ଭଦ୍ରକ : ନାତୁଣୀ ମାଡରେ ଆଈର ମୃତ୍ୟୁ ହୋଇଛି । ଭଣ୍ଡାରୀପୋଖରୀ ଥାନା ନପଙ୍ଗ ଗାଁରେ ଅଘଟଣ ଘଟିଛି । ଘରୋଇ କଳିରୁ ନାତୁଣୀ ଆକ୍ରମଣ କରିଥିବାର ସୂଚନା ରହିଛି । ନାତୁଣୀ ହେମଦସ୍ତାରେ ଆଈକୁ ଆକ୍ରମଣ କରିଛି। ହେମଦସ୍ତାରେ ମାଡ ଖାଇବା ପରେ ଆଈର ମୃତ୍ୟୁ ହୋଇଛି । death
Invest Odisha: ୧.୪୬ ଲକ୍ଷ କୋଟି ଟଙ୍କାର ୩୩ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ସୃଷ୍ଟି ହେବ ୬୬,୦୦୦ ନିଯୁକ୍ତି ସୁଯୋଗOctober 26, 2025