ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଭବନରେ ସୁଦର୍ଶନଙ୍କୁ ରାଷ୍ଟ୍ରପତି ଏହି ଅଭିନନ୍ଦନ ପ୍ରଦାନ କରିଛନ୍ତି। ସୁଦର୍ଶନ ଗତ 12 ତାରିଖରେ ରୁଷିଆ ପିଟରସବର୍ଗରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚମ୍ପୟିନସିପ୍ […]
ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ ତଥା ମଡେଲ ମୁଗ୍ଧା ଭେଇରା ଗଡସେ, ସୁକୀର୍ତ୍ତି ପଟ୍ଟନାୟକଙ୍କ ସହ ମିଶି ‘ସାରି ମୁଡ୍’ ବ୍ରାଣ୍ଡକୁ ବ୍ରାଇଡାଲ ମଲରେ ଶୁଭାରମ୍ଭ କରିଛନ୍ତି। ଏହି ଭବ୍ୟ ସମାରୋହରେ ବିଧାୟକ (କୋରେଇ) ତଥା ଅଭିନେତା ଆକାଶ ଦାସ ନାୟକ ମୁଖ୍ୟ […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ପାରଳାଖେମୁଣ୍ଡିରୁ ବିହାର ଅଭିମୁଖେ ସ୍କର୍ପିଓ ଗାଡ଼ିରେ ୩ ଜଣ ବ୍ୟକ୍ତି ଯାଉଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଆରପିଏଫ ଏବଂ ବ୍ରହ୍ମପୁର ଜିଆରପିର ମିଳିତ ଚଢ଼ାଉ କରି ୩ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୩ ଗୋଟି ଚୋରା ମୋବାଇଲ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା […]
ଭୁବନେଶ୍ଵର: ଓଡ଼ିଶାରେ ୨୩, ୮୮୨ କୋଟି ଟଙ୍କା ବ୍ୟୟରେ ୪୧୩ କିମି ଲମ୍ବ ଚାରି ଲେନ୍ ବିଶିଷ୍ଟ ‘କୋଷ୍ଟାଲ ହାଇଓ୍ୱେ’ ନିର୍ମାଣ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ […]
ଭୁବନେଶ୍ବର: ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ 2024-2025 ବର୍ଷ ପାଇଁ ଓଡିଶା ବଜେଟ ଉପସ୍ଥାପାନା କରିଛନ୍ତି। ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଧାୟନସଭା ପରିସରରେ ଥିବା ବାଚସ୍ପତିଙ୍କ ପ୍ରକୋଷ୍ଠକୁ ଯାଇ ବଜେଟ ଗେଜେଟ ପ୍ରଦାନ କରିଛନ୍ତି। ବିଧାନସଭାର […]
ଭୁବନେଶ୍ଵର: ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଛି। ଏହା ପୂର୍ବରୁ ଓଡିଶାବାସୀଙ୍କୁ ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ଆଜି ରାଜ୍ୟ ବଜେଟରେ ପ୍ରତିଶ୍ରୁତି ପୂରଣ କରିବା ପାଇଁ ମୋହନ ସରକାର ଅନେକ ଘୋଷଣା କରିଛନ୍ତି। ଆଜି […]
ଭୁବନେଶ୍ୱର: ସନ୍ତାନ ସନ୍ତତି ଲାଭ କରିନଥିବା ଦମ୍ପତିଙ୍କ କ୍ଷେତ୍ରରେ ବର୍ତ୍ତମାନ ସମାଜରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍) ଏକ ବରଦାନ ପାଲଟିଛି। ବନ୍ଧ୍ୟାଦୋଷ ଥିବା ଲକ୍ଷ ଲକ୍ଷ ଦମ୍ପତିଙ୍କ ପାଇଁ ଆଇଭିଏଫ୍ ଆଶାର କିରଣ ପାଲଟିଛି ବୋଲି କହିଛନ୍ତି ଶିକ୍ଷା ଓ […]
ଭୁବନେଶ୍ଵର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ତହସିଲରେ ପୋଖରୀରେ ବୁଡ଼ି ୨ଜଣଙ୍କର ମୃତ୍ୟୁ ଏବଂ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଳକରେ ସାପ କାମୁଡ଼ାରେ ୨ ଜଣଙ୍କ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ […]
ଭୁବନେଶ୍ବର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବେଜଟ ୨୦୨୪ ଉପସ୍ଥାପିତ କରିଛନ୍ତି। ତେବେ ଏଥିରେ ବିଜେପି ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତିକୁ ପାଳନ କରିବା ପାଇଁ ବଜେଟରେ ବ୍ୟୟ ବରାଦ କରିଛନ୍ତି। ତେବେ ନିର୍ବାଚନ ପୂର୍ବରୁ କୃଷକମାନଙ୍କ […]
ଭୁବନେଶ୍ଵର: ମହିଳା ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଗତ ବର୍ଷ ତୁଳନାରେ ପ୍ରାୟ ୩ ଗୁଣା ଅଧିକ ବ୍ୟୟବରାଦ କରିଛନ୍ତି। ମହିଳାଙ୍କ ପାଇଁ ୧୭,୯୪୨ କୋଟି ଟଙ୍କା ବ୍ୟବରାଦ ହୋଇଛି, ଯାହା ଗତ ବର୍ଷ ତୁଳନାରେ ୧୮୮% ଅଧିକ। […]
Odisha Budget 2024: ରାଜ୍ୟରେ ବିଏସକେୱାଇ ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ରହିବ। ଏହା ବନ୍ଦ ହେବ ନାହିଁ। ହେଲେ ଏହାର ନାମ ପରିବର୍ତ୍ତନ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝି ବିଧାନସଭାରେ ବଜେଟ ଉପସ୍ଥାପନା ବେଳେ ତାହା […]
ଭୁବନେଶ୍ୱର: ଆଜି ଓଡିଶା ପାଇଁ ପ୍ରଥମ ଥର ନୂଆ ସରକାର ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ମୁଖ୍ୟମନ୍ତ୍ରୀ ବଡ […]
ଭୁବନେଶ୍ବର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବେଜଟ 2024 ଉପସ୍ଥାପିତ କରିଛନ୍ତି। ତେବେ ଏଥିରେ ବିଜେପି ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତିକୁ ପାଳନ କରିବା ପାଇଁ ବଜେଟରେ ବ୍ୟୟ ବରାଦ କରିଛନ୍ତି। ଦଳର ଥିବା ଆକର୍ଷଣୀୟ ଯୋଜନା […]
ଭୁବନେଶ୍ଵର: ଆଜି ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ଅଧିକାରୀ ପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ମୁଖ୍ୟଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଏକକାଳୀନ ୯ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି।ଏକକାଳୀନ ଭୁବନେଶ୍ବର, […]
ଭୁବନେଶ୍ୱର: ଖରିଫ, ୨୦୨୪ ରେ ୮ଟି ବିଜ୍ଞାପିତ ଫସଲ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍-ଏଫ୍ବିୱାଇ) ଅଧୀନରେ କୃଷକମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଜୁଲାଇ ୩୧ ତାରିଖ ହେଉଛି କୃଷକମାନଙ୍କ ନାମ […]
ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି -୨୦୨୦ର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଫଳତାର ସହ ‘ଶିକ୍ଷା ସପ୍ତାହ’ ପାଳନ କରାଯାଉଛି। ଏହା ଆଧାରରେ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ସମେତ ଶାରୀରିକ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବୁଧବାର ଦିନ […]
ଜଗତସିଂହପୁର/କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ୧୬ ନମ୍ବର ସ୍ଥିତ କେନାଲ ରାସ୍ତାରେ ଘର କରି ରହୁଥିବା ଅବସର ପ୍ରାପ୍ତ ଅଧ୍ୟାପକ ଦେବୀ ପ୍ରସାଦ ମିଶ୍ରଙ୍କୁ ଦୁଇ ଜଣ ଦୁବୃର୍ତ୍ତ ଘରେ ପଶି ହାଣି ସୁନା ଅଳଙ୍କାର ଓ ଟଙ୍କା ପଇସା ଲୁଟି […]
ଆୟକର ବିଭାଗ, ଓଡିଶା ବୁଧବାର ୧୬୫ ତମ ଆୟକର ଦିବସ ପାଳନ କରିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ଅଧ୍ୟକ୍ଷ ରବି ଅଗ୍ରୱାଲଙ୍କ ବାର୍ତ୍ତା ପ୍ରସାରଣ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଜୟଦେବ ଭବନ, ସଚିବାଳୟ ମାର୍ଗ, ଭୁବନେଶ୍ୱର […]
ଭୁବନେଶ୍ଵର: ଓଡିଶା ରାଜ୍ୟ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଅବସରରେ ଏହି ପବିତ୍ର ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣକୁ ମୁଁ ସ୍ୱାଗତ କରୁଛି। ଓଡିଶାର ସାଢେ ୪ କୋଟି ଜନସାଧାରଣଙ୍କ ଆଶା, ଆକାଂକ୍ଷା ଓ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ନୂଆ […]
ଭୁବନେଶ୍ଵର: ଆସନ୍ତା ଅକ୍ଟୋବର ୨୦ ତାରିଖରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବ ପାଇଁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକ ନିକଟସ୍ଥ ବୁଲନ ଭାଇଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ବୈଠକରେ ଅନୁଷ୍ଠାନର ସଭାପତି […]