Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦିଲ୍ଲୀ ବଟଲା ହାଉସ ମାମଲାରେ ଶାକେତ କୋର୍ଟଙ୍କ ରାୟ: ଆତଙ୍କୀ ଆରିଜ ଖାନକୁ ମିଳିଲା ଫାଶୀ ଦଣ୍ଡାଦେଶ
ଅପରାଧ

ଦିଲ୍ଲୀ ବଟଲା ହାଉସ ମାମଲାରେ ଶାକେତ କୋର୍ଟଙ୍କ ରାୟ: ଆତଙ୍କୀ ଆରିଜ ଖାନକୁ ମିଳିଲା ଫାଶୀ ଦଣ୍ଡାଦେଶ

March 15, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବଟଲା ହାଉସ ଏନକାଉଣ୍ଟର ମାମଲାରେ ଶାକେତ କୋର୍ଟ ଅରିଜ ଖାନକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ମାର୍ଚ୍ଚ ୮ ତାରିଖରେ ଆରିଜ ଖାନକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଆତଙ୍କୀ ଆରିଜ ଉପରେ ୧୧ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ସେଥିରୁ ୧୦ ଲକ୍ଷ ଟଙ୍କା ଶହୀଦ ହୋଇଥିବା ପୋଲିସ ଅଧିକାରୀ ମୋହନ ଚନ୍ଦ ଶର୍ମାଙ୍କ ପରିବାରକୁ ମିଳିବ। ଏହାପୂର୍ବରୁ ଏହି ମାମଲାରେ ଅଭିଯୁକ୍ତ ଶହଜାଦ ଆହମଦକୁ ୨୦୧୩ ରେ ଦଣ୍ଡାଦେଶ ହୋଇଛି। ଯାହାକି ସେମାନଙ୍କ ୨ ଜଣ ସାଥି ଆତିଫ ଆମିନ ଏବଂ ମହମ୍ମଦ ସାଜିଦକୁ ମାରି ଦିଆଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ୨୦୦୮ ରେ ହୋଇଥିବା ବଟଲା ହାଉସ ଏନକାଉଣ୍ଟର କେସ ପରେ ଆରିଜ ଦେଶରୁ ପଳାୟନ କରିଥିଲା। ୨୦୧୮ରେ ତାକୁ ନେପାଳରେ ଗିରଫ କରାଯାଇଥିଲା। ଏହି ଏନକାଉଣ୍ଟରରେ ଇନସପେକ୍ଟର ମୋହନ ଚନ୍ଦ ଶର୍ମା ଶହୀଦ ହୋଇଥିଲେ। ଏହାସହିତ ପୋଲିସ କର୍ମୀ ବଲବତ ସିଂହ ରାଜବୀରକୁ ଜୀବନରେ ମାରିଦେବା ପାଇଁ ପ୍ରୟାସ କରାଯାଇଥିଲା। ତେବେ କୋର୍ଟଙ୍କ ଏହି ରାୟ ପରେ ରାଜନୀତି ବୟାନ ବାଜି ଆରମ୍ଭ ହୋଇଯାଇଅଛି।

ଆରିଜ ଖାନ ଫାଶୀ ଦଣ୍ଡାଦେଶ ବଟଲା ହାଉସ ଶାକେତ କୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025

ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତାର ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି

August 5, 2025

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ, ଟିଏମସି କର୍ମୀ କରିଥିବା ଅଭିଯୋଗ

August 5, 2025
Latest News

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025

ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତାର ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.