ଫଟୋ ଖବର

ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରର ଏହି ଅବସରରର ଅନ୍ୟ ବିଶେଷ ନୀତି ଅନୁଷ୍ଠିତ ହେବା ସହ ମହାପ୍ରଭୁଙ୍କୁ ମକର ଚାଉଳ ଭୋଗଲାଗି ହୋଇଥାଏ ।

କରୋନା ଟିକାକୁ କେନ୍ଦ୍ର ସରକାର ଅନୁମୋଦ କରିବା ପରେ ପୁନାସ୍ଥିତ ସେରମ ଅନୁଷ୍ଠାନର କର୍ମଚାରୀଙ୍କ ଫଟୋସେସନ

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ସ୍ଥିତି ପରଖୁଛନ୍ତି ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ

ଅମରାବତୀ, ଆନ୍ଧ୍ରପଦେଶର ଆନ୍ଧ୍ରପ୍ରଦେଶର ଲେଡି ଗଭର୍ଣ୍ଣର ଏବଂ ଗଭର୍ଣ୍ଣର ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନୂଆ ବର୍ଷର ଅଭିନନ୍ଦନ ପ୍ରଦାନ କରୁଛନ୍ତି ଦୁର୍ଗା ମାଲେଶ୍ବରୀ ସ୍ବାମୀଦେବ ଆସ୍ଥାନର ପୂଜକ।

ଆନ୍ଧ୍ରପଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ରାଜଭବନରେ ସାକ୍ଷାତ କରୁଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ। ନୂଆ ବର୍ଷ ଉପଲକ୍ଷେ ଦେଇଛନ୍ତି ଏକ ଉପହାର