ନୂଆଦିଲ୍ଲୀ: ଘରୋଇ ସିଜିନ ୨୦୨୩-୨୪ ପାଇଁ ମ୍ୟାଚ୍ର କାର୍ଯ୍ୟସୂଚୀ ଏବଂ ଗ୍ରାଉଣ୍ଡର ନାମ ଘୋଷଣା କରିଛି ବିସିସିଆଇ। ଏହି ଘରୋଇ ସିଜିନରେ ଭାରତୀୟ ଦଳ ୧୬ ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବ। ଯେଉଁଥିରେ ୫ ଟି ଟେଷ୍ଟ ମ୍ୟାଚ୍ ବ୍ୟତୀତ ୩ […]
ନୂଆଦିଲ୍ଲୀ: ସାଉଦି ଆରବର ଫୁଟବଲ କ୍ଲବ ଅଲ-ହିଲାଲ ଫ୍ରାନ୍ସର ତାରକା ଫୁଟବଲ ଖେଳାଳି କିଲିୟନ ଏମ୍ବାପେଙ୍କ ପାଇଁ ୨୭୦୦ କୋଟି ଟଙ୍କା ଚୁକ୍ତି କରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏମ୍ବାପେଙ୍କୁ ସେମାନଙ୍କ କ୍ଲବର ଏକ ଅଂଶ କରିବା […]
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ର ଅନ୍ତିମ ମ୍ୟାଚ ଡ୍ର ରେ ଶେଷ ହୋଇଛି। ଟିମ୍ ଇଣ୍ଡିଆ ୧-୦ ରେ ୱେଷ୍ଟଇଣ୍ଡିଜ୍ କୁ ପରାସ୍ତ କରିଛି। ସିରିଜର ପ୍ରଥମ ଟେଷ୍ଟକୁ ଭାରତୀୟ […]
ନୂଆଦିଲ୍ଲୀ: ବିଶ୍ୱକପ୍-୨୦୨୩ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ। ଏଥର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ଏଥିପାଇଁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଛି। ୱାସିମ ଜାଫର ବିଶ୍ୱକପ ପାଇଁ […]
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ତ୍ରିନିଦାଦରେ ଖେଳାଯାଉଛି। ମ୍ୟାଚ୍ ର ଶେଷ ଦିନ ବର୍ଷା ଆରମ୍ଭ ହୋଇଯାଇଛି। ମ୍ୟାଚ୍ ପୂର୍ବରୁ ବର୍ଷା ହେତୁ ପିଚକୁ ଘୋଡାଇଦିଆଯାଇଛି। ଖବର ଲେଖିବା ପର୍ଯ୍ୟନ୍ତ ବର୍ଷା ବନ୍ଦ ହୋଇ […]
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଅନେକ ବଡ଼ ରେକର୍ଡ କରାଯାଇଛି। ଏହି ସମୟରେ ଟିମ୍ ଇଣ୍ଡିଆ ନିଜ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ବାସ୍ତବରେ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନ୍ […]
ନୂଆଦିଲ୍ଲୀ: ସାତ୍ତ୍ଵିକ-ଚିରାଗଙ୍କ ଯୋଡି ପୁଣି ଥରେ କୋରିଆ ଓପନର ଫାଇନାଲରେ ଇଣ୍ଡୋନେସିଆର ଯୋଡି ଫଜର୍ ଆଲଫିଆନ୍ ଏବଂ ମହମ୍ମଦ ରିୟାନ୍ ଅର୍ଦିୟାନ୍ତୋଙ୍କୁ ପରାସ୍ତ କରି ଟାଇଟଲ୍ ଦଖଲ କରିଛନ୍ତି। ସାତ୍ତ୍ଵିକ-ଚିରାଗ ଶେଟ୍ଟୀ ପ୍ରଥମ ଗେମ୍ ୧୭-୨୧ ରେ ହାରିଥିଲେ ମଧ୍ୟ ଦ୍ୱିତୀୟ […]
ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍ ର ମହାକୁମ୍ଭ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବ। ୨୦୨୩ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ତାରିଖରେ ଏକ ବଡ଼ ମ୍ୟାଚ୍ ଖେଳାଯିବ। ୨୦୨୩ ଏସିଆ କପ୍ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ […]
ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ବିଶାଲ କାଲିରମନ କହିଛନ୍ତି ଯେ, “ମୁଁ ମଧ୍ୟ ୬୫ କିଲୋଗ୍ରାମ ବର୍ଗରେ ଖେଳୁଛି। କିନ୍ତୁ ବିନା ପରୀକ୍ଷଣରେ ଏସିଆନ ଗେମ୍ସ ପାଇଁ ବଜରଙ୍ଗ ପୁନିଆଙ୍କୁ ସିଧାସଳଖ ପ୍ରବେଶ କରାଯାଇଛି। ଏହି କୁସ୍ତିଯୋଦ୍ଧାମାନେ ପ୍ରାୟ ଏକ ବର୍ଷ ଧରି ବିକ୍ଷୋଭ […]
ନୂଆଦିଲ୍ଲୀ: ଭାରତର ତାରକା ଖେଳାଳି ସାତ୍ତ୍ଵିକ ସାଇରାଜ ରଙ୍କିରେଡି ୫୬୫ କିଲୋମିଟର ଦ୍ରୁତ ଗତିରେ ସ୍ମାଶ କରି ବ୍ୟାଡମିଣ୍ଟନରେ ଜଣେ ପୁରୁଷ ଖେଳାଳିଙ୍କ ଦ୍ରୁତତମ ‘ହିଟ୍’ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି। ଚିରାଗ ଶେଟ୍ଟୀଙ୍କ ସହ ନିକଟରେ ଇଣ୍ଡୋନେସିଆ […]
ନୂଆଦିଲ୍ଲୀ: ବର୍ତ୍ତମାନ ଏମର୍ଜିଙ୍ଗ ଏସିଆ କପ୍-୨୦୨୩ ଖେଳାଯାଉଛି। ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୧୦ ଟି ମ୍ୟାଚ୍ ଖେଳାଯାଇଛି। ଆଜି ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଏମର୍ଜିଙ୍ଗ ଏସିଆ କପରେ ଦୁଇଟି ମ୍ୟାଚ୍ ଖେଳାଯିବ ଯେଉଁଥିରେ ଦ୍ୱିତୀୟ ମ୍ୟାଚ୍ ଭାରତ-ଏ ଏବଂ ପାକିସ୍ତାନ-ଏ ମଧ୍ୟରେ ଖେଳାଯିବ। […]
ନୂଆଦିଲ୍ଲୀ: ଆଇସିସି ଅନୁଯାୟୀ, ଟ୍ରିନିଦାଦରେ ଭାରତ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ପାଇଁ ୱେଷ୍ଟଇଣ୍ଡିଜ୍ ସେମାନଙ୍କର ୧୩ ଜଣିଆ ଦଳ ଘୋଷଣା କରିଛି। ଯେଉଁଥିରେ ଜଣେ ଯୁବ ସ୍ପିନର ମଧ୍ୟ ଅଛନ୍ତି। ନୂତନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଚକ୍ରର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ତମ ଏସିଆନ୍ ଆଥଲେଟିକ ଚାମ୍ପିୟନଶିପ୍ ୨୦୨୩ରେ ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଚାମ୍ପିୟନଶିପର ଗୋଟିଏ ସଂସ୍କରଣରେ ବିଦେଶ ମାଟିରେ ଭାରତୀୟ ଆଥଲେଟଙ୍କ ସର୍ବାଧିକ ୨୭ ପଦକ ଜିତିବାକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି […]
ନୂଆଦିଲ୍ଲୀ: ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ଗୋଟିଏ ଇନିଂସ ଏବଂ ୧୪୧ ରନରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆର ଏହି ବିଜୟରେ ଯଶସ୍ୱୀ ଜୟସ୍ଵାଲ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ବିଜୟ […]
ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଊନବିଂଶ ଏସୀୟ ଖେଳ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ପୁରୁଷ କ୍ରିକେଟ୍ ଦଳର ନାମ ବିସିସିଆଇ ଘୋଷଣା କରିଛି। ଯୁବ ଖେଳାଳି ରିତୁରାଜ ଗାଇକ୍ଵାଡଙ୍କୁ ଏହି ଦଳର ଅଧିନାୟକ କରାଯାଇଛି। ଏଥି ସହିତ, […]
ଭୁବନେଶ୍ୱର: ବ୍ୟାଙ୍କକରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତ ଜ୍ୟୋତି ୟାରାଜି ୧୦୦ ମିଟର ହର୍ଡଲସ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ କ୍ରୀଡ଼ାବିତ ଭାବେ ସେ ଏହି ସଫଳତା ହାସଲ […]
ନୂଆଦିଲ୍ଲୀ: ଭାରତୀୟ ଦଳ ଚଳିତ ବର୍ଷ ଶେଷରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ, ଯେଉଁଠାରେ ଦଳକୁ ତିନୋଟି ଫର୍ମାଟରେ ସିରିଜ୍ ଖେଳିବାକୁ ପଡିବ। ଏହି ଯାତ୍ରା ସମ୍ପର୍କରେ ବିସିସିଆଇ ଦ୍ୱାରା ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଟିମ୍ ଇଣ୍ଡିଆର ଏହି ଯାତ୍ରା […]
ଭୁବନେଶ୍ଵର: ଓଡ଼ିଶା ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ ହୋଇଛି ଜୀ ସାର୍ଥକର ‘ରଜ କୁଇନ୍–ଉଡ଼ିଯା…ଆକାଶଟା ତୋ’ର’। ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ନେଇ ଏହି ଲୋକପ୍ରିୟ ରିଏଲିଟି ସୋ ଏପ୍ରିଲ୍ ୨୨ ରୁ ଆରମ୍ଭ ହୋଇ ଓଡିଶାର ମନୋରଂଜନ […]
ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ମର୍ଯ୍ୟାଦାଜନକ “ହିରୋ ଏସିଆ ହକି ଚାମ୍ପିଅନ୍ସ ଟ୍ରଫି-୨୦୨୩ର ଟ୍ରଫିକୁ ଉନ୍ମୋଚନ କରିଛନ୍ତି। ଚେନ୍ନାଇରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ନୂଆଦିଲ୍ଲୀର […]
ନୂଆଦିଲ୍ଲୀ: କାନାଡା ଓପନ୍ ୨୦୨୩ରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘କାନାଡା ଓପନ ୨୦୨୩ରେ ଲକ୍ଷ୍ୟ ସେନଙ୍କ ଉଲ୍ଲେଖନୀୟ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ! […]