କୋରାପୁଟ: ଛତିଶଗଡ ଯାଉଥିବା ଏକ କାରରୁ ପାଖାପାଖି ୮ କୋଟି ଟଙ୍କାର ନକଲି ନୋଟ ଜବତ କରାଯାଇଛି। ସୁଙ୍କି ଆଉଟପୋଷ୍ଟ ନିକଟରୁ ୭ କୋଟି ୯୦ ଲକ୍ଷର ନକଲି ନୋଟ ପଟାଙ୍ଗୀ ପୋଲିସ ଜବତ କରିଛି। ନକଲି ନୋଟ ସହ ୩ ଜଣଙ୍କୁ ପୋଲିସ ଅଟକ ରଖିଛି। ଏନେଇ ସୁନାବେଡା ଏସଡିପିଓ ସୂଚନା ଦେଇଛନ୍ତି। ନକଲି ନୋଟ ଜବତ ପଟାଙ୍ଗୀ ପୋଲିସ ସୁଙ୍କି ଆଉଟପୋଷ୍ଟ
ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନJuly 23, 2025