ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଆୟୋଜିତ ଜାତୀୟ କିକ୍ବକ୍ସିଂ ଚାମ୍ପିଅନ୍ସିପ୍ ର ସବ୍ ଜୁନିୟର ଓ ଜୁନିୟର ବର୍ଗରେ ଓଡିଶା ଚାମ୍ପିଅନ୍ ହୋଇଛି । ସିନିୟର ବର୍ଗରେ ଓଡିଶା କୁ ରନର୍ସ ଅପ୍ ହୋଇଛି। ସୋଆ ବିଶ୍ୱବିଦ୍ୟାଳୟ ର […]
ମୁମ୍ବାଇ: ଆଇପିଏଲ୍-୨୦୨୨ ରେ ନିଜର ଗତି ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଟିମ୍ ଇଣ୍ଡିଆରେ ସ୍ଥାନ ସୃଷ୍ଟି କରିଥିବା ଭାରତୀୟ ବୋଲର ଉମରନ୍ ମଲିକ୍ ପୁଣି ଥରେ ତାଙ୍କ ଗତିର ଯାଦୁ ଦେଖାଇଛନ୍ତି। ଗତକାଲି ୱାନଖେଡେ ଠାରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ […]
ମୁମ୍ବାଇ: ଶିବମ ମାଭିଙ୍କ ମାରାତ୍ମକ ବୋଲିଂ ଏବଂ ଦୀପକ ହୁଡା ଓ ଅକ୍ସର ପଟେଲଙ୍କ ବିସ୍ଫୋରକ ବ୍ୟାଟିଂ ହେତୁ ଟିମ୍ ଇଣ୍ଡିଆ ମୁମ୍ବାଇର ୱାନଖେଡେ ଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ରେ ଶ୍ରୀଲଙ୍କାକୁ ୨ ରନ୍ ରେ ପରାସ୍ତ କରିଛି। ଏହା […]
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଆଜି ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ। ଏଥି ସହିତ, ଏହି ଟି-୨୦ ସିରିଜ୍ ପରେ ଦିନିକିଆ ସିରିଜ୍ ଖେଳାଯିବ। ତେବେ ଶ୍ରୀଲଙ୍କା […]
ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ୍ ଦଳ ତାର ଖେଳାଳିଙ୍କୁ ତାଲିକାଭୁକ୍ତ କରିଛି। ରବିବାର ଦିନ ଏକ ବିସିସିଆଇ ସମୀକ୍ଷା ବୈଠକ ହୋଇଥିଲା ଯେଉଁଥିରେ ୨୦ ଜଣ ସମ୍ଭାବ୍ୟ ଖେଳାଳି ବିଶ୍ୱକପ ପାଇଁ ତାଲିକାଭୁକ୍ତ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଏଫ୍ ଆଇ ଏଚ ପୁରୁଷ ବିଶ୍ଵକପ ହକି ଟ୍ରଫିକୁ କଳାହାଣ୍ଡି ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ବାଗତ କରାଯାଇଛି। ଦିବା ୧୨.୦୦ ଘ ସମୟରେ ଜିଲ୍ଲା ସିମା ଆମପାଣି ଠାରେ ବିଶ୍ଵକପ ଟ୍ରଫିକୁ […]
ରଣପୁର: ଗୋପାଳପୁର ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତାର ଶନିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ ଖୋର୍ଦ୍ଧା ଓ ପୁରୀ ମଧ୍ୟରେ ଖେଳା ଯାଇଥିଲା। ପୁରୀ ସ୍ପୋର୍ଟସ ଟିମ ୧-୦ ଗୋଲରେ ଖୋର୍ଦ୍ଧା ସ୍ପୋର୍ଟସ ଟିମକୁ […]
ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଭାବରେ ନୂତନ ବର୍ଷ ୨୦୨୩ ଆରମ୍ଭ କରିବେ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେଉଛି। ଏହି ସିରିଜ ପାଇଁ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱ […]
ଭୁବନେଶ୍ୱର: ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ୨୭ ତମ ଇଣ୍ଡିଆନ ଆସୋସିଏସନ୍ ଅଫ୍ କିକ୍ବକ୍ସିଂ ଅରଗାନାଇଜେସନ୍ସ (ଆଇଏକେଓ) ଜାତୀୟ କିକ୍ବକ୍ସିଂ ଚାମ୍ପିଅନ୍ସିପ୍ ୨୦୨୨ ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ଏହି ୪ ଦିନିଆ ଚାମ୍ପିଅନ୍ସିପ୍ରେ ଦେଶର ୧୫ଟି ରାଜ୍ୟରୁ ୫୦୦ରୁ […]
ନୂଆଦିଲ୍ଲୀ: ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ବ୍ୟାଟ୍ସମ୍ୟାନମାନେ ମ୍ୟାଚ୍ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ମ୍ୟାଚ୍ ଡ୍ର ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ପଏଣ୍ଟ ଟେବୁଲରେ ଅଧିକ […]
ରଣପୁର: ଗୋପାଳପୁର ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତାର ଆଜି ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ସେମି ଫାଇନାଲ ମ୍ୟାଚ ଗୋପାଳପୁର ଓ ଖଣ୍ଡପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖୋର୍ଦ୍ଧା ୩ଟି ଗୋଲ ଦେଇ ଫାଇନାଲକୁ ପ୍ରବେଶ […]
Rishabh Pant’s Car Crashed: ଆଜି ଏକ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି କ୍ରିକେଟର ଋଷଭ ପନ୍ଥ। ଏହି ଦୁଃର୍ଘଟଣାଟି ଏତେ ତୀବ୍ର ହୋଇଛି ଯେ ପନ୍ଥ ତାଙ୍କ ଜୀବନ କିପରି ବଞ୍ଚାଇଲେ ତାହା ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। କାରଣ ତାଙ୍କର […]
ନୂଆଦିଲ୍ଲୀ: କିମ୍ବଦନ୍ତୀ ଫୁଟବଲର୍ ପେଲେଙ୍କର ଦେହାନ୍ତ ହୋଇଛି। ପେଲେ ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏଡସନ୍ ଆରାନ୍ତେସ୍ ଡୋ ନାସିମେଣ୍ଟୋ (ପେଲେ) ଏକମାତ୍ର ଖେଳାଳି ଥିଲେ, ଯିଏ ୧୯୫୮, ୧୯୬୨ ଏବଂ ୧୯୭୦ ରେ କ୍ରୀଡାର ସମ୍ମାନଜନକ […]
ନୂଆଦିଲ୍ଲୀ: ଚଳିତ ବର୍ଷ ଟି-୨୦ ବିଶ୍ୱ କପ ହରାଇବା ପରଠାରୁ ଭାରତୀୟ ଦଳକୁ ନେଇ ଅନେକ ଦାବି ଉଠିଛି। ଭାରତୀୟ କ୍ରିକେଟ୍ ବୋର୍ଡରୁ ମଧ୍ୟ ଦଳ ବିଷୟରେ ଭିନ୍ନ ଭିନ୍ନ ମତ ନିଆଯାଉଛି। ଏହି ସମୟରେ ବିସିସିଆଇ ଏକ ବଡ ପଦକ୍ଷେପ […]
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ସରକାର ବିଶ୍ବକପ ହକି ଆୟୋଜନରେ ମନୋନିବେଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନବୀନ ନିଜ ମନ୍ତ୍ରୀମାନଙ୍କୁ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ପଠାଇଛନ୍ତି। ଫଳରେ ଏବେ ରାଜ୍ୟର ସମସ୍ତ ମନ୍ତ୍ରୀ ବିଭିନ୍ନ ରାଜ୍ୟ ଗସ୍ତ କରି […]
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ ରେ ଅଗ୍ରଣୀ ହାସଲ କରିଛି। ବ୍ରିସବେନ୍ ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ପ୍ରୋଟିଆଜକୁ ପରାସ୍ତ କରିଛି। ଏହି ବକ୍ସିଂ ଡେ […]
ନୂଆଦିଲ୍ଲୀ: ଆସନ୍ତା ମାସରେ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ଅଧିନାୟକ ହେବେ। […]
ଭୁବନେଶ୍ୱର : ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ୨୩ ଦିନର ଧାରଣାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଓଡ଼ିଶା କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷିକାମାନେ ହକି ଷ୍ଟିକ୍ ତିଆରି ଓ ସଂକୀର୍ତ୍ତନ କରି ଅଭିନବ ଉପାୟରେ ରାଜ୍ୟ […]
Hockey World Cup: ଆଜି ଓଡିଶାରେ ପହଁଚିଛନ୍ତି ହକି ଇଣ୍ଡିଆ ଟିମ। ସେମାନେ ଭୁବନେଶ୍ବରରେ ପହଁଚିବା ପରେ ତାଙ୍କୁ ଓଡିଶା ହକି ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେମାନେ ଅପରାହ୍ନ ୩ଟା ୫ରେ ଭୁବନେଶ୍ବରରୁ ବାହାରି ଅପରାହ୍ନ ୪ଟା ୧୦ରେ ଝାରସୁଗୁଡ଼ା […]
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ, ଏହି ସିରିଜ୍ ପୂର୍ବରୁ ଏକ ବଡ ଅପଡେଟ୍ ଆସୁଛି। ବାସ୍ତବରେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଟି-୨୦ ଇଣ୍ଟରନ୍ୟାସନାଲରୁ […]
ଭୁବନେଶ୍ୱର: ଡିସେମ୍ବର ୨୯ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଷ୍ଟାଡିୟମ୍ରେ ୨୭ ତମ ସିନିୟର୍ ଆଇଏକେଓ ଜାତୀୟ କିକ୍ବକ୍ସିଂ ଚାମ୍ପିଅନ୍ସିପ୍ ଆୟୋଜିତ ହେବ। ଏହି ଚାମ୍ପିଅନ୍ସିପ୍ରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ୫୦୦ […]