ଢାକା: ଢାକାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ତିନି ୱିକେଟ୍ ରେ ପରାସ୍ତ କରିଛି। ଏହା ସହ ଟିମ୍ ଇଣ୍ଡିଆ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ବାଂଲାଦେଶକୁ କ୍ଳିନ ସ୍ଵିପ କରିଛି। ବାଂଲାଦେଶରୁ ୧୪୫ ରନ୍ ଲକ୍ଷ୍ୟର […]
ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଢାକାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏହି ମ୍ୟାଚ ଜିତିବା ପାଇଁ ଭାରତୀୟ ଦଳ ଆଗରେ ୧୪୫ ରନ୍ ର ଲକ୍ଷ୍ୟ ରହିଛି। ଏହାର ଜବାବରେ ତୃତୀୟ ଦିନର […]
ଭୁବନେଶ୍ବର: ଆସନ୍ତାମାସ ଜାନୁୟାରୀ 13 ତାରିଖରେ ହେବ ପୁରୁଷ ହକି ବିଶ୍ବ କପ୍। ଏହି ବିଶ୍ବ ମହାକୁମ୍ଭ ଉଭୟ ରାଉରକେଲା ଏବଂ ଭୁବନେଶ୍ବରରେ ଆୟୋଜିତ ହେବ। ସେଥିପାଇଁ ଉଭୟ ସହରକୁ ସଜେଇ ଦିଆଯାଉଛି। କାନ୍ଥ ପାଚେରୀ ସବୁ ବିଭିନ୍ନ ଚିତ୍ରରେ ଚିତ୍ରିତ […]
ନୂଆଦିଲ୍ଲୀ: ୨୦୨୩ ପାଇଁ ନିଲାମ ଆଜି କୋଚିରେ ଅନୁଷ୍ଠିତ ହୋଇଯାଇଛି। ଆଇପିଏଲର ସମସ୍ତ ଦଳ ଏଥିରେ ଭାଗ ନେଇଛନ୍ତି। ଏହି ନିଲାମରେ ସାମ୍ କୁରାନ୍ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ତାଙ୍କୁ ପଞ୍ଜାବ କିଙ୍ଗ୍ସ ୧୮.୫୦ କୋଟିରେ କିଣିଛି। ଆଇପିଏଲ୍ ଇତିହାସରେ […]
କୋଚି: କୋଚିରେ ଆଇପିଏଲ୍ ନିଲାମ ୨୦୨୩ ଚାଲିଛି। ଏହି ନିଲାମରେ ଇଂଲଣ୍ଡର ସାମ କୁରାନ୍ ସର୍ବାଧିକ ବିକ୍ରି ହୋଇଥିଲେ। ସାମ୍ କୁରାନ୍ ଙ୍କୁ ପଞ୍ଜାବ କିଙ୍ଗସ୍ ୧୮.୫୦ କୋଟିରେ କିଣିଛି। ଯେଉଁଠାରେ ଅଷ୍ଟ୍ରେଲିଆର କ୍ୟାମେରନ୍ ଗ୍ରୀନ୍ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି। […]
ଭୁବନେଶ୍ୱର: ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବେଳେ ଏହାର ଟ୍ରଫି ବଡ଼ଦିନ ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରକୁ ଆସିବ। ଭାରତ ସମେତ ୧୬ଟି ଦେଶ […]
ଭୁବନେଶ୍ବର: ପୁରୁଷ ବିଶ୍ବକପ୍ ହକି ୨୦୨୩ ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍ଭେନସେଣ୍ଟରଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ […]
ନୂଆଦିଲ୍ଲୀ: ଭାରତୀୟ ଦଳର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିସିସିଆଇ ପଦୋନ୍ନତି ଦେଇଛି। ତାଙ୍କୁ C ରୁ ସିଧାସଳଖ A ଗ୍ରେଡ୍ କୁ ପଦୋନ୍ନତି ଦିଆଯାଇଛି। ଏହି ବର୍ଷ ପାଣ୍ଡ୍ୟାଙ୍କୁ ପଦରୁ ହଟାଇ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ତାଙ୍କୁ 2023 ପାଇଁ […]
ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଆଜି ଠାରୁ ଢାକାରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଉଭୟ ଦଳ ପ୍ରସ୍ତୁତ ହୋଇଛନ୍ତି। କିନ୍ତୁ ଟିମ୍ ଇଣ୍ଡିଆ ବର୍ତ୍ତମାନ ଏକ କଠିନ ପର୍ଯ୍ୟାୟ […]
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସେଣ୍ଟ ଜାଭିଅର ହାଇସ୍କୁଲ ପରିସରରେ ଦୁଇ ଦିବସୀୟ ତୃତୀୟ ରାତ୍ରିକାଳିନ ଜିଲ୍ଲାସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ସେଣ୍ଟ ଜାଭିଅର ହାଇସ୍କୁଲ ଏବଂ ଅଲେଖ ମହାନ୍ତି ମେମୋରିଆଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ […]
ମୁମ୍ବାଇ: ଦୁଇ ବର୍ଷ ପରେ ରଣଜୀ ଟ୍ରଫିରେ ଖେଳୁଥିବା ସୂର୍ଯ୍ୟକୁମାର ଯାଦବ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମଧ୍ୟ ଫର୍ମ ଜାରି ରଖିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇରେ ଖେଳାଯାଇଥିବା ମ୍ୟାଚରେ ସୂର୍ଯ୍ୟ ଏକ ଚମତ୍କାର ୯୦ ରନର ପାଳି ଖେଳିଛନ୍ତି। ୯୦ ରନ୍ […]
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ପାକିସ୍ତାନ କ୍ରିକେଟ୍ ଦଳ ଲଜ୍ଜାଜନକ ଭାବେ ୩-୦ ରେ ପରାସ୍ତ ହୋଇଛି। ଯଦିଓ ପାକିସ୍ତାନ ଦଳ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ହାରିଯିବା […]
ଭୁବନେଶ୍ୱର: କାତାର ଫିଫା ଫୁଟବଲ ବିଶ୍ୱକପ୍ ୨୦୨୨ ଶେଷ ହୋଇଥିବା ବେଳେ ଡିଜିଟାଲ ମାଧ୍ୟମରେ ମ୍ୟାଚ୍ ଦେଖିବା କ୍ଷେତ୍ରରେ ଜିଓ ସିନେମା ନୂତନ ରେକର୍ଡ ସ୍ଥାପନ କରିଛି। ପ୍ରଥମ ଥର ପାଇଁ ଟିଭି ତୁଳନାରେ ଅଧିକ ଲୋକ ଡିଜିଟାଲ୍ ମାଧ୍ୟମରେ ବିଶ୍ୱର […]
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ଆହତ ହୋଇଥିଲେ। ଏହା ପରେ ସେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଖେଳିପାରିନଥିଲେ। ଖବର ଆସୁଛି ଯେ, ଅଧିନାୟକ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଖେଳିବେ ନାହିଁ। ତାଙ୍କ ଆଙ୍ଗୁଠି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ […]
ନୂଆଦିଲ୍ଲୀ: ପାକିସ୍ତାନୀ ତାରକା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ୨୦୨୧ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ବିଜୟ ପରେ ପାକିସ୍ତାନର ଦୋକାନୀମାନେ କୌଣସି ଜିନିଷ ପାଇଁ ଟଙ୍କା ନେଉନଥିଲେ। ସେ […]
ନୂଆଦିଲ୍ଲୀ: ପ୍ରଥମ ଟେଷ୍ଟରେ ଭାରତ ବାଂଲାଦେଶକୁ ୧୮୮ ରନରେ ପରାସ୍ତ କରି ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ବାଂଲାଦେଶର ଦ୍ୱିତୀୟ ଇନିଂସ ୩୨୪ ରନ୍ ରେ ସମାପ୍ତ ହୋଇଥିଲା। ଭାରତ ପାଇଁ ଅକ୍ସର ପଟେଲ […]
ନୂଆଦିଲ୍ଲୀ: ଚଟଗାଓଁରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ଶେଷ ହେବାକୁ ଯାଉଛି, ଯେଉଁଥିରେ ଭାରତୀୟ ଦଳ ବିଜୟର ନିକଟତର ହୋଇଛି। ଶେଷ ଦିନରେ ମ୍ୟାଚ୍ ଜିତିବା ପାଇଁ ଭାରତକୁ ଚାରିଟି ୱିକେଟ୍ ନେବାକୁ ପଡିବ ଏବଂ ଏହା […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଜିତିଛି। ଆଜି ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ ମ୍ୟାଚରେ ବାଂଲାଦେଶକୁ ଭାରତୀୟ ଦଳ ୧୨୦ ରନରେ ପରାସ୍ତ କରିଛି। ଭାରତ ତୃତୀୟ ଥର ପାଇଁ ଏହି ଟାଇଟଲ ଜିତିଛି। […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିଲେ। ଏହି କାରଣରୁ ସେ ତୃତୀୟ ଦିନିକିଆରେ ଖେଳିପାରିନଥିଲେ। ଏହା ବ୍ୟତୀତ ସେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗ୍ରାମୀଣ ମହିଳା ମହାବିଦ୍ୟାଳୟ ଠାରେ ଆଜି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛି। ଉକ୍ତ କ୍ରୀଡା ଉତ୍ସବକୁ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ […]
ଭୁବନେଶ୍ବର: ‘ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ର ଟ୍ରଫି ଆଜି ନୂଆଦିଲ୍ଲୀରେ ପହଞ୍ଚିଛି। ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ହକି ପ୍ରଶଂସକଙ୍କ ସମ୍ମୁଖରେ ବିଶ୍ୱକପ୍ ଟ୍ରଫିକୁ ଅନାବରଣ କରିଥିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ […]