Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଭିଏଚପି ଏବଂ ଆରଏସଏସ କାର୍ଯ୍ୟାଳୟରେ ବିସ୍ଫୋରଣ କରିବାକୁ ଧମକ: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଅପରାଧ

ଭିଏଚପି ଏବଂ ଆରଏସଏସ କାର୍ଯ୍ୟାଳୟରେ ବିସ୍ଫୋରଣ କରିବାକୁ ଧମକ: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

July 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଝଣ୍ଡେୱାଲାନର ଭିଏଚପି କାର୍ଯ୍ୟାଳୟରେ ପ୍ରବେଶ କରି ବୋମା ବିସ୍ଫୋରଣ କରିବାକୁ ଜଣେ ବ୍ୟକ୍ତି ଧମକ ଦେଉଥିଲେ। ଆଜି ଦିଲ୍ଲୀ ପୋଲିସ ନିୟନ୍ତ୍ରଣ କକ୍ଷରୁ ଏ ସୂଚନା ପାଇଥିଲା। ଖବର ପାଇବା ପରେ ତୁରନ୍ତ ଦିଲ୍ଲୀ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଭିଏଚପି କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଭିଏଚପି ଦିଲ୍ଲୀ ମନ୍ତ୍ରୀ ସୁରେନ୍ଦ୍ର କୁମାର ଅଭିଯୁକ୍ତଙ୍କୁ ପକାବୁ କରିଦେଇଥିଲେ। ତାପରେ ପୋଲିସ ତାଙ୍କୁ ଗିରଫ କରିଥିଲା।

ଦିଲ୍ଲୀ ପୋଲିସର ସୂଚନାନୁସାରେ, ଆଜି ମଧ୍ୟାହ୍ନ ୧୨.୪୧ ସମୟରେ ଏକ କଲ ଆସିଥିଲା ​​ଯେ, କେହି ଜଣେ ଝଣ୍ଡେୱାଲାନରେ ଅବସ୍ଥିତ ଭିଏଚପି ଅଫିସରେ ପ୍ରବେଶ କରି ବିସ୍ଫୋରଣ କରିବାକୁ ଧମକ ଦେଉଛନ୍ତି। ପୋଲିସର କହିବାନୁସାରେ, ଅଭିଯୁକ୍ତଙ୍କ ନାମ ପ୍ରିନ୍ସ ପାଣ୍ଡେ। ପଚରାଉଚୁରାରେ ପ୍ରିନ୍ସ କହିଛନ୍ତି ଯେ ସେ ମଧ୍ୟପ୍ରଦେଶ ବାସିନ୍ଦା ଏବଂ ଫତେହପୁର ବେରୀରେ ତାଙ୍କ ମାଉସୀ ଘରେ ସେ ରହୁଥିଲେ।

ପୋଲିସର ସୂଚନାନୁସାରେ, ପ୍ରିନ୍ସ କେବଳ ଜୁଲାଇ ୨୨ ତାରିଖରେ ଦିଲ୍ଲୀ ଆସିଥିଲେ। ପଚରାଉଚରା ବେଳେ ପ୍ରିନ୍ସ କହିଛନ୍ତି ଯେ, ତାଙ୍କ ଗାଁର ଏକ ପରିବାର ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। ସେଥିପାଇଁ ସେ କ୍ରୋଧିତ ହେଲେ ଯେ କାହିଁକି କେହି କିଛି କରୁନାହାଁନ୍ତି। ତେଣୁ ଧ୍ୟାନ ପାଇବା ପାଇଁ ସେ ଏହା କରିଥିଲେ।

ଦିଲ୍ଲୀ ପୋଲିସର ସୂଚନାନୁସାରେ, ପଚରାଉଚରା ବେଳେ ପ୍ରିନ୍ସ ନିଜକୁ ଆରଏସଏସର ସମର୍ଥକ ବୋଲି କହିଛନ୍ତି। ବର୍ତ୍ତମାନ ଅଭିଯୁକ୍ତଙ୍କ ଦାବିର ସତ୍ୟତା ଜାଣିବା ପାଇଁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ପଚରାଉଚରା କରୁଛି।

ଅଭିଯୁକ୍ତ ଗିରଫ ଭିଏଚପି
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.