ଫଟୋ ଖବର

କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଘରେ ପଣସ , କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନରେ ପଣସ, ମନ୍ତ୍ରୀ ସକାଳୁ ସକାଳୁ ଦେଖି ବେଶ ଖୁସ

ପୁରୀ, ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ବିଭିନ୍ନ ନୀତିକାନ୍ତି ତଥା ଯାନିଯାତ୍ରାରେ ଶ୍ରୀବିଗ୍ରହମାନେ ଲୋକକଲ୍ୟାଣ ନିମିତ୍ତ ତଥା ବିଭିନ୍ନ କାର୍ଯ୍ୟର ପ୍ରାରମ୍ଭ ନିମିତ୍ତ ଆଜ୍ଞା ବା ଆଦେଶ…

ବାରିପଦା, ନିଜର ଜନ୍ମ ଦିନରେ ବିଧାୟକ, ବିଜେଡି ସାଧାରଣ ସମ୍ପାଦକ ଏବଂ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ବାରିପଦା ରଘୁନାଥପୁର ହରିହର ମନ୍ଦିର ଦର୍ଶନ…

ପାଟନା, ଆଜି ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରେ ଲାଗିଛି। ସେହିପରି ବିହାରରେ ମଧ୍ୟ ଆଜି ପ୍ରବଳ ବର୍ଷା ହୋଇଛି। ତେବେ କୌତୁହଳର କଥା ବିହାରର…

କୋଲକାତା : ମହାମାରୀ କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ 5.0ରେ ଗଙ୍ଗାନଦୀରେ ମତ୍ସ୍ୟଜୀବୀମାନେ ମାଛ ଧରିବା କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି।

ଅମ୍ରିତସର: କଂଗ୍ରେସ କର୍ମୀମାନେ ଗଲଓ୍ବାନ ସଂଘର୍ଷରେ ଶହୀଦ ହୋଇଥିବା 20 ଭାରତୀୟ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ।

ପୁରୀ, ଗତବର୍ଷ ପରି ଚଳିତ ବର୍ଷ ରଥଯାତ୍ରାରେ ମଧ୍ୟ ଭଳିକି ଭଳି ଫୁଲମାଳାରେ ଝଟକି ଉଠିଥିଲା ଶ୍ରୀମନ୍ଦିର। ଜଣେ ଭକ୍ତଙ୍କ ବଦାନ୍ୟରେ କରାଯାଇଥିଲା ଏହି ଫୁଲର ମନ୍ଦିର।

ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଛତିଶଗଡ କଙ୍କର ଜିଲ୍ଲାଠାରେ ବିଏସ୍‌ଏଫ୍‌ ଯବାନଙ୍କ ଯୋଗ ପ୍ରଦର୍ଶନ

ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି ।…