Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୁଣି ନକଲି ମଦ କାରଖାନା ଠାବ: ୫ ଗିରଫ
ଅପରାଧ

ପୁଣି ନକଲି ମଦ କାରଖାନା ଠାବ: ୫ ଗିରଫ

February 27, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ କିଛିଦିନ ତଳେ ଆଙ୍କୁଲି ଅଂଚଳରେ ଏକ ନକଲି ମଦ ଦୋକାନ ଉପରେ ଚଢ଼ାଉ କରି ବହୁ ପରିମାଣରେ ନକଲି ମଦ ସହ ମେସିନ୍ ଜବତ ହୋଇଥିବାବେଳେ ଆଜି ପୁଣି ବଡ଼ବଜାର ଅଂଚଳରୁ ଅନ୍ୟ ଏକ ନକଲି ମଦ ତିଆରି କାରଖାନା ଠାବ ହୋଇଛି।

ଘଟଣାରୁ ପ୍ରକାଶ ଯେ, ବଡ଼ବଜାର ଥାନା ଅନ୍ତର୍ଗତ ତୃପ୍ତିନଗର ଦ୍ୱିତୀୟ ଗଳିରେ ଏକ ଭଡ଼ାଘରେ ନକଲି ମଦ କାରଖାନା ଚାଲିଥିବା ନେଇ ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇ ଆଜି ଚଢ଼ାଉ କରିଥିଲା। ଚଢ଼ାଉ ପରେ ସେଠାରେ ଥିବା ବିପୁଳ ପରିମାଣର ଯଥା ୫୦ ପେଟି ପେକିଂ ହୋଇଥିବା ନକଲି ମଦ, ସିଲ୍‌, ଠିପି, ବୋତଲ, ଲକ୍ଷାଧିକ ଟଙ୍କା ମେସିନ୍‌କୁ ଅବକାରୀ ବିଭାଗ ଜବତ କରିଛି।

ଏହି ନକଲି ମଦ ପ୍ରସ୍ତୁତ କରୁଥିବା ଅଭିଯୋଗରେ ୫ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ସୁକୁଣ୍ଡା ଆଦିତ୍ୟ ବିହାରର ରବିନ୍ଦ୍ର ପାଣିଗ୍ରାହୀ (୪୫), କାଳୁପାତ୍ର ସାହିର ନାରାୟଣ ବିଷୋୟୀ, ଶାନ୍ତିନଗର ତୃତୀୟ ଗଳିର ଏମ୍‌. ଆଶିଷ କୁମାର ରାଓ (୨୮), ବେଗୁନିଆପଡ଼ା ଥାନା କେ. ବରିଡ଼ା ଗ୍ରାମର ଶ୍ରୀକାନ୍ତ କୁମାର ବେହେରା (୩୭) ଏବଂ ବଡ଼ବଜାର ଗଣେଶ ନଗର ଅଂଚଳର ସନ୍ତୋଷ କୁମାର ସ୍ୱାଇଁ (୪୮)।

ଏହିମାନେ କଲିକତା ଅଂଚଳରୁ କାଚବୋତଲ, ଠିପି, ସିଲ୍‌, ମେସିନ୍ ଆଣି ଏଠାରେ କ୍ୟାମିକେଲ୍ ମିଶାଇ ନକଲି ମଦ ପ୍ରସ୍ତୁତ କରିବା ପରେ ବିଭିନ୍ନ ଗ୍ରାମାଞ୍ଚଳକୁ ପ୍ରେରଣ କରୁଥିଲେ। ବହୁଦିନ ହେଲା ଏହି କାରଖାନା ଚାଲିଥିବାବେଳେ ଆଜି ଧରାପଡ଼ିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରାଯାଇଥିବା ଜଣାପଡ଼ିଛି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

November 5, 2025

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025

ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

November 5, 2025

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

November 5, 2025
BJP Ads
Latest News

କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

November 5, 2025

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025

ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

November 5, 2025

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

November 5, 2025

ରାଜ୍ୟ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ କଲା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.