ଭୁବନେଶ୍ୱର, ଆଜି ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଟାଟା ପାଓ୍ୱାର କଲ୍ସେଣ୍ଟର ସ୍ଥାନୀୟ କଲ୍ୟାଣୀ କଂପ୍ଲେକ୍ସରେ ଉଦ୍ଘାଟିତ ହୋଇଯାଇଛି । ଏହା ୨୪/୭ ଘଣ୍ଟା ଅବିରତ ଭାବେ କାର୍ଯ୍ୟ କରିବ। ଏହି କଲ୍ […]
କଟକ, ଆଜି କଟକ ସହରରୁ ଏକାଥରେ 81 ଜଣ କରୋନା ସଂକ୍ରାମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 38 ଜଣ କଂଣ୍ଟେନମେଣ୍ଟ ଜୋନରୁ, 26 ଜଣ ହୋମ କ୍ବାରଣ୍ଟାଇନରୁ, 12 ଜଣ ଲୋକାଲ କଣ୍ଟାଟ୍ ଏବଂ 5 ଜଣ କୋଭିଡ ସେଣ୍ଟରରୁ […]
ଭୁବନେଶ୍ବର, ଆସନ୍ତା ନଅ ତାରିଖରେ ଉତ୍ତର ଏବଂ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ଏକ ଲଘୁ ଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହା ଧିରେ ଧିରେ ଘନିଭୂତ […]
ଭୁବନେଶ୍ବର, ଆଜି ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା କୋଭିଡ ହସପିଟାଲ ଏବଂ କେୟାର ସେଣ୍ଟରରେ ଅଗ୍ନି ନିରୋଧ ପକ୍ରିୟା ଯାଞ୍ଚ ଆରମ୍ଭ ହୋଇଛି। ଅଗ୍ନିଶମ ବିଭାଗର ଡିଜି ସତ୍ୟଜିତ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଥିବା ସମସ୍ତ ଅଗ୍ନିଶମ କେନ୍ଦ୍ର କର୍ମଚାରୀ […]
ଭୁବନେଶ୍ବର, ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିକେନ୍ଦ୍ରୀକରଣ କରିବା ପାଇଁ ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତି ନେଇଛନ୍ତି। ତାହା ହେଲା ରାଜ୍ୟର ଛଅଟି ଥାନାକୁ ଦୁଇ ଭାଗ କରାଯିବ। ଆଜି ଏ ସଂକ୍ରାନ୍ତ ଫାଇଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି […]
ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୦୫ ପୋଲିସ ପଦବୀକୁ ଅନୁମତି ପ୍ରଦାନ କରିଛନ୍ତି। ଏହି ଅଧିକାରୀମାନେ ୨୨୦ ଟି ଥାନାରେ ନିଯୁକ୍ତି ହେବେ। ଏଥିସହିତ ରାଜ୍ୟର ଆଉ ୬ଟି ଥାନାକୁ ସୁଦୃଢ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ମଂଜୁରୀ ପ୍ରଦାନ […]
ଭୁନେଶ୍ୱର: ରାଜ୍ୟରେ କରୋନାରେ ଆଉ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୪୭ରେ ପହଞ୍ଚିଛି। ଆଜି ଆସିଥିବା ସଦ୍ୟତମ ରିପୋର୍ଟ ଅନୁସାରେ ସୁନ୍ଦରଗଡ଼ରୁ ୩, ବ୍ରହ୍ମପୁରରୁ ୩, ମୟୂରଭଞ୍ଜ, ସମ୍ବଲପୁର, କେନ୍ଦ୍ରାପଡ଼ା , ଢେଙ୍କାନାଳ, ଗଜପତି, […]
ଭୁବନେଶ୍ବର: ଆଜି ୨୯ ଜିଲ୍ଲାରୁ ମୋଟ୍ ୧୮୩୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୮ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୨୭୯ଜଣ, ସୁନ୍ଦରଗଡରୁ ୧୧୦, କଟକରୁ ୧୨୪, ସମ୍ବଲପୁରରୁ ୩୯, ବରଗଡରୁ ୮, କନ୍ଧମାଳରୁ ୧୬, ମାଲ୍କାନଗିରିରୁ ୩୬, […]
ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୧୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୧୧୮ଜଣ ଚିହ୍ନଟ ହୋଇଥିବାବେଳେ ୭୧୫ଟି […]
କୋଣାର୍କ : ଅଭିଯୁକ୍ତଙ୍କ ଧରିବାକୁ ଯାଇ ଗାଁରେ ପୁଲିସ ହଟହଟା ହୋଇଛନ୍ତି। ପୁରୀ ଜିଲ୍ଲା ଗୋପ ଥାନାରେ ଏଭଳି ଘଟଣା ଘଟିଛି । ଗୋପ ଆଇଆଇସିଙ୍କ ସମେତ 10 ପୁଲିସ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁଲୋକ। ଗୋପ ରେଢୁଆ ଗାଁକୁ ଯାଇଥିବାବେଳେ […]
ଯାଜପୁର : ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 3ଜଣ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବରରୁ ଏକ କାର […]
ଭୁବନେଶ୍ବର,ଭାରତର ସିଏଜି ଭାବେ ଗିରିଶ ଚନ୍ଦ୍ର ମୂର୍ମୁ ନିଯୁକ୍ତି ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଛନ୍ତି। ଗତକାଲି ମୁର୍ମୁ ଭାରତ ସମୀକ୍ଷକ ଓ ମହାଲେଖ ପରୀକ୍ଷକ ବା Comptroller and Auditor General of India ଭାବେ ନିଯୁକ୍ତି […]
ସୀତରାମ ଅଗ୍ରଓ୍ବାଲ ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସମଗ୍ର ଜିଲ୍ଲାରେ ଆଜି ୨୨0 ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ଯଦି ଏହିପରି ଆକ୍ରାନ୍ତ ବଢୁଥିବେ ତାହାଲେ ଅଳ୍ପ ଦିନ […]
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଆଉ 118 ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ନୂତନ 118 ଆକ୍ରାନ୍ତଙ୍କ ମଧ୍ୟରେ 71 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 47ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛନ୍ତି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା […]
ପୁରୀ : ଏଣିକି ଜଗାର ଦର୍ଶନ ଅନ୍ଲାଇନ୍ରେ କରିପାରିବେ। ପରିଚୟପତ୍ର ଓ ତଥ୍ୟ ଦେଇ ଜଣେ ଅନଲାଇନ୍ରେ ବୁକିଂ କରିପାରିବେ। କେଉଁଦିନ ଏବଂ କେଉଁ ସମୟରେ ଦର୍ଶନ ସୁବିଧା ମିଳିବ, ସେନେଇ ଜଣାଇ ଦିଆଯିବ। ଅନଲାଇନ୍ ଜରିଆରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇବା […]
ଭୁବନେଶ୍ବର, ମାତ୍ରାଧିକ ବର୍ଷା ଦ୍ୱାରା ମୁମ୍ବାଇ ରେ ରେଳଧାରଣା ଉପରେ ପାଣି ଜମିରହିଥିବା ଯୋଗୁଁ ଗତକାଲି (୦୫.୦୮.୨୦୨୦ ବୁଧବାର) ମୁମ୍ବାଇରୁ ଛାଡିବାକୁ ଥିବା ୦୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନ କୁ ବାତିଲ କରାଯାଇଅଛି। ସଂଯୋଗକାରୀ ଟ୍ରେନ ନଆସିବା ଯୋଗୁଁ ଆସନ୍ତା […]
ଉମରକୋଟ : ତେଲ ନଦୀରେ ତିନିଜଣ ଶିଶୁ ଡୁବି ଯାଇଛନ୍ତି । ନବରଙ୍ଗପୁର ଜିଲ୍ଲା ତୋହରା କୋଟଲଡିହି ଗାଁ ନିକଟରେ ଏକ ଅଭାନବୀୟ ଘଟଣା ଘଟିଛି । ତେଲ ନଦୀରେ ତିନିଜଣ ଶିଶୁ ବୁଡି ଯାଇଛନ୍ତି । ଗାଧୋଇବାକୁ ଯାଇଥିବାବେଳେ ଏହି […]
ବଲାଙ୍ଗିର : ଓଡ଼ିଶାର ଏହି ଜିଲ୍ଲା 4 ଦିନ ପାଇଁ ସଟ୍ଡାଉନ୍ ରହିବ । ବଲାଙ୍ଗିର ଜିଲ୍ଲାକୁ ଆସନ୍ତା 4 ଦିନ ପାଇଁ ସଟ୍ଡାଉନ୍ କରାଯିବ । ଚାରି ଦିନ ସଟ୍ଡାଉନ୍ ହେବା ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି । […]
ଭୁବନେଶ୍ବର : ରାଜ୍ୟରେ ସମସ୍ତ କୋଭିଡ୍ ହସ୍ପିଟାଲରେ ଅଗ୍ନିନିରାପତ୍ତା ଯାଞ୍ଚ କରାଯିବ । ଯାଞ୍ଚ ନେଇ ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତିଙ୍କ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଅଗ୍ନି ନିରାପତ୍ତା ଯାଞ୍ଚ କରିବାକୁ ଏଏଫ୍ଓ ଏବଂ ଡିଏଫ୍ଓମାନଙ୍କୁ କୁହାଯାଇଛି । […]
ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗର 10 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । 10 କର୍ମଚାରୀଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିଥିବା ବିଭାଗର ସୂଚନା ରହିଛି । ସଂକ୍ରମିତ ସମସ୍ତ 10 କର୍ମଚାରୀଙ୍କୁ ଆଇସୋଲେସନ୍ରେ ରହିବାକୁ ନିର୍ଦ୍ଦେଶ ରହିଛି […]
ଖୋର୍ଦ୍ଧା: ଖୋର୍ଦ୍ଧା ଏସ୍ପି ଅଜେୟ ପ୍ରତାପ ସ୍ବାଇଁଙ୍କୁ କରୋନା। ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସୂଚନା ଦେଇଛନ୍ତି ଏସ୍ପି। ଜିଲ୍ଲା ପୋଲିସ୍ ମୁଖ୍ୟାଳୟର ଜଣେ ଷ୍ଟାଫ୍ ସଂକ୍ରମିତ ହୋଇଥିଲେ। ସମ୍ପୃକ୍ତ ଷ୍ଟାଫ୍ ସଂକ୍ରମିତ ହେବାରୁ ଅନ୍ୟମାନଙ୍କ ସ୍ବାବ୍ ନିଆଯାଇଥିଲା। ସ୍ବାବ୍ […]