ଲକ୍ଷ୍ନୌ: ଏକ ରୋମାଞ୍ଚକର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ଗୁଜୁରାଟ ଟାଇଟାନ୍ସ ୭ ରନରେ ପରାସ୍ତ କରିଛି। ଅନ୍ତିମ ଓଭରରେ ଲଗାତାର ୪ ଟି ୱିକେଟ୍ ନେଇ ଗୁଜୁରାଟ ମ୍ୟାଚର ଦିଗ ବଦଳାଇଥିଲା। କମ୍ ସ୍କୋର ସତ୍ତ୍ୱେ ବୋଲରଙ୍କ ଶକ୍ତିରେ ଗୁଜରାଟ […]
ନୂଆଦିଲ୍ଲୀ: ଆଜି ଆଇପିଏଲ୍ ର ପ୍ରଥମ ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌର ‘ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମ୍’ରେ ଉଭୟ ଦଳ ମୁହାଁମୁହିଁ ହେବେ। […]
ନୂଆଦିଲ୍ଲୀ: ଆଇପିଏଲରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ରାଜସ୍ଥାନ ରୟାଲ୍ସର ଦଳ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ରାଜସ୍ଥାନ ରୟାଲ୍ସକୁ ୧୦ ରନ୍ ରେ ପରାସ୍ତ କରିଛି। ଦୁଇ ଦଳ ମଧ୍ୟରେ ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ […]
ନୂଆଦିଲ୍ଲୀ: ଆଜି ଆଇପିଏଲ୍ ରେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭.୩୦ ରେ ଆରମ୍ଭ […]
ନୂଆଦିଲ୍ଲୀ: ଆଇପିଏଲର ୧୬ ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ଆଇପିଏଲ୍-୨୦୨୩ ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୩୧ ତାରିଖରେ ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୭୦ ଟି ମ୍ୟାଚ୍ ଖେଳାଯିବ। ଆଇପିଏଲ୍-୨୦୨୩ […]
ନୂଆଦିଲ୍ଲୀ/ ଭୁବନେଶ୍ୱର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଋତୁରେ ଜିଓ ସିନେମାରେ ମ୍ୟାଚ୍ ଦେଖୁଥିବା ଦର୍ଶକଙ୍କ ସଂଖ୍ୟାରେ ପ୍ରତିଦିନ ନୂଆ ରେକର୍ଡ ସ୍ଥାପନ ହେଉଛି। ଚେନ୍ନାଇ ସୁପର କିଙ୍ଗସ୍ (ସିଏସ୍କେ) ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍କୁ […]
ନୂଆଦିଲ୍ଲୀ: ଆଇପିଏଲ୍-୨୦୨୩ ର ୨୫ ତମ ମ୍ୟାଚ୍ ରେ ନିଜ ଘରେ ସନରାଇଜର୍ସ ହାଇଦ୍ରାବାଦକୁ ମୁମ୍ବାଇ ଇଣ୍ଡିଆନ୍ସ ୧୪ ରନ୍ ରେ ପରାସ୍ତ କରିଛି। ଏହା ସହିତ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ବିଜୟରେ ହ୍ୟାଟ୍ରିକ୍ ଲଗାଇଛି। ଏହି ମ୍ୟାଚ୍ରେ ୧୯୩ ରନ୍ର […]
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୩ ରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳ ମଧ୍ୟରେ ସଂଘର୍ଷ ହେବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ହାଇଦ୍ରାବାଦର ଘରୋଇ ଗ୍ରାଉଣ୍ଡ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ପଏଣ୍ଟ ଟେବୁଲର […]
ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଜିତିବା ପାଇଁ ୨୨୭ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଡିଭନ୍ କନୱେ ୪୫ ବଲରେ ସର୍ବାଧିକ ୮୩ ରନ୍ ସଂଗ୍ରହ କରିଥିଲେ। […]
ନୂଆଦିଲ୍ଲୀ: ଏମଏସ ଧୋନି ଏବଂ ବିରାଟ କୋହଲି ଆଜି ଆଇପିଏଲରେ ମୁହାଁମୁହିଁ ହେବେ। ଉଭୟ ବରିଷ୍ଠ ଖେଳାଳି ଦ୍ୱୟ ନିଜ ନିଜ ଦଳକୁ ପଏଣ୍ଟ ଟେବୁଲରେ ଉପରକୁ ନେବା ପାଇଁ ଚେଷ୍ଟା କରିବେ। ବର୍ତ୍ତମାନ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ […]
ନୂଆଦିଲ୍ଲୀ: ଆଇପିଏଲର ୧୬ ତମ ସଂସ୍କରଣର ୨୨ ତମ ଲିଗରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ ପାଇଁ ମୁମ୍ବାଇ ଦଳ ଖେଳାଳି ଏକାଦଶରେ ଅନେକ ପରିବର୍ତ୍ତନ […]
ନୂଆଦିଲ୍ଲୀ: ଆଇପିଏଲ୍-୨୦୨୩ ର ୨୨ ତମ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛି। କେକେଆର ବିପକ୍ଷରେ ଟସ୍ ଜିତିବା ପରେ ମୁମ୍ବାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ରୋହିତ ଶର୍ମା ଆଜିର ମ୍ୟାଚ୍ […]
ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକ ବିଜୟ ସହିତ ଆଇପିଏଲ-୨୦୨୩ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା, କିନ୍ତୁ ଏହା ପରେ ଦଳକୁ ଲଗାତାର ୨ ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ […]
ଭୁବନେଶ୍ୱର: ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଲକ୍ଷ୍ୟର ପିଛା କରୁଥିବା ବେଳେ ଯେତେବେଳେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଏମଏସ ଧୋନି ଛକା ବର୍ଷା କରୁଥିଲେ ସେତେବେଳେ ଜିଓ ସିନେମାରେ ଏହାକୁ ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ୨.୨ କୋଟି ଟପିଯାଇଥିଲା। ଚଳିତ ଆଇପିଏଲ ୨୦୧୩ […]
ନୂଆଦିଲ୍ଲୀ: ଆଜି ଆଇପିଏଲରେ ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଲଢେଇ ହେବ। ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଲିଆମ୍ ଲିଭିଙ୍ଗଷ୍ଟୋନ ପଞ୍ଜାବ ଦଳରେ ଯୋଗ ଦେଇଛନ୍ତି। ଏଭଳି ପରିସ୍ଥିତିରେ ପଞ୍ଜାବ ଦଳକୁ ବହୁତ ଶକ୍ତି ମିଳିବ। ଏଥି ସହିତ ଗୁଜୁରାଟ […]
ନୂଆଦିଲ୍ଲୀ: ଆଜି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ମଧ୍ୟରେ ଲଢେଇ ହେବ। ଏହି ଉଭୟ ଦଳ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ରେ ମୁହାଁମୁହିଁ ହେବେ। ଏହି ପ୍ରତିଯୋଗିତା ଏକ ସଙ୍ଘର୍ଷପୂର୍ଣ୍ଣ ପ୍ରତିଯୋଗିତା […]
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଏକ ନୂଆ ଧାରା ସାମ୍ନାକୁ ଆସିଛି। ଟିଭିକୁ ଛାଡ଼ି ବିଜ୍ଞାପନଦାତାମାନେ ଡିଜିଟାଲ୍ ଆଡ଼କୁ ମୁହାଁଇଥିବା ଦେଖିବାକୁ ମିଳିଛି। ବିଏଆର୍ସି (ବାର୍କ) ଇଣ୍ଡିଆର ଟିଭି ରେଟିଂ ଅନୁସାରେ ଗତବର୍ଷ ଆଇପିଏଲ୍ର ପ୍ରଥମ ମ୍ୟାଚ୍ରେ ୫୨ ଜଣ […]
ନୂଆଦିଲ୍ଲୀ: ଆଜି ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ (SRH) ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ଦଳ ନିଜ ନିଜ ପୂର୍ବ ମ୍ୟାଚରେ ପରାସ୍ତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଆଜିର ମ୍ୟାଚ୍ରେ ଏହି ଦୁଇ ଦଳର ବିଜୟ […]
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ର ଦ୍ୱିତୀୟ ମ୍ୟାଚ୍ ରେ କୋଲକାତା ନାଇଟ୍ ରାଇଡର୍ସକୁ ପଞ୍ଜାବ କିଙ୍ଗସ୍ ପରାସ୍ତ କରିଛି। ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ପଞ୍ଜାବ ୭ ରନ୍ ରେ ମ୍ୟାଚ୍ ଜିତିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୧୯୧ ରନ୍ ସଂଗ୍ରହ କରିଥିଲା। […]
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ର ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ (ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗସ୍ (CSK) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସର ଦଳ ମଧ୍ୟ ଚେନ୍ନାଇ ବିପକ୍ଷ ମ୍ୟାଚକୁ ୫ […]
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ନିଶା ବର୍ତ୍ତମାନ ସମଗ୍ର କ୍ରିକେଟ୍ ଦୁନିଆରେ ଦେଖାଯାଉଛି। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ (ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (CSK) ମଧ୍ୟରେ ପ୍ରଥମ ମ୍ୟାଚ୍ […]