ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ରେ ସୁପର-୪ ରାଉଣ୍ଡ ଆରମ୍ଭ ହୋଇଛି। ହି ରାଉଣ୍ଡର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି। ଆଜି ଏହି ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ମୁକାବିଲା କରିବେ। ସନ୍ଧ୍ୟା […]
ନୂଆଦିଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିମ୍ବାୱେ ଏକ ଐତିହାସିକ ବିଜୟ ପଞ୍ଜିକରଣ କରିଛି। ଜିମ୍ବାୱେ ଟାଉନ୍ସଭିଲର ରିଭରୱେ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ୩ ୱିକେଟରେ ପରାସ୍ତ କରିଛି। ଜିମ୍ବାୱେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ […]
ନୂଆଦିଲ୍ଲୀ: ରବିବାର ଦିନ ଏସିଆ କପ୍ ୨୦୨୨ରେ ଦ୍ୱିତୀୟ ଥର ପାଇଁ ଭାରତ ଏବଂ ପାକିସ୍ତାନ ଦଳ ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର […]
ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ର ଷଷ୍ଠ ମ୍ୟାଚ୍ ରେ ପାକିସ୍ତାନ ହଂକଂକୁ ଦୟନୀୟ ଭାବେ ପରାସ୍ତ କରିଛି। ମ୍ୟାଚକୁ ୧୫୫ ରନରେ ପାକିସ୍ତାନ ଜିତିନେଇଛି। ଏହି ବିଜୟ ପରେ ପାକିସ୍ତାନର ପରବର୍ତ୍ତୀ ମ୍ୟାଚ୍ ଭାରତ ବିପକ୍ଷରେ ହେବ। ସେପ୍ଟେମ୍ବର ୪ ତାରିଖରେ […]
ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ର ଫେସନ୍ ଓ ଲାଇଫ୍ଷ୍ଟାଇଲ୍ ପୋର୍ଟଫୋଲିଓର ସ୍ପୋର୍ଟସ୍ ବ୍ରାଣ୍ଡ୍ ପରଫରମ୍ୟାକ୍ସ ଆକ୍ଟିଭ୍ଓୟାର ପକ୍ଷରୁ ଭାରତର ତାରକା କ୍ରିକେଟ୍ ଖେଳାଳି ଓ ଦୁନିଆର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଅନ୍ୟତମ ଯଶ୍ପ୍ରୀତ ବୁମ୍ରାଙ୍କୁ ନିଜର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। […]
ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ରେ ସୁପର-୪ ପୂର୍ବରୁ ଭାରତ ଏକ ସମସ୍ୟାର ସମ୍ମୁଖୀନ ହୋଇଛି। ଆହତ କାରଣରୁ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ରବିନ୍ଦ୍ର ଜାଡେଜା ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ଅକ୍ସର ପଟେଲ ଦଳରେ ସ୍ଥାନ ପାଇଛନ୍ତି। ପାକିସ୍ତାନ ବିରୋଧରେ […]
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯାଉଥିବା ୨୦୨୨ ଏସିଆ କପ୍ ର ଲିଗ୍ ପର୍ଯ୍ୟାୟ ଶେଷ ହେବାକୁ ଯାଉଛି। ବାସ୍ତବରେ, ଏଥର ଏହି ଟୁର୍ଣ୍ଣାମେଣ୍ଟ ରାଉଣ୍ଡ ରୋବିନ ଫର୍ମାଟରେ ଖେଳାଯାଉଛି। ଏଭଳି ପରିସ୍ଥିତିରେ ଦୁଇ ଗ୍ରୁପରେ ବିଭକ୍ତ ୬ ଟି ଦଳ […]
ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ କରି ନିଜ ପ୍ରଦର୍ଶନ ସହିତ ବିଶ୍ୱ କ୍ରିକେଟ୍ କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସମଗ୍ର କ୍ରିକେଟ୍ ଜଗତ ହାର୍ଦ୍ଦିକଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବିଷୟରେ କହୁଛି। ବର୍ତ୍ତମାନ ପାକିସ୍ତାନର ପୂର୍ବତନ କିମ୍ବଦନ୍ତୀ ବୋଲର […]
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ର ପ୍ରଥମ ମ୍ୟାଚ୍ ରେ ଭାରତ ପାକିସ୍ତାନକୁ ୫ ୱିକେଟ୍ ରେ ପରାସ୍ତ କରିଛି। ଏହି ମ୍ୟାଚ୍ ପରେ ବିରାଟ କୋହଲି ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଦୁବାଇରେ ଖେଳାଯାଇଥିବା ମ୍ୟାଚ୍ ପରେ ସେ ପାକିସ୍ତାନ […]
ଭୁବନେଶ୍ୱର: ସମସ୍ତଙ୍କ ଜୀବନରେ କ୍ରୀଡ଼ା ତଥା ଦୈନନ୍ଦିନ କାର୍ଯ୍ୟକଳାପର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କ ୧୧୭ ତମ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ଆଜି […]
ଦୁବାଇ: ଏସିଆ କପରେ ଭାରତ ବିପକ୍ଷରେ ପାଞ୍ଚ ୱିକେଟ୍ ପରାଜୟ ପରେ ପାକିସ୍ତାନ ଦଳ ଟାର୍ଗେଟରେ ରହିଛି। ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ପାକିସ୍ତାନର ପରାଜୟକୁ ନେଇ ବହୁତ କ୍ରୋଧିତ ହୋଇଛନ୍ତି। ଶୋଏବ ଅଖତର ପାକିସ୍ତାନର ପରାଜୟ ପାଇଁ ବାବର […]
ଦୁବାଇ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ବିଜୟ ଦେଶର କୋଟି କୋଟି ପ୍ରଶଂସକଙ୍କ ବ୍ୟତୀତ ରାଜନୈତିକ ନେତାମାନଙ୍କୁ ମଧ୍ୟ ଉତ୍ସାହିତ କରିଛି। ଭାରତର ବିଜୟକୁ ନେଇ ରାଜନୀତିର ପିଚରୁ ମଧ୍ୟ ପ୍ରତିକ୍ରିୟା ଆସୁଛି। ଦୁବାଇରେ ଖେଳାଯାଇଥିବା ଏସିଆ […]
ନୂଆଦିଲ୍ଲୀ: ଦୁବାଇରେ ଖେଳାଯାଇଥିବା ଏସିଆ କପ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ୫ ଟି ୱିକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୪୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ଶେଷ ଓଭରରେ ମାତ୍ର ୫ […]
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ଗତକାଲି ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା। ଆଜି ଭାରତ ଏବଂ ପାକିସ୍ଥାନର ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବେ। ସନ୍ଧ୍ୟା ୭.୩୦ ରେ ଉଭୟ ଦଳ […]
ଦିଲ୍ଲୀ: ଭାରତ ସରକାରଙ୍କର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ, ପ୍ରତି ବର୍ଷ କ୍ରୀଡା ପୁରସ୍କାର ପାଇଁ ଆବେଦନ ଆମନ୍ତ୍ରଣ କରିଥାଏ। ୨୦୨୨ ବର୍ଷ ପାଇଁ କ୍ରୀଡା ପୁରସ୍କାର ନିମନ୍ତେ ଆବେଦନକାରୀ ଆମନ୍ତ୍ରଣ ପତ୍ର ସମ୍ପର୍କିତ ବିଜ୍ଞପ୍ତି ୱେବ୍ ସାଇଟ୍ www.yas.nic.in […]
ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ଧରି ତାଙ୍କ ଫର୍ମ ସହ ସଂଘର୍ଷ କରିଆସୁଛନ୍ତି। ତେବେ ଏସିଆ କପରେ ଦୀର୍ଘ ସମୟ ବିରତି ପରେ ବିରାଟ କୋହଲିଙ୍କ ପ୍ରଶଂସକମାନେ ଆଶା କରୁଛନ୍ତି ଯେ, ସେ ଏହି […]
ଭୁବନେଶ୍ବର: ଭଲିବଲ ଖେଳାଳୀ ଆଶିଷ ସ୍ବାଇଁଙ୍କୁ ଭଲିବଲ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ଡ. ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧନା କରିଛନ୍ତି। ଗତକାଲି ଭୁବନେଶ୍ବରର କିଟ୍ କାର୍ଯ୍ୟାଳୟରେ ତାଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ଆଶିଷଙ୍କ ସହିତ ତାଙ୍କ ବାପା ଭରତ ସ୍ବାଇଁ, […]
ନୂଆଦିଲ୍ଲୀ: ଆଜିଠାରୁ ଏସିଆ କପ୍-୨୦୨୨ ଆରମ୍ଭ ହେବ। ଭାରତ ଏବଂ ପାକିସ୍ଥାନର ଦଳ ଅଗଷ୍ଟ ୨୮ ତାରିଖରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ଏଥି ସହିତ ସେପ୍ଟେମ୍ବର ୧୧ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯିବ। ଏସିଆ କପ୍ ୨୦୨୨ର […]
ନୂଆଦିଲ୍ଲୀ: ବର୍ତ୍ତମାନ ୨୦୨୨ ଏସିଆ କପ୍ ଆରମ୍ଭ ହେବାକୁ ଗୋଟିଏ ଦିନ ବାକି ଅଛି। ଆସନ୍ତାକାଲି ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଖେଳାଯିବ। ଅଗଷ୍ଟ ୨୮ ତାରିଖରେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ ମ୍ୟାଚ୍ ଖେଳାଯିବ। ଏହାର ଅର୍ଥ […]
ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ପାଇଁ ସମସ୍ତ ଦଳର ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୟୁଏଇରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥି ସହିତ, ସମସ୍ତ ଦଳ ଏହି ଟାଇଟଲ୍ ଜିତିବା ପାଇଁ ଜୋରଦାର ଅଭ୍ୟାସ କରୁଛନ୍ତି। ସେପଟେ ଭାରତୀୟ ଦଳ […]
ଭୁବନେଶ୍ବର: ବୁଧବାର ଦିନ ଓଡିଶା ଜଗରନେଟ୍ସ ର ଚେନ୍ନାଇ ସହିତ ଖୋ ଖୋ ମୁକାବିଲା ଥିଲା। ଓଡିଶା ମ୍ୟାଚକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରେ ବସି ଟେଲିଭିଜନରେ ଦେଖୁଥିଲେ। ଯାହାର ଫଟୋ ପ୍ରକାଶ ପାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ମୁଖ୍ୟମନ୍ତ୍ରୀଙ୍କ […]