ପୁରୀ: ଶେଷରେ ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାର ଖୋଲା ଯାଇଛି। ହେଲେ ପୁରା ଭିତରକୁ ନ ଯାଇ ସେହି ପାଖରେ କମିଟ ସଦସ୍ୟ ଲାଇଟ ମାରି ଦେଖିଲେ। ସେ ଭିତରେ ଭର୍ତ୍ତି ହୋଇଛି ସିନ୍ଧୁକ ଆଉ ଆଲମିରା। ସେସବୁରେ ମହଣ ମହଣ […]
ପୁରୀ: ରତ୍ନ ଭଣ୍ଡାର ଖୋଲିବା ପରେ ଘଟିଲା ଏକ ଅଘଟଣ। ତାହା ହେଲା ଯେ, ରତ୍ନ ଭଣ୍ଡାର ଖୋଲିବା ପରେ ସେଠାରେ ଅସୁସ୍ଥ ହୋଇପଡିଲେ ପୁରୀ ଏସପି ପିନାକ ମିଶ୍ର। ସେ ଶ୍ବାସ ପ୍ରଶ୍ବା, ନେବାରେ କଷ୍ଟ ଅନୁଭବ କଲେ। ଫଳରେ […]
ପୁରୀ: ଦୀର୍ଘ ୪୬ ବର୍ଷର ଅନ୍ତ ଘଟିଛି। ବହୁ ରାଜନୈତିକ ବିତର୍କ ଭିତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଆଜି ଖୋଲାଯାଇଛି। ଏନେଇ ସିଏମଓ ପକ୍ଷରୁ ସୂଚନା ଦିଆଯାଇଛି। ସିଏମଓ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, ”ହେ ମହାପ୍ରଭୁ! ତୁମେ ଲୀଳାମୟ। […]
ପୁରୀ: ଶେଷରେ ବହୁ ବାଦବିବାଦ ପରେ ଖୋଲିଛି ରତ୍ନ ଭଣ୍ଡାର। ପ୍ରଥମେ ଶ୍ରୀଲୋକନାଥଙ୍କ ନିକଟରେ କରାଯାଇଥିଲା ପୂଜାପାଠ। ଏହାପରେ ମା ବିମଳା ଏବଂ ମା ଲକ୍ଷ୍ମୀଙ୍କ ନିକଟରୁ ଅନୁମତି ଆସିବା ପରେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଛି। ଏହା ନିର୍ଦ୍ଧାରିତ ସମୟ […]
ପୁରୀ: ଆଜି ଖୋଲାଯିବ ରତ୍ନ ଭଣ୍ଡାର। ଏହାକୁ ନେଇ ଚାରିଆଡେ ଚାଲିଛି ଚର୍ଚ୍ଚା। ବର୍ତ୍ତମାନ ରତ୍ନ ଭଣ୍ଡାର ଖୋଲିବା ପାଇଁ ୧୧ଜଣିଆ କମିଟ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ସେମାନେ ସମସ୍ତ ପ୍ରସ୍ତୁତି ଦେଖିବା ପରେ ଠିକ ଦିନ ୧ ଟା […]
ପୁରୀ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲା ହେବା ପୂର୍ବରୁ ଆରମ୍ଭ ହୋଇଛି ବିବାଦ। ଶ୍ରୀଲୋକନାଥଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ଭିତରକୁ ନେବା ନେଇ ପ୍ରଶ୍ନ ଉଠାଇଛନ୍ତି ସେବକ। ସେମାନଙ୍କର କହିବା କଥା ଯେ, ଶ୍ରୀମନ୍ଦିରରୁ ଜଗନ୍ନାଥଙ୍କ ଆଜ୍ଞାମାଳ ଚାରିଆଡେ ଯାଏ। […]
ପୁରୀ: ଆଜି ଖୋଲାଯିବ ମହାପ୍ରଭୃଙ୍କ ରତ୍ନ ଭଣ୍ଡାର। ସେଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏ ନେଇ ଆଜି ସକାଳେ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ରତ୍ନ ଭଣ୍ଡାର ତଦାରଖ କମିଟ ବୈଠକ ବସିଯାଇଛି। ଏଥିରେ ଆଜି ଦିନ ୧ ଟା […]
ରେଢ଼ାଖୋଲ (କନ୍ଦର୍ପ ବେହେରା): ଦିନକୁ ଦିନ ରେଢ଼ାଖୋଲ ଅଂଚଳରେ ଗଂଜେଇ ଚୋରାଚାଲାଣ ବଢ଼ିବାରେ ଲାଗିଛି। ପୋଲିସ ଓ ଅବକାରୀ ବିଭାଗର ଏଥିପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଦୁଇଦିନ ଭିତରେ ରେଢ଼ାଖୋଲ ପୋଲିସ ଭିନ୍ନ ଭିନ୍ନ ସ୍ଥାନରୁ ୧କ୍ଵି. ୧୫ କେ.ଜି […]
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆଜି ଠାରୁ ପୁରୀ ଯାଇ ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଳାଦ୍ରୀ […]
ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜି ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ […]
ଭୁବନେଶ୍ବର: ବହୁ ବିବାଦୀୟ ତଥା ପ୍ରତୀକ୍ଷିତ ରତ୍ନ ଭଣ୍ଡାର ଆସନ୍ତାକାଲି ଖୋଲା ଯିବ। ଆଜି ସଂଧ୍ୟାରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହି ଘୋଷଣା କରିଛନ୍ତି। ଏସବୁ ପକ୍ରିୟା ଧାର୍ମିକ ଭାବାବେଗ ମଧ୍ୟରେ ସଂପର୍ଣ୍ଣ କରାଯିବ। ସେଥିପାଇଁ ରତ୍ନ ଭଣ୍ଡାର […]
ଭୁବନେଶ୍ବର: ଧିରେଧିରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ରାଜଭବନ କର୍ମଚାରୀଙ୍କୁ ମାଡ ମାରିବା ଘଟଣା ନୂଆ ମୋଡ ନେବାରେ ଲାଗିଛି। ଆଜି ଏ ନେଇ କ୍ଷୋଭ ପ୍ରକାଶ କରିଛି ଓଡିଶା ସଚିବାଳୟ ସେବା ସଂଘ। ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରିବା […]
ଭୁବନେଶ୍ୱର: ପୂର୍ବତଟ ରେଳପଥ ଏହାର ନେଟୱର୍କରେ ସ୍ୱଚ୍ଛତା ମାନ ବୃଦ୍ଧି ପାଇଁ ଏକ ବିସ୍ତୃତ ଅଭିଯାନ ଆରମ୍ଭ କରିଛି। ଏହି ପଦକ୍ଷେପ ଯାତ୍ରୀମାନଙ୍କୁ ବର୍ଜ୍ୟବସ୍ତୁର ସଠିକ୍ ନିଷ୍କାସନ ବିଷୟରେ ସଚେତନତା କରାଇବା ଏବଂ ଉଭୟ ଟ୍ରେନ୍ ଏବଂ ଷ୍ଟେସନରେ ବର୍ଜ୍ୟବସ୍ତୁ ପରିଚାଳନା […]
ଭୁବନେଶ୍ବର: ରାଜଭବନ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ ଘଟଣା ଭିନ୍ନ ମୋଡ ନେଇଛି। ଆଜି ରଜଭବନକୁ ମାଡ ଖାଇଥିବା କର୍ମଚାରୀ ବୈକୁଣ୍ଠ ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀଙ୍କୁ ରାଜ୍ୟପାଳଙ୍କ ପୁଅ ଭୁଲ ମାଗିଛନ୍ତି। ଏ ନେଇ ଉଭୟ ବୈକୁଣ୍ଠ ପ୍ରଧାନ ଏବଂ […]
ପୁରୀ: ବାହୁଡା ଯାତ୍ରା ନେଇ ଆସିଲା ବଡ ଖବର। ତାହା ହେଲା ଯେ, ମହାପ୍ରଭୃଙ୍କ ଆ଼ଡପ ଦର୍ଶନ ବନ୍ଦ ରହିବ। ଅର୍ଥାତ ଆସନ୍ତାକାଲି ରବିବାର ଦିନ ଅପରାହ୍ନ ପାଞ୍ଚଟାରୁ ଆଡପ ମଣ୍ଡପ ଦର୍ଶନ ବନ୍ଦ କରିଦିଆଯିବ। ସେଥିପାଇଁ ଯେଉଁ ଭକ୍ତମାନେ ରବିବାର […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ରାସ୍ତାରେ ଏକ ଦାମି ଗାଡ଼ିକୁ ଅଟକାଇ ବେଗୁନିଆ ପଡ଼ା ଥାନା ପୋଲିସ୍ ସଦଳବଳେ ଚଢାଉ କରିଛି। ଯେଉଁଥିରୁ ୧୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଚାଲାଣରେ ଅନ୍ତର୍ଭୁକ୍ତ ଜିତୁ […]
ଭୁବନେଶ୍ବର: ୟୁନିଫର୍ମ ସର୍ଭିସ୍ରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ। ସାଧାରଣ ନାଗରିକ, ଆମର ମା, ଭଉଣୀ ଏବଂ ପିଲାମାନଙ୍କର ସୁରକ୍ଷା ଆମ ଉପରେ ନିର୍ଭର କରେ। ଏ କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା ସହିତ ଉତ୍ତମ ବ୍ୟବହାର ପୋଲିସର ଭାବମୂର୍ତ୍ତିକୁ […]
ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ତଥା ବହୁ ବିବାଦୀୟ ରତ୍ନ ଭଣ୍ଡାର ଖୋଲିବା ପ୍ରସଂଗ ଏବେ ସତ ହେବାକୁ ଯାଉଛି। ଆସନ୍ତାକାଲି ରବିବାରରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଏ ନେଇ ରତ୍ନ ମଣ୍ଡର କମିଟ ନିଷ୍ପତି କରିଛି। ତେବେ ଏହି ରତ୍ନ […]
ଖୋର୍ଦ୍ଧା: ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆଜି ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ କାମ କରୁଥିବା ସମସ୍ତ ପ୍ରାନ୍ତୀୟ ତଥା କ୍ଷେତ୍ର ସ୍ତରୀୟ କର୍ମଚାରୀଙ୍କ ପାଇଁ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଶିବିରର ଦ୍ୱିତୀୟ ଦିନର ଆୟୋଜନ […]
ଭୁବନେଶ୍ଵର: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ମୟୂରଭଞ୍ଜ ଜିଲ୍ଲାର ମୋରୋଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାସଗୋବିନ୍ଦପୁର ଗସ୍ତରେ ଯାଇ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ତଦାରଖ କରିଛନ୍ତି। ତାଙ୍କ ଗସ୍ତ ସମୟରେ ସେ ରାସଗୋବିନ୍ଦପୁର ବ୍ଲକରେ ଚାଲିଥିବା […]
ଭୁବନେଶ୍ୱର: ରୁଷିଆର ସେଣ୍ଟ ପିଟର୍ସବର୍ଗ ଠାରେ ଆୟୋଜିତ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଶିଷ୍ଟ ବାଲୁକା ଶିଳ୍ପୀ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ […]