ ୯୭ […]
ଭୁବନେଶ୍ୱର: ୧ଲକ୍ଷ ୯୭ ହଜାର କୋଟିର ହେରୋଇନ ଭାରତ ଭିତରକୁ କିପରି ଆସିଲା ଏବଂ କାହା ମାଧ୍ୟମରେ ଆସିଲା, ଏବଂ କାହିଁକି କେନ୍ଦ୍ରର ମୋଦି ସରକାର ଚୁପ । ସେପ୍ଟେମ୍ବର ମାସ ୧୫ ତାରିଖ ୨୦୨୧ ତାରିଖ ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ […]