ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ଚୂଡାନ୍ତ ମଞ୍ଜୁରୀ ଦେଇଛି। ସୂଚନା ଯୋଗ୍ୟ ଯେ, ଦୀର୍ଘ ୩୦ […]
ରେଢ଼ାଖୋଲ (କନ୍ଦର୍ପ ବେହେରା ): ଝିଅର ପାଠ ପଢା ପାଇଁ ଆବଶ୍ୟକ କାଗଜପତ୍ର ଦସ୍ତଖତ କରିବାକୁ ଯାଉଥିବା ସମୟରେ ରାସ୍ତାରେ ମହିଳାଙ୍କ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାର ପ୍ରତିବାଦରେ ଗ୍ରାମବାସୀ କ୍ଷତି ପୂରଣ ଦାବିରେ ଶବରଖି ବେତଗଡ […]
ଭୁବନେଶ୍ୱର: ଗୁଜରାଟ ସୁରଟର ଶ୍ରୀ ଦିବ୍ୟାଙ୍ଗ ପଚ୍ଚଗରଙ୍କ ସଂସ୍ଥା ମୋବାଇଲ୍ ବିକିରଣକୁ ହ୍ରାସ କରିବା ଲାଗି ଗାଈ ଗୋବରରୁ ଏକ ସ୍ୱତନ୍ତ୍ର ଉତ୍ପାଦ ପ୍ରସ୍ତୁତ କରିଛି। ଏହାକୁ ମୋବାଇଲ ପଛରେ ଲଗାଇଲେ ବିକିରଣ କାରଣରୁ ଶରୀରକୁ ହେଉଥିବା କ୍ଷତି ହ୍ରାସ କରାଯାଇପାରିବ। […]
ଭୁବନେଶ୍ୱର: ଆଧୁନିକ ସମାଜର ଆବଶ୍ୟକତା ଅନୁସାରେ ଭବିଷ୍ୟତରେ ସଫଳ ନାଗରିକ ଗଢିବା ପାଇଁ ଓଡିଏମ୍ ଶିକ୍ଷାସମୂହ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାଠ୍ୟକ୍ରମର ଶୁଭାରମ୍ଭ କରିଛି । ଏକବିଂଶ ଶତାବ୍ଦୀର ଚାହିଦା ଅନୁଯାୟୀ ଦେଶ ଓ ବିଦେଶର ଚାକିରି […]
ଭୁବନେଶ୍ୱର: ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, […]
ଭୁବନେଶ୍ୱର: ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ […]
ପୁରୀ: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀ ଶରଧାବାଲି ସ୍ଥିତ ଭୋଳାନାଥ ବିଦ୍ୟାପୀଠରେ ଚାଲିଥିବା ପଲ୍ଲୀଶ୍ରୀ ମେଳା ପରିସରରେ ଆୟୋଜିତ ହୋଇଛି ସ୍ବତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ଓଡ଼ିଆ ସଂସ୍କୃତି ତଥା […]
ପୁରୀ: ଗତକାଲି ପୁରୀ ରଥଯାତ୍ରାରେ ଦେଖିବାକୁ ମିଳିଲା ଏକ ବିରଳ ଦୃଶ୍ୟ। ଏହା କୌଣସି ଧାର୍ମିକ ଘଟଣା ହୋଇ ନ ଥିଲେ ମଧ୍ୟ ସାରା ଓଡିଶାରେ ତାହା ବେଶ ଚର୍ଚ୍ଚା ଚାଲିଛି। ତାହା ହେଲା ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡଦାଣ୍ଡରେ […]
ପୁରୀ: ଆଜି ସକାଳୁ ପୁରୀ ବେଳାଭୂମିରେ ମର୍ଣ୍ଣିଂୱାକ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜର ସୁରକ୍ଷା କର୍ମୀଙ୍କ ଗହଣରେ ସେ ବେଳାଭୂମିରେ ବେଶ କିଛି ସମୟ ଚାଲିଥିଲେ। ହଠାତ ରାଷ୍ଟ୍ରପତି ବେଳାଭୂମିରେ ଚାଲୁଥିବାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ରାଷ୍ଟ୍ରପତି ରଥଯାତ୍ରା […]
ଭୁବନେଶ୍ବର: ନିର୍ବାଚନରେ ବିପର୍ଯ୍ୟୟର ବହୁଦିନ ପରେ ବିଜେଡିର ଚେତା ପଶିଛି। ଏବେ ରାଜ୍ୟ କମିଟର ବ୍ୟାପକ ପରିବର୍ତ୍ତନ କରିଛି। କେବଳ ଜିଲ୍ଲା ଏବଂ ତଳ ସ୍ତରୀୟ କମିଟଗୁଡିକରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କେବଳ ରାଜ୍ୟ ସ୍ତରୀୟ କମିଟରେ ଏହି ପରିବର୍ତ୍ତନ […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଳକ ଅନ୍ତର୍ଗତ ନଇରୀ ନିକଟ ଲୀଳାକ୍ଷେତ୍ର କାଙ୍କଣଶିଖରୀ ଠାରେ ମହାସମାରୋହରେ ବିଶ୍ୱନିୟନ୍ତାଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚିଲିକା ହ୍ରଦର ଅଥଳ ଜଳରାଶିରେ ସୁସଜ୍ଜିତ ନୌକା ରଥରେ ଚତୁର୍ଦ୍ଧାମୂର୍ତ୍ତି ଯାତ୍ରା କରିଥିଲେ। ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁ […]
ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ପବିତ୍ର ସହର ପୁରୀରେ ଆୟୋଜିତ ବାର୍ଷିକ ରଥଯାତ୍ରା ମହୋତ୍ସବରେ ଯୋଗ ଦେଇଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ ତାଙ୍କ ଅନୁଭୂତି ବିଷୟରେ ଲେଖିଛନ୍ତି: “ଜୟ ଜଗନ୍ନାଥ! ଆଜି ପୁରୀରେ ପବିତ୍ର ରଥଯାତ୍ରା ଅବସରରେ ହଜାର […]
ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଜନ ସାଧାରଣ ଙ୍କୁଉତ୍ତମ ଭାବେ ଆୟୁର୍ବେଦ ଓ ହୋମିଓପ୍ୟାଥିକ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ଆୟୁର୍ବେଦ ଓ ହୋମିଓପ୍ୟାଥିକ ପଦ୍ଧତି ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ମେଗା ସ୍ୱାସ୍ଥ୍ୟ କ୍ୟାମ୍ପ […]
ଭୁବନେଶ୍ବର: ଆଜି ରଥ ଯାତ୍ରା ସମୟରେ ଭିଡ଼ ଯୋଗୁ ବଲାଙ୍ଗିର ସଇଁତଳାର ଜଣେ ଶ୍ରଦ୍ଧାଳୁ ଲଳିତ ବାଗର୍ତିଙ୍କ ମୃତ୍ୟୁ ଘଟିଛି। ସେ ରଥଟାଣିବା ବେଳେ ଶ୍ବାସରୁଦ୍ଧ ହୋଇପଡିଥିବାର ଜଣାପଡିଛି। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା […]
ପୁରୀ: ଆଜି ମହାପ୍ରଭୃଙ୍କ ରଥଯାତ୍ରାର ପ୍ରଥମ ଦିନରେ ତିନି ରଥ ଆଗପଛ ହୋଇ ସିଂହଦ୍ବାରରୁ ଅଳ୍ପ ଦୂରରେ ରହିଛନ୍ତି। ପ୍ରଥମେ ବଡଭାଇ ବଳଭଦ୍ର ଏବଂ ପରେ ମା ସୁଭଦ୍ରାଙ୍କ ରଥ ଟଣାଯାଇଥିଲା। ଏହାପରେ ନନ୍ଦିଘୋଷ ରଥ କେତେ ହାତ ଗଡିବା ପରେ […]
ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଗୁଣ୍ଡିଚା ରଥଯାତ୍ରାରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ମାଦଳା ପାଞି ଓ କିମ୍ବଦନ୍ତି ଅନୁଯାୟୀ ପୁରୀର ଷୋଳ କଳାରୁ ରଣପୁରରେ ଗୋଟିଏ କଳା ରହିଛି। ପୁରୀରେ […]
ଭୁବନେଶ୍ବର, ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ପରଂପରା କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ଏହାର ପ୍ରମାଣ ବିଭିନ୍ନ ସମୟରେ ଐତିହାସିକମାନେ ବର୍ଣ୍ଣନା କରିଛନ୍ତି। ସେହିପରି ବହୁ ପ୍ରାଚୀନ ପୁରାଣରେ ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ମଧ୍ୟ ରହିଛି। ସେଗୁଡିକ ମଧ୍ୟରେ […]
ଭୁବନେଶ୍ବର: ଆଜି ହେଉଛି ରଥଯାତ୍ରା। ତେବେ ସବୁ ବର୍ଷ ରଥାଯାତ୍ରା ହୁଏ। ହେଲେ ଏଥର ରଥଯାତ୍ରା ହେଉଛି ଏକ ବିରଳ ରଥଯାତ୍ରା। କାରଣ ହେଲା ଏଥର ରଥଯାତ୍ରା ଦୁଇଦିନ ଧରି ହେବ। ଚଳିତ ବର୍ଷ ଅନବସର ପନ୍ଦର ଦିନ ପରିବର୍ତ୍ତେ ତେର […]
ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଭୁବନେଶ୍ୱରଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ସମାରୋହରେ ଯୋଗ ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; ବରଂ ସେ […]
ରଣପୁର: ଆଜି ପବିତ୍ର ଗୁଣ୍ଡିଚା ଯାତ୍ରା, ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜଗତର ନାଥ ଜଗନ୍ନାଥ ରଥା ରୁଢ ହୋଇଯିବେ ମାଉସୀ ଘରକୁ। ସେଥିପାଇଁ ରଣପୁର ରଜବାଟୀ ସମ୍ମୁଖରେ ୩ ଟି ରଥ ଏବେ ସୁସଜ୍ଜିତ ହୋଇ ଠିଆ ହୋଇଛି ମହାପ୍ରଭୁଙ୍କ […]
ଭୁବନେଶ୍ବର: ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ପୁରୀ ବଡ ଦାଣ୍ଡରେ ରଥ ଉପରେ ବିଜେ କରିବେ ପ୍ରଭୃ ଜଗନ୍ନାଥ, ମା ସୁଭଦ୍ରା ଏବଂ ବଡ ଭାବେ ବଳଭଦ୍ର। ଏହି ଉପଲକ୍ଷେ ଆଜି ସିଂହଦ୍ବାର ସମ୍ମଖରେ ଲାଗିଛି ତିନି ରଥ। ରଥ ନିର୍ମାଣ […]