ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ପକ୍ଷରୁ ଗୁରୁବାର ଠାରୁ “ସଷ୍ଟେନେବଲ ଏନର୍ଜି ଆଣ୍ଡ ଫ୍ୟୁଚର ଇଲେକ୍ଟ୍ରିକ୍ ଟ୍ରାନ୍ସପୋର୍ଟେସନ୍ (ସେଫେଟ-୨୦୨୩)” ଶୀର୍ଷକ ୪ ଦିନିଆ ତୃତୀୟ ଆନ୍ତର୍ଜାତିକ ସମ୍ମିଳନୀ ଆରମ୍ଭ ହେବ। […]
ଭୁବନେଶ୍ୱର: ଓଡ଼ିଶାରେ ମେରୀ ମାଟି ମେରା ଦେଶ ଅଭିଯାନ ଆରମ୍ଭ ହୋଇଛି। ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ନେହରୁ ଯୁବ କେନ୍ଦ୍ର ସହଯୋଗରେ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଆଜି ଏକ […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଏବଂ ଟାଟା ପାୱାର କମ୍ପାନୀ ଲିମିଟେଡ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା ଓ ସ୍ମାର୍ଟ ଗ୍ରିଡ କ୍ଷେତ୍ରରେ ଆଦାନପ୍ରଦାନ ନିମନ୍ତେ ମଙ୍ଗଳବାର ଦିନ ଏକ […]
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ବିରୁଦ୍ଧରେ ଜାତୀୟ କଂଗ୍ରେସ ଶ୍ରମିକ ସାମ୍ମୁଖ୍ୟ, ବାମପନ୍ଥୀ ଶ୍ରମିକ ସାମ୍ମୁଖ୍ୟ ଓ ହିନ୍ଦ୍ ମଜଦୁର ଶ୍ରମିକ ସାମ୍ମୁଖ୍ୟ ସଂଗଠନ ପକ୍ଷରୁ ବ୍ରହ୍ମପୁର ସ୍ଥିତ ଯୁଗ୍ମ ଶ୍ରମିକ […]
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଗ୍ରାମର ସଙ୍ଗୀତା ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କର ଶବ ଉଷ୍ମ ପ୍ରବଣ ତପ୍ତପାଣି ନିକଟସ୍ଥ ଏକ କେନାଲରୁ ଉଦ୍ଧାର ହୋଇଛି। ବିବାହିତା ମହିଳା ସଙ୍ଗୀତା ଗତ ୩ ବର୍ଷ ତଳେ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ମଙ୍ଗଳବାର କଟକ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ […]
ଭୁବନେଶ୍ୱର: ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଆଜିଠାରୁ ଆରମ୍ଭ କରିବ ଆନ୍ଦୋଳନ। ମୁଖ୍ୟତଃ ବିଜେଡି ସରକାର ଦୁର୍ନିତିରେ ଲିପ୍ତ ଥିବା ଅଭିଯୋଗ ନେଇ ଏହି ଆନ୍ଦୋଳନ ଡାକରା ଦେଇଛି ବିଜେପି। ଆଜି କ୍ରାନ୍ତି ଦିବସରୁ ୧୬ ତାରିଖ ପର୍ଯ୍ୟନ୍ତ […]
କଟକ: ଗତ ଏପ୍ରିଲ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ନିର୍ବାଚନରେ ଅରୂପାନନ୍ଦ ଦାସ ଦ୍ଵିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ପ୍ରକାଶ ଥାଉ କି ଏହି ନିର୍ବାଚନରେ ସାରା ରାଜ୍ୟର ଆଇନଜୀବୀମାନେ ପାଞ୍ଚ ବର୍ଷରେ ଥରେ […]
ଭୁବନେଶ୍ବର: ୭୬ ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଭୁବନେଶ୍ୱର ଖାରବେଳ ଭବନଠାରେ “ସ୍କିଲ୍-ଇନ୍-ଓଡିଶା: ପ୍ରଦର୍ଶନୀ-ତଥା -ବିକ୍ରୟ” ର ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅଗଷ୍ଟ ୭ରୁ ୧୧ […]
ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ବସ୍ତ୍ର ଓ ଖାଉଟି ବ୍ୟାପାର ତଥା ଖାଦ୍ୟ ଏବଂ ସାର୍ବଜନିକ ବିତରଣ ମନ୍ତ୍ରୀ ପିୟୁଷ ଗୋୟଲ୍ ଗତ କାଲି ‘‘ବ୍ରିକ୍ସ ଉଦ୍ୟୋଗ ମନ୍ତ୍ରୀମାନଙ୍କର ସପ୍ତମ ବୈଠକ’’ ରେ ଭାଗ ନେଇଛନ୍ତି। ଏହି ବୈଠକ ଦକ୍ଷିଣ […]
ସ୍ୱାଧୀନତା ଦିବସ ପୂର୍ବରୁ ଜିଲ୍ଲା ପ୍ରଶାସନର ଖସଡ଼ା ପ୍ରସ୍ତୁତ କରାଯାଇଛି। ଆଜି ଦଶଟି ବ୍ଲକ ବିଡ଼ିଓଙ୍କ ସହ ଜିଲ୍ଲାପାଳଙ୍କ ଆଭାସୀ ବୈଠକ କରାଯାଇଛି। ଚାଳିଶ ଅମୃତ ସରବୋରରେ ଜାତୀୟ ପତାକା ଉତ୍ତୋଳନ ହେବ। ମେରୀ ମାଟି ମେରୀ ଦେଶ କାର୍ଯ୍ୟକ୍ରମରେ ପ୍ରତି […]
ଭୁବନେଶ୍ଵର: ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ 2023 ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ 62 ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି। ଚାଇଲ୍ଡଲାଇନ ପରି ଏନଜିଓ ଏବଂ […]
ଭୁବନେଶ୍ୱର: ଅଙ୍ଗଦାନ ଆମ ଦେଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଂଗଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସମ୍ ଅଲ୍ଟିମେଟ ମେଡିକେୟାର ସମାଜକୁ ସେବା ଯୋଗାଇବା ସହ ଏକ ବିଶାଳ ଜନ ସଚେତନତା ସୃଷ୍ଟି କରପାରିଛି ବୋଲି କହିଛନ୍ତି ଓଡିଶାର […]
ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ଉପସ୍ଥିତିରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଦିବ୍ୟା ଶର୍ମା ରେଳ ବିହାର ଠାରେ ଶିଶୁମାନଙ୍କ ପାଇଁ ଉଦ୍ଧିଷ୍ଟ ଚିଲଡ୍ରେନ ପ୍ଲେ ଗ୍ରାଉଣ୍ଡର ନବୀକରଣକୁ ଉଦ୍ଘାଟନ କରୁଛନ୍ତି। ପାର୍କରେ […]
ଖୋର୍ଦ୍ଧା: ଯୁବ ମହୋତ୍ସବ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ CDM & PHO ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଗଣ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ ଗଣ ଦୌଡ଼ ଟିକୁ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ କେ. […]
ଭୁବନେଶ୍ବର: ଓଡିଆ ସଂଗତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ହୋଇପଡିଛନ୍ତି। ଗତ ପାଞ୍ଚଦିନ ତଳେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିକଟରେ ତାଙ୍କୁ ଡେଙ୍ଗୁ ହୋଇଥିବାରୁ ସେ ଡାକ୍ତରଖାନାରେ […]
ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ପରିଚାଳନାଗତ ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ, ଢେଙ୍କାନାଳ-ଅନୁଗୁଳ ଏବଂ ଜଖପୁରା-ନୟାଗଡ଼ ରେଳ ସେକ୍ସନ ର ପ୍ରତ୍ୟକ ତିନୋଟି ଭିନ୍ନ ଷ୍ଟେସନରେ ତିନୋଟି ଟ୍ରେନର ସମୟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। 12894 ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି […]
ଭୁବନେଶ୍ୱର/ଭଦ୍ରକ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ବାରସର ପଂଚାୟତର ବଙ୍ଗାଳୀଦପା, ତାଳଦପା, ନୁଅବନ୍ଧ ଓ ଗୋବିନ୍ଦପୁର ପଂଚାୟତର ଗୋବିନ୍ଦପୁର, କୁଆଁର ଚତା, ହଂସପାଟ ଗାଁ ଏବଂ ଘଟପୁର ପଂଚାୟତର […]
ଭୁବନେଶ୍ବର: ରାଜ୍ୟର ବରିଷ୍ଠ ଓକିଲ ଆତ୍ମା ପ୍ରକାଶ ମହାନ୍ତି ଆଜି ରାଜ୍ୟ ଆଇନିଜୀବି ପରିଷଦର ସଭ୍ୟ ଭାବେ ବିଜୟଲାଭ କରିଛନ୍ତି। ଏ ନେଇ ଆଜି ଭୋଟ ଗଣତି ହୋଇଥିଲା। ଏଥିରେ ସେ ଭଲ ଭୋଟରେ ବିଜୟ ଲାଭ କରିଛନ୍ତି। ସମଗ୍ର ରାଜ୍ୟର […]
ଭୁବନେଶ୍ବର: ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ଅରୁନ୍ଧତୀ କୁମାରୀ ଦେବୀଙ୍କ ବୟାନକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ପଡୁଛି ଉଠୁଛି। ବିଶେଷ କରି ଓଡିଶା ବିଜେପି ରାଜନୀତିରେ ଏ ନେଇ ଚାଲିଛି ଗରମାଗରମ ଆଲୋଚନା। କାରଣ ଅରୁନ୍ଧତୀ ଦେବୀ ଯେପରି […]
ଭୁବନେଶ୍ବର: ଖୁବ ଶିଘ୍ର କଳାହାଣ୍ଡିକୁ ଉଡିବ ଉଡାଜାହାଜ। ଏ ନେଇ ଡିଜିସିଏ ବା ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଆଭିଏସନ ଅନୁମତି ପ୍ରଦାନ କରିଛନ୍ତି। ଗତକାଲି ଡିଜିସିଏ କଳାହାଣ୍ଡିର ଉତ୍କେଳା ବିମାନ ବନ୍ଦରକୁ ଅପରେସନାଲ ବିମାନ ବନ୍ଦର ଭାବେ ଲାଇସେନସ ପ୍ରଦାନ […]