ରାଜ୍ୟ ଖବର

ବ୍ରହ୍ମପୁର: ପୁଣି ଗଞ୍ଜାମ ଜିଲ୍ଲା ଅଶାନ୍ତ ହୋଇପଡିଛି। ବିଜେପି ନେତାଙ୍କୁ ଗୁଳି ମାଡ଼ କରି ହତ୍ୟା କରାଯାଇଛି। ବିଜେପି ନେତା ପୀତବାସ ପଣ୍ଡାଙ୍କ ଗୁଳି ମାଡରେ ମୃତ୍ୟୁ…

ଭୁବନେଶ୍ବର: ଖୁବ ଶିଘ୍ର ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏକ ନୂଆ ପରିଚୟ ନେଇ ଆଗକୁ ଆସିବେ। କିଛିଦିନ ତଳେ ବିଜେଡିରୁ ନିଲମ୍ବିତ ହେବା ପରେ…

ଭୁବନେଶ୍ବର: ଭାରତୀୟ ବାୟୁସେନାର 1960 ଦଶକର ବୈମାନିକ ତଥା ଭୁବନେଶ୍ଵର ‘କଳ୍ପନା ଟକିଜ୍’ ପରିବାରର ଜ୍ଯେଷ୍ଠ ପୁରୋଧା ‘ସୂର୍ଯ୍ୟ କୁମାର ନନ୍ଦ’ଙ୍କର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ସାଇନସେସ୍ (ଆଇବିସିଏସ୍‌) ଏବଂ ବିଶ୍ୱବିଦ୍ୟାଳୟର ଏନ୍‌ଏସଏସ୍ ଶାଖା ପକ୍ଷରୁ ସେପ୍ଟେମ୍ବର ମାସ…

ଭୁବନେଶ୍ୱର: ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ -୨, ଫୁଲନଖରା। ରାଜ୍ୟରେ…

ଭୁବନେଶ୍ବର: ନୂଆପଡା ବାସୀଙ୍କ ପାଇଁ ମୋ ଦୁଆର ସବୁବେଳେ ଖୋଲା। ସେମାନେ ଯେତେବେଳେ ଚାହିଁବେ, ମୋତେ ଭେଟିପାରିବେ। ସେମାନଙ୍କ କୌଣସି ସମସ୍ୟା ଯଦି ମୋ ନଜରକୁ ଆସେ,…

ଭୁବନେଶ୍ଵର: ଆଜିକାଲିର ଯୁବପିଢି ସୋସିଆଲ ମିଡ଼ିଆକୁ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଏହା ମାଧ୍ୟମରେ ଅନେକ କିଛି ଭଲ ଖବର ମିଳୁଥିବା ବେଳେ ଅନେକ ମିଥ୍ୟା ଖବର…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଆର୍. ଦାମୋଦରପଲ୍ଲୀରେ ଜୁଆ ଖେଳକୁ ନେଇ ହତ୍ୟାକାଣ୍ଡ ଘଟିଛି। କମିସନ ଟଙ୍କା ଭାଗବଣ୍ଟା କେନ୍ଦ୍ର କରି…

ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପାଇଁ ବର୍ତ୍ତମାନ ସବୁ ଦଳ ତରଫରୁ ତତ୍ପରତା ପ୍ରକାଶ ପାଇଲାଣି। ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ  ଠିକ କରିସାରିଥିବା କେବଳ ଘୋଷଣା…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆସ୍କା ଥାନା ଅନ୍ତର୍ଗତ ଚେରେମେରିଆ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଆସ୍କା ସହର ଲାଲା ଶାସନର ହିମାଂଶୁ…

ଭୁବନେଶ୍ବର: କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ…

ଭୁବନେଶ୍ବର: ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକ ଥିଲେ ସେବା ଓ ସଂଗ୍ରାମର ଅନିର୍ବାଣ ଶିଖା । ତାଙ୍କର ତ୍ୟାଗପୂତ ଜୀବନାଦର୍ଶ ଯୁବପିଢିଙ୍କୁ ଅନୁପ୍ରାଣିତ କରିବା ଆବଶ୍ୟକ ବୋଲି ରାଜ୍ୟପାଳ…

ଭୁବନେଶ୍ବର: କଟକରେ ଆଜି ରାତି 10ଟାରୁ ଲାଗୁ ହେଲା କର୍ଫ୍ୟୁ। ଏ ନେଇ କଟକ ଭୁବନେଶ୍ବର କମିଶନରେଟ ପୋଲିସ ତରଫରୁ ସୂଚନା ଦିଆଯାଇଛି। ଏହି କର୍ଫ୍ୟୁ ଆସନ୍ତା…

ଭୁବନେଶ୍ଵର: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ‘କୌଶଳ ଦୀକ୍ଷାନ୍ତ ସମାରୋହ-୨୦୨୫’ ଅବସରରେ ଇଲେକ୍ଟ୍ରୋନିକ୍ସ ମେକାନିକ୍ ଟ୍ରେଡ୍ ଏବଂ ଇଲେକ୍ଟ୍ରିସିଆନ୍ ଟ୍ରେଡ୍‌ରେ ‘ଅଲ୍ ଇଣ୍ଡିଆ ଟପର ଆୱାର୍ଡ–୨୦୨୫’ ପ୍ରାପ୍ତ…

ଭୁବନେଶ୍ଵର: ଟ୍ରଫଲାଇନ୍ ପ୍ରଭାବରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଚେତାବନି ଦିଆଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ…

ଭୁବନେଶ୍ଵର: ଆଜି ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କର ଜନ୍ମ ଶତବାର୍ଷିକୀ ପାଳିତ ହେଉଛି। ଏ ପରିପ୍ରେକ୍ଷୀରେ ରାଜ୍ୟ ବିଧାନସଭା ପରିସରରେ ସହିଦ ବାଜି ରାଉତଙ୍କ ଜୟନ୍ତୀ…

ନୂଆଦିଲ୍ଲୀ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମ୍ପ୍ରତି ଆଇଆଇଟି ଭୁବନେଶ୍ୱରରେ ‘ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା’ ସ୍ଥାପନକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପକୁ…

ବାଣପୁର: ଆଧୁନିକ ଓଡ଼ିଆ ସାହିତ୍ୟର ମହାନକବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ, ଶିଶୁ ସାହିତ୍ୟକ, ବ୍ୟଙ୍ଗସାହିତ୍ୟର ସ୍ରଷ୍ଟା, ଓଡ଼ିଆ ଭାଷାସାହିତ୍ୟରେ ସର୍ବମୋଟ ତିନିହଜାର ପୃଷ୍ଠା ଛାପିଥିବା ବିସ୍ମୟ ସାରସ୍ଵତପ୍ରତିଭା…

ଭୁବନେଶ୍ୱର: ଧର୍ମ ଜାଗରଣ ସମିତି, ଓଡ଼ିଶା ପକ୍ଷରୁ ଆଜି ଭୁବନେଶ୍ବରର କଟକ ରୋଡ ସ୍ଥିତ ତେରାପନ୍ଥ ଭବନ ଠାରେ ଆୟୋଜିତ ଶ୍ରୀମଦ୍ ଭାଗବତ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ…

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମ୍ପ୍ରତି ଏକ ବିବୃତ୍ତି ଜାରି କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ, କରାଚି ଯିବାକୁ ଥିବା ରାସ୍ତା ସର୍ କ୍ରିକ୍…

ସମ୍ବାଦ ସ୍ୱନକ୍ଷତ୍ର ଦିବସରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ସେ ସମ୍ବାଦ ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବେଶ ପ୍ରଶଂସା କରିଛନ୍ତି। ସେ…