Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଏନଜିଓ ସହ ଜଡିତ ଏକ ମାମଲାରେ ତିସ୍ତା ଶୀତଲୱାଡଙ୍କୁ ହେପାଜତକୁ ନେଲା ଗୁଜୁରାଟ ଏଟିଏସ୍
ଅପରାଧ

ଏନଜିଓ ସହ ଜଡିତ ଏକ ମାମଲାରେ ତିସ୍ତା ଶୀତଲୱାଡଙ୍କୁ ହେପାଜତକୁ ନେଲା ଗୁଜୁରାଟ ଏଟିଏସ୍

June 25, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗୁଜୁରାଟ ଏଟିଏସର ଟିମ୍ ସାମାଜିକ କର୍ମୀ ତିସ୍ତା ଶୀତଲୱାଡଙ୍କୁ ଅଟକ ରଖିଛି। ଏହାପୂର୍ବରୁ ଗୁଜୁରାଟ ଏଟିଏସର ଟିମ୍ ତାଙ୍କ ଏନଜିଓ ବିରୋଧରେ ମାମଲା ରୁଜୁ କରି ମୁମ୍ବାଇର ଜୁହୁସ୍ଥିତ ତିସ୍ତା ଶୀତଲୱାଡଙ୍କ ବାସଭବନରେ ପହଞ୍ଚିଥିଲା। ତିସ୍ତା ଶୀତଲୱାଡଙ୍କୁ ତାଙ୍କ ବାସଭବନରୁ ସାନ୍ତାକ୍ରୁଜ ପୋଲିସ ଷ୍ଟେସନକୁ ନିଆଯାଇଛି।

ଅହମ୍ମଦାବାଦରେ ଏକ ଜାଲିଆତି ମାମଲା ରହିଛି ଯେଉଁଥିରେ ୬ ଜଣ ଅଭିଯୁକ୍ତ ଅଛନ୍ତି, ଯେଉଁଥିରେ ତିସ୍ତା ମଧ୍ୟ ଜଣେ ଅଭିଯୁକ୍ତ। ତିସ୍ତାଙ୍କ କାର୍ଯ୍ୟାଳୟ ଏବଂ ଘରର ମଧ୍ୟ ଯାଞ୍ଚ କରାଯିବ। ଗୁଜୁରାଟର ଏଟିଏସର ଦୁଇଟି ଦଳ ମୁମ୍ବାଇରେ ପହଞ୍ଚିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ: ସାମିଲ ହେଲେ ଏହି ଘାତକ ବୋଲର

February 7, 2026

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

February 7, 2026

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026
Latest News

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ: ସାମିଲ ହେଲେ ଏହି ଘାତକ ବୋଲର

February 7, 2026

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

February 7, 2026

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.