ଲକ ଡାଉନ ସମୟରେ ଧାମନଗର ଏନଏସି ତରଫରୁ ବୁଲା ପଶୁଙ୍କୁ ଦିଆଯାଉଛି ଖାଦ୍ୟ
ଆଜି ମାତୃଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, କରୋନା ଯୋଦ୍ଧାଙ୍କୁ ସଲାମ
ରାମଅଭିଷେକ ଉତ୍ସବର ଶ୍ରୀମନ୍ଦିର ପାଳନ କରାଯାଇଥାଏ। ଏଥିପାଇଁ ଏକ ସ୍ବତନ୍ତ୍ର ବିମାନରେ ରାମ ଲକ୍ଷ୍ଣଣ ସୀତାଙ୍କ ସହିତ ହନୁମାନଙ୍କ ପ୍ରତିମା ସହର ପରିକ୍ରମା କରିଥାନ୍ତି।
ତାମିଲୁନାଡୁର କାଞ୍ଚିପୁରମ ଜିଲ୍ଲାରେ ଥିବା ଭାଲ୍ଲାକୋଟ୍ଟାଇ ସୁବ୍ରମାନ୍ୟ ସ୍ବାମୀ ମନ୍ଦିର
ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ନିକଟରେ ଚାଲିଛି ସାନିଟାଇଜେସନ କାର୍ଯ୍ୟ
ଖଲିକୋଟ ନିକଟସ୍ଥ ଏକ ସ୍ଥାନରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ଏକ ପ୍ରାଚୀନ ମନ୍ଦିର
ଭୁବନେଶ୍ବରର ପଟିଆ ନିକଟସ୍ଥ କଳାରାହଙ୍ଗରେ 12ଶ ଶତାଦ୍ଧୀର ପ୍ରାଚୀନ ମନ୍ଦିର ଜଳେଶ୍ବର ମନ୍ଦିର ଶୋଭା ପାଉଛି। ଏହି ମନ୍ଦିର ଗଠନ ଶୈଳୀକୁ ଲକ୍ଷ କରି କେହି କେହି 2ୟ ଲିଙ୍ଗରାଜ ମନ୍ଦିର ବୋଲି କହିଥାନ୍ତି।
ଚୈତ୍ର ମାସ ଶେଷ ମଙ୍ଗଳବାରରେ ମା ମଝିଘରିଆଣିଙ୍କ ଦର୍ଶନ ପାଇଁ ବିଭୋର ଭକ୍ତ
ପୁରୀ, ଆଜି ଶ୍ରୀମନ୍ଦିରରେ ପବିତ୍ର ବନବାସ ଓ କନ୍ଦର୍ପ ଅଧିବାସ ନୀତି ଅନୁଷ୍ଠିତ ହେଉଅଛି । ଆଜ୍ଞାମାଳ ପାଇ ରାମ, ଲକ୍ଷ୍ମଣ ଏବଂ ସୀତାଦେବୀ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି। ସେଠାରେ ମାର୍କଣ୍ଡେଶ୍ଵର ସାହି ଲୋକେ ବନବାସ ପ୍ରସ୍ତାବ (ଲୀଳା) […]
ବେଲୁର ମଠରେ ପୂଜାପାଠରେ ନିମଗ୍ନ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଗଂଜାମ ଜିଲ୍ଲାର ଛତ୍ରପୁରଠାରେ ଥିବା ବିଶେଶ୍ବରାୟ ମନ୍ଦିରରେ ଭକ୍ତଙ୍କୁ ଟାଣି ଆଣୁଛି ଏହି ବୃହତ ବିଶ୍ବରୂପ ପ୍ରତିମୂର୍ତ୍ତି।
କୋଭିଡ କଟକଣା ଭିତରେ ଶେଷ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା
ଓଡିଶାର ପ୍ରସିଦ୍ଧ ଦେବୀ ମନ୍ଦିର ମା ସମଲେଶ୍ବରୀ ମନ୍ଦିର ସବୁବେଳେ ଭକ୍ତଙ୍କୁ କରେ ଆକୃଷ୍ଟ
ପଶ୍ଚିମ ବଂଗ ନିର୍ବାଚନ ପ୍ରଚାରରେ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ସାହା
କରୋନା ଅମାନିଆଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସର ତନାଘନା
Bhubaneswar, Submerged Shiva Temple. The demarcation point between Jharsuguda and Sambalpur, Odisha, Bharat. This view is only seen in early spring or autumn.
ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କୋଭିଡ ଆଇନ ପାଳନର ତଦାରଖ କରୁଛନ୍ତି ପୋଲିସ
ପ୍ରବଳ ଖରା: ଏହି ଫଟୋ ଉପରେ କିଛି ଲେଖିବାର ଆବଶ୍ୟକ ନାହିଁ
ଗତକାଲି କରୋନା ଟିକାର ଦ୍ବିତୀୟ ଡୋଜ ନେବା ପରେ ସ୍ବାସ୍ଥ୍ୟ କର୍ମିଙ୍କ ସହିତ ପ୍ରଧାନମନ୍ତ୍ରୀ
ଏପ୍ରିଲ 8 ତାରିଖ 1962 ମସିହାରେ ପଣ୍ଡିତ ଜବାହାରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଭାବେ ନେଉଛନ୍ତି ଶପଥ। ତାଙ୍କୁ ରାଷ୍ଟ୍ରପତି ଡ ରାଜେନ୍ଦ୍ର ପ୍ରସାଦ କରାଉଛନ୍ତି ଶପଥ। April 8, 1962: President Dr Rajendra Prasad administering the oath of […]
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେଉଛନ୍ତି କରୋନା ଟିକା