ରାଜ୍ୟ ଖବର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ରେଳ ମନ୍ତ୍ରଣାଳୟର ୪ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି, ଯାହାର ମୋଟ…

ଭୁବନେଶ୍ବର, ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ। ସାରା ଓଡିଶାରେ ଏହି ପାଳିତ ହେଉ ନ ଥିଲେ ମଧ୍ୟ ପ୍ରଭୃ ଲିଙ୍ଗରାଜଙ୍କର ଏହି ଦିନଟି ହେଉଛି ବେଶ ଗୁରୁତ୍ବପୂର୍ଣ୍ଣ। କାରଣ…

ଭୁବନେଶ୍ବର: ଆସନ୍ତକାଲି ପାଞ୍ଚ ତାରିଖ ଶନିବାର ଦିନ ହେଉଛି ଅଶୋକା ଅଷ୍ଟମୀ। ଏହିଦିନ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ରଥଯାତ୍ରା…

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା ଅଞ୍ଚଳର ବିଭିନ୍ନ ସ୍କୁଲରୁ ଚୋରି ହୋଇଥିବା ଟିଭି ଏବଂ ଅନ୍ୟାନ୍ୟ ସାମଗ୍ରୀ ବରଗଡ ଅଞ୍ଚଳରୁ ଉଦ୍ଧାର କରି ଜଣେ ଅଭିଯୁକ୍ତକୁ…

ଭୁବନେଶ୍ୱର: ଆସନ୍ତା ୧୩ ଓ ୧୪ ତାରିଖରେ ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଏଥିନିମନ୍ତେ ପୂର୍ବରୁ ସରକାରଙ୍କ ପକ୍ଷରୁ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ…

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (CCEA) ଆଜି ସାରା ଦେଶରେ ୪ଟି ରେଳ ପ୍ରକଳ୍ପ ମଞ୍ଜୁର କରିଥିବା ବେଳେ, ସେଥିରୁ ୨ଟି…

ନୂଆଦିଲ୍ଲୀ: ଲୋକସଭାରେ ୱାକଫ (ସଂଶୋଧନ) ବିଲ୍ ଉପରେ ଭୋଟ୍ ଦେବା ସମୟରେ ଅନୁପସ୍ଥିତ ଥିବାରୁ ଓଡିଶାର ଦୁଇ ସାଂସଦଙ୍କୁ ନୋଟିସ ଜାରୀ କରିଛି ବିଜେପି। ଗୃହରେ ଉପସ୍ଥିତ…

ଭୁବନେଶ୍ବର: ରାଜ୍ୟସଭାରେ ୱାକଫ ବିଲକୁ ନେଇ ବିଜେଡି ମଧ୍ୟରେ ବଡ ଫାଟ ସୃଷ୍ଟି ହୋଇଛି। ବିଜେଡି ସାଂସଦ ମୁନ୍ନା ଖାନ ବିଲ ବିରୋଧରେ ଭୋଟ ଦେଇଥିବା ବେଳେ…

ଭୁବନେଶ୍ବର: ୱାକଫ ସଂଶୋଧନ ବିଲକୁ ନେଇ ଗୃହରେ ଯେପରି ଝଡ ସୃଷ୍ଟି ହୋଇଛି, ସେହିପରି ବିଜେଡି ଦଳ ଭିତରେ ମଧ୍ୟ ସୃଷ୍ଟି ହୋଇଛି ବିବାଦ। ଆଜି ଏହି…

ନୂଆଦିଲ୍ଲୀ: ଆଜି ରାଜ୍ୟ ସଭାରେ ୱାକଫ ସଂଶୋଧନ ବିଲ ପାଶ ହୋଇଛି। ଏ ନେଇ ରାଜ୍ୟସଭାରେ ଭୋଟିଂ ହୋଇଥିଲା। ହେଲେ ଏଥିରେ ବିଜେଡିର ଭୂମିକାକୁ ନେଇ ବିଭିନ୍ନ…

ଭୁବନେଶ୍ବର: ରାଜ୍ୟ ସରକାର ଏକ ଥରେ 10 ଜଣ ବିଡିଓଙ୍କୁ ବଦଳି କରିଛନ୍ତି। ଏ ନେଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ବିକ୍ଷପ୍ତି…

ନୂଆଦିଲ୍ଲୀ: ଶେଷରେ ବହୁ ବିବାଦୀୟ ୱାକଫ୍ ବିଲ୍ ରାଜ୍ୟସଭାରେ ପାଶ ହୋଇଛି। ବିଲ୍ ସପକ୍ଷରେ ୧୨୮ ଏବଂ ବିପକ୍ଷରେ ୯୫ ଭୋଟ୍ ପଡିଥିଲା। ପ୍ରଥମେ ଲୋକସଭାରେ ପାସ ହେବା…

ଶରତ ପାଇକରାୟ ଶାସକ ବିଜେପି ଦଳ ଭିତରେ କିଛି ଗୋଟିଏ ଚାଲିଛି, ତାହା ଧିରେ ଧିରେ ଅନୁଭବ ହେବାରେ ଲାଗିଛି। କାରଣ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ହେଉ…

ବାଲୁଗାଁ: ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଜଣେ ଶିକ୍ଷୟତ୍ରୀ ଅଭିଯୋଗ କରିଥିବା ବେଳେ ଗୁରୁବାର ପୂର୍ବାହ୍ନରେ ଚିଲିକା ଏବିଇଓ ଏନେଇ ତଦନ୍ତ କରିଛନ୍ତି।…

ଭୁବନେଶ୍ବର: ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ପ୍ରଦେଶ କଂଗ୍ରେସ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ଏହି ଆହ୍ବାନ ଦେଇଛନ୍ତି ସଭାପତି। ସଭାପତି ଶ୍ରୀ ଭକ୍ତ…

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ଟେଲିକମ୍ ପ୍ରଦାନକାରୀ ସଂସ୍ଥା – ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ) ଏପ୍ରିଲ ୨୦୨୫କୁ ‘‘ଗ୍ରାହକ ସେବା ମାସ’’ ଭାବେ ଘୋଷଣା କରିଛି। ଏହା…

ଭୁବନେଶ୍ଵର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉତ୍ତରାଞ୍ଚଳ ରେଞ୍ଜ ଗସ୍ତ କରିବା ସହ ସେଠାକାର ଆଇନ ଓ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି।…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ହେବ ଶିଳ୍ପର ହବ, ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି। ଖୋର୍ଦ୍ଧାର କାଳିବାଟି, ମୁଣ୍ଡାଆମ୍ବ ଓ ହଳଦୀପଦାରେ ମୋଟ ୧୩ ଟି ନୂତନ ଶିଳ୍ପ…

ଭୁବନେଶ୍ୱର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ଭୁବନେଶ୍ୱର ରେଳ ଷ୍ଟେସନରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଦ୍ୱାରା ଗତ ମାର୍ଚ୍ଚ ୨୦୨୫ରେ ରେଳ…

ଭୁବନେଶ୍ବର: ବିଧାନସଭାରେ ପାଣ୍ଡିଆନଙ୍କୁ ନେଇ ବିଜେଡିର ଯୁବ ବିଧାୟକ ଅରବିନ୍ଦ ମହାପାତ୍ର ଯେଉଁ ପ୍ରଶ୍ନ କରିଥିଲେ ତାହାର ଉତ୍ତର ଏ ପର୍ଯ୍ୟନ୍ତ ମିଳିଲା ନାହିଁ। ବିଧାନସଭାରେ ସେ…