ରାଜ୍ୟ ଖବର

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ…

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ଜୁଲାଇ ୧୫ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଜି ସୋଆର ପରିବେଶ…

ଭୁବନେଶ୍ୱର: ଯୁଗ୍ମ ଗବେଷଣା, ପରାମର୍ଶ, ଶିକ୍ଷା, ପ୍ରଶିକ୍ଷଣ ଓ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଆର୍‌ମୋର୍ଡ ଭେହିକିଲ୍ସ ନିଗମ ଲିମିଟେଡ୍ (ଏଭିଏନ୍‌ଏଲ୍‌) ଓ ଶିକ୍ଷା…

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଅନୁଗୁଳ ରେଳପଥର ହେଲେଇ ଗ୍ରାମ ନିକଟ ରେଳ ଧାରଣାରୁ ଆଜି ସକାଳ ୭ ଟା ସମୟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ପୁରୀ: ରଥ ଉପରେ ମୋବାଇଲ ବ୍ୟବହାର ଉପରେ କଟକଣା ଲାଗିଛି। ଶ୍ରୀମନ୍ଦିରର ନବନିଯୁକ୍ତ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏନେଇ କଡା ଚେତାବନୀ ଦେଇଛନ୍ତି। ନିୟମ ନମାନିଲେ…

ଭୁବନେଶ୍ଵର: ରାଜ୍ୟ ସରକାର ଆୟୁଷ ଚିକିତ୍ସା ସେବା ଓ ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡିକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଏବଂ ଲେକ୍ଚର, ପ୍ରଫେସର ସହିତ ଅନ୍ୟାନ୍ୟ ଅଣ…

ଭୁବନେଶ୍ୱର: ଆମର ବଜେଟ୍ ଟି ଯେପରି ବାସ୍ତବରେ ‘ଲୋକଙ୍କ ବଜେଟ୍’ ଭାବରେ ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ, ସେଥିପାଇଁ ଆମର ଉଦ୍ୟମ ଜାରି ରହିଛି। ସେଥିପାଇଁ…

ଭୁବନେଶ୍ଵର: ଅଗ୍ରଣୀ ଓଡ଼ିଆ ମନୋରଞ୍ଜନଭିତ୍ତିକ ଓଟିଟି ପ୍ଳାଟଫର୍ମ “କଞ୍ଚାଲଙ୍କା” ଅତି ଉତ୍ସାହର ସହ ଘୋଷଣା କରୁଛି ବହୁ ପ୍ରତିକ୍ଷୀତ, ୱେବ ସିରିଜ “ଗ୍ୟାଙ୍ଗସ୍ ଅଫ୍ ପୁରୀବ” ର…

ଭୁବନେଶ୍ବର: ଗୁଣ୍ଡିଚା ମନ୍ଦିରକୁ ବଡଠାକୁର ପହଣ୍ଡି ବିଜେ ବେଳେ ଚାରମାଳ ଉପରେ ପଡିଯିବା ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି। ଆଜି ସକାଳେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ…

ଭୁବନେଶ୍ୱର: ଦିବ୍ୟାଙ୍ଗ ଉଦ୍ୟୋଗୀ ଓ କଳାକାରଙ୍କ ସଶକ୍ତୀକରଣ ପ୍ରୟାସକୁ ଜାରି ରଖିବା ଉଦ୍ଦେଶ୍ୟରେ ଗତ ଜୁଲାଇ ୫ ରୁ ୧୧ ତାରିଖ ପର୍ଯ୍ୟନ୍ତ କିଟ କ୍ୟାମ୍ପସ, ଭୁବନେଶ୍ୱରଠାରେ…

ରଣପୁର: ଦ୍ୱିତୀୟ ଶ୍ରୀକ୍ଷେତ୍ରଭାବେ ପରିଚିତ ରଣପୁର ରଥ ଯାତ୍ରାର ହେରା ପଚଂମୀ ଅବସରରେ ଆଜି ଚଳଚଚଂଳ ହୋଇଉଠିଛି। ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାପାଇଁ ବିଭିନ୍ନ ପ୍ରାନ୍ତରୁ ବହୁସଂଖ୍ୟରେ…

ଭୁବନେଶ୍ୱର: ବଡ ଠାକୁରଙ୍କ ଚାରମାଳ ଉପରେ ମୁହଁମାଡ଼ି ପଡ଼ିବା ଘଟଣା ଏବେ ସାରା ବିଶ୍ଵରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହାକୁ ନେଇ ବିଭିନ୍ନ ମହଲାରୁ ପ୍ରଶାସନର…

ଭୁବନେଶ୍ବର: ଶିକ୍ଷାବର୍ଷରେ ଓଡିଶାର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନଙ୍କ ବଦଳି ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ଓଡିଶା ସରକାରୀ ହାଇସ୍କୁଲ ସି. ବି. ଟି. ଶିକ୍ଷକ…

ଭୁବନେଶ୍ଵର: ଜିଏସଟି ଫେରସ୍ତ କରିବା ବଦଳରେ ଜନୈକ ଅଭିଯୋଗକାରୀଙ୍କଠାରୁ ୧୫,୦୦୦/- ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର କେନ୍ଦ୍ରୀୟ ଜିଏସଟି ଏବଂ କେନ୍ଦ୍ରୀୟ ଅବକାରୀ…

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୦:୩୦ ମିନିଟ ସମୟରେ ମାନ୍ୟବର ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଭୁବନେଶ୍ଵର: ଗୀତ ଗାଉଗାଉ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ ଟଳି ପଡିଥିଲେ। ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ଅକାଳ ବିୟୋଗ…

ପୁରୀ: ବିଭିନ୍ନ କ୍ଷେତ୍ରର ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ଦାୟିତ୍ୱପୂର୍ଣ ପର୍ଯ୍ୟଟନ ତଥା ବନ୍ୟଜନ୍ତୁ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ପୁରୀ ସମୁଦ୍ର ବେଳାଭୂମିରେ ଉଦ୍ଘାଟନ ହେଲା ବିଚ୍…

ଭୁବନେଶ୍ୱର: ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ…

ଭୁବନେଶ୍ଵର: ପ୍ରକାଶ ଫିଲ୍ମସ ଏବଂ ମୁନ୍ ଟିଭି ମୁଭିଜ୍ ର ମିଳିତ ପ୍ରଯୋଜନା ରେ ଆସୁଛି ଦୁଇଟି ବିଗ ବଜେଟର ଓଡ଼ିଆ ଚଳଚ୍ଚିତ୍ର। ପ୍ରକାଶ ଫିଲ୍ମସ ର…

ରଣପୁର: ଆଡପ ମଣ୍ଡପରେ ତିନି ଠାକୁର। ରତ୍ନବେଦୀ ଛାଡି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହ ଜନ୍ମବେଦିକୁ ବିଜେ କରିଛନ୍ତି। ଜନ୍ମ…