ଭଦ୍ରକ : ନାତୁଣୀ ମାଡରେ ଆଈର ମୃତ୍ୟୁ ହୋଇଛି । ଭଣ୍ଡାରୀପୋଖରୀ ଥାନା ନପଙ୍ଗ ଗାଁରେ ଅଘଟଣ ଘଟିଛି । ଘରୋଇ କଳିରୁ ନାତୁଣୀ ଆକ୍ରମଣ କରିଥିବାର ସୂଚନା ରହିଛି । ନାତୁଣୀ ହେମଦସ୍ତାରେ ଆଈକୁ ଆକ୍ରମଣ କରିଛି। ହେମଦସ୍ତାରେ ମାଡ ଖାଇବା ପରେ ଆଈର ମୃତ୍ୟୁ ହୋଇଛି । death
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ: ଏଣିକି ପ୍ରତ୍ୟେକ ସୋମବାର ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟକ୍ରମSeptember 8, 2025
ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କରିବା ପାଇଁ ଦାବୀ କଲା ପ୍ରଦେଶ କଂଗ୍ରେସ, ହେଲେ କାହିଁକି ?September 8, 2025