ଫଟୋ ଖବର ଆଜି କୋଲକାତାର ଇଡେନ ଗାର୍ଡେନରେ ହେବାକୁ ଥିବା ଐତିହାସିକ ପିଙ୍କ ବଲ ଟେଷ୍ଟ ଲାଗି ଭାରତୀୟ ଖେଳାଳିମାନଙ୍କ ଅଭ୍ୟାସ ପ୍ରଦର୍ଶନ
ଫଟୋ ଖବର କୁଏତରେ ଚାଲିଥିବା ଷଷ୍ଠ ଓଟ ଦୌଡ ଟୁର୍ଣ୍ଣାମେଣ୍ଟରେ ଓଟ ଗୁଡିକ ରୋବଟ ଜକୀ ପରିଧାନ କରି ଅଂଶଗ୍ରହଣ କରିବା ଅବସରରେ
ଫଟୋ ଖବର ଶବରୀମାଲାରେ ଚାଲିଥିବା ମଣ୍ଡଳମକରଭିଲାକ୍କୁ ଉତ୍ସବ ଅବସରରେ ଆୟପ୍ପା ଭକ୍ତଙ୍କ ଗହଳିକୁ ନିୟନ୍ତ୍ରଣ ଲାଗି ରାସ୍ତାରେ ଦଉଡି ଟଣା ହୋଇଛି
ଫଟୋ ଖବର ଅପକମିଙ୍ଗ୍ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ପ୍ରମୋସନ୍ ଅବସରରେ କାର୍ତ୍ତିକ ଆର୍ଯ୍ୟନ୍, ଭୂମି ପେଡେନ୍କର୍ ଓ ଅନନ୍ୟା ପାଣ୍ଡେ