Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଗୁଣିଗାରେଡ଼ି ସନ୍ଦେହରେ ଫୁଟିଲା ଗୁଳି: ଅଳ୍ପକେ ବର୍ତ୍ତିଲେ ପାଳକ
ଅପରାଧ

ଗୁଣିଗାରେଡ଼ି ସନ୍ଦେହରେ ଫୁଟିଲା ଗୁଳି: ଅଳ୍ପକେ ବର୍ତ୍ତିଲେ ପାଳକ

February 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଳକ ଅନ୍ତର୍ଗତ ଅଡବା ଥାନା ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଗୁଳି ଫୁଟିଛି। ଅଳ୍ପକେ ମରଣ ମୁହଁରୁ ବଞ୍ଚିଯାଇଛନ୍ତି ପାଳକ( ପାଷ୍ଟର)। ଏଭଳି ଏକ ଘଟଣା ଘଟିଛି ଅଡ୍‌ବା ଥାନା ଅଞ୍ଚଳରେ।

ଜୁଡ଼ୁଙ୍ଗ ଗ୍ରାମର ପାଷ୍ଟର ଡମ୍ବରୁଧର ମାଝୀ(୩୩) ନିଜ ଗ୍ରାମରୁ ନିକଟସ୍ଥ କରଡାବାଡି ଚର୍ଚ୍ଚକୁ ପ୍ରାର୍ଥନା କରିବା ପାଇଁ ଯାଉଥିବାବେଳେ ଆଗରୁ ସାରୁମେରା ନିକଟରେ ଛପି ରହିଥିବା ୩ ଜଣ ଯୁବକ ତାଙ୍କ ଉପରକୁ ଗୁଳି ଫୁଟାଇଥିଲେ। କିନ୍ତୁ ଗୁଳି ତାଙ୍କୁ ନ ବାଜି ତାଙ୍କ ବାଇକରେ ବାଜିଥିଲା। ସେ ଗାତି ଛାଡ଼ି ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ବୌଡ଼ିଥିଲେ। ଦୁଇ ଜଣ ତାଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଧରି ନପାରି ତାଙ୍କ ମୁଣ୍ଡକୁ ପଥର ମାରିଥିଲେ। ସେ ଆହତ ହୋଇ ମଧ୍ୟ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଯାଇଥିଲେ।

ସେଠାରୁ ଫେରି ଅଡବା ଥାନାରେ ଲିଖିତ ଅଭିଯୋଗ କରିବାପରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ପୁଲିସ ଦଳ ଘଟଣା ସ୍ଥଳରୁ ଯାଇ ସେଠାରୁ ୨ଟି ଗୁଳିର ଖୋକା, ବାଇକ ଜବତ କରିବା ସହ ମାମଲା ରୁଜ୍ଜୁ କରିଛି। ତମ୍ବୁରୁଙ୍କ ଅଭିଯୋଗ ପ୍ରକାରେ ସେ ଚର୍ଚ୍ଚକୁ ଯିବା ସମୟରେ ତାଙ୍କ ଗ୍ରାମର ପ୍ରମୋଦ ଆଲିସ, ସାଗର ମାଝୀ ଓ ତାଙ୍କ ସହ ଅନ୍ୟ ଦୁଇଜଣ ମିଶି ତାଙ୍କ ଉପରକୁ ଗୁଳି ଫୁଟାଇଥିଲେ।

ସୂଚନା ଥାଉ କି ଅଭିଯୁକ୍ତ ସାଗର ମାଝୀଙ୍କ ୯ ମାସର ପୁଅ ୨୦୨୦ ମସିହା ଅଗଷ୍ଟ ମାସ ୨୭ ତାରିଖରେ ଦେହ ଅସୁସ୍ଥ ହୋଇ ମରିଯାଇଥିଲେ। କିନ୍ତୁ ତମ୍ବରୁଧର ଓ ତାଙ୍କ ବାପା ଗୁଣିଗାରେଡ଼ି କରି ସାଗରର ପୁଅକୁ ମାରିଦେଇଥିବା ସନ୍ଦେହ କରି ସାଗର ମନରେ କ୍ରୋଧ ଜାତ ହୋଇଥିଲା। ଏ ବିଷୟକୁ ନେଇ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଭୋଜିଭାତ ଦେବା ପାଇଁ ଡ୍‌ମ୍ବରୁ ଘର ପରିବାରଙ୍କୁ କୁହାଯାଇଥିଲା। ପରେ ଗ୍ରାମବାରୀ ଏହାକୁ ବାରଣ କରିଥିଲେ।

ଗୁଣିଗାରେଡିକୁ ସନ୍ଦେହ କରି ତମ୍ବୁରୁକୁ ଜୀବନରେ ମାରିଦେବା ପାଇଁ ସାଗର ବନ୍ଧୁକ ଫୁଟାଇଥିଲେ। କିନ୍ତୁ ମରୁମରୁ ଅଳ୍ପକେ ବର୍ତ୍ତି ଗଲେ ପାଳକ ଡମ୍ବରୁ। ଅଭିଯୁକ୍ତମାନେ ସେଠାରୁ ଫେର।ର ହୋଇ ଯାଇଛନ୍ତି। ସେମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବା ବୋଲି ଅଡବା ଆଇଆଇସି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ଗୁଣିଗାରେଡ଼ି ସନ୍ଦେହ ଫୁଟିଲା ଗୁଳି ବର୍ତ୍ତିଲେ ପାଳକ
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଲକ୍ଷ ଲକ୍ଷ ଏସଏସଜି ମହିଳା ସଦସ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ

August 7, 2025

ଏମ୍.ଏସ୍. ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

August 7, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ରେଡ୍ ରନ୍ (୩.୦) ମାରାଥନ

August 7, 2025

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ପାଳନ ହେଲା ବିଶ୍ଵ ସ୍ତନ୍ୟପାନ ସପ୍ତାହ

August 7, 2025
Latest News

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଲକ୍ଷ ଲକ୍ଷ ଏସଏସଜି ମହିଳା ସଦସ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ

August 7, 2025

ଏମ୍.ଏସ୍. ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

August 7, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ରେଡ୍ ରନ୍ (୩.୦) ମାରାଥନ

August 7, 2025

ନାଚୁଣୀ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ: ଆଗାମୀ ଭବିଷ୍ୟତଙ୍କୁ ସମ୍ବୋଧିତ କଲେ ଆଇନ ମନ୍ତ୍ରୀ

August 7, 2025

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ପାଳନ ହେଲା ବିଶ୍ଵ ସ୍ତନ୍ୟପାନ ସପ୍ତାହ

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.