Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»୨୦୧୭ – ୨୨ ରେ ନ୍ୟାୟ ମିତ୍ରଙ୍କ ସହାୟତାରେ ଓଡିଶାରେ ୮୧୮ଟି ମାମଲାର ସମାଧାନ
ଅପରାଧ

୨୦୧୭ – ୨୨ ରେ ନ୍ୟାୟ ମିତ୍ରଙ୍କ ସହାୟତାରେ ଓଡିଶାରେ ୮୧୮ଟି ମାମଲାର ସମାଧାନ

July 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
First National Lok Adalat of the Year to Be Held on March 14
First National Lok Adalat of the Year to Be Held on March 14

ଦିଲ୍ଲୀ: ନ୍ୟାୟ ମିତ୍ର (ଏନ୍‌ଏମ୍‌) ଯୋଜନାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ନ୍ୟାୟାଳୟ ଗୁଡିକରେ ଏବଂ ଏହାର ଅଧୀନସ୍ଥ ନ୍ୟାୟାଳୟ ଗୁଡିକରେ ଦୀର୍ଘ ୧୦ – ୧୫ ବର୍ଷ ପୁରୁଣା ମାମଲା ଗୁଡିକର ଶୀଘ୍ର ସମାଧାନ କରିବା ନିମନ୍ତେ ସୁବିଧା ପ୍ରଦାନ କରିବା। ୨୦୧୭ରେ ନ୍ୟାୟ ମିତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ , ଅନୁବନ୍ଧ – କ’ ରେ ଉଲ୍ଲେଖ କରା ଯାଇଥିବା ବିବରଣୀ ଅନୁସାରେ, ଆସାମ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡିଶା, ରାଜସ୍ଥାନ, ଉତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗ ରାଜ୍ୟ ଗୁଡିକରେ ମୋଟ୍ ୩୮ ଜଣ ନ୍ୟାୟ ମିତ୍ର କାର୍ଯ୍ୟ କରୁ ଅଛନ୍ତି।

ଓଡିଶାରେ ୨୦୧୭ – ୨୦୨୨ ଅବଧିରେ ୪ ଜଣ ନ୍ୟୟ ମିତ୍ର ନିଯୁକ୍ତ ହୋଇଛନ୍ତି। ଏହି ସମୟ ମଧ୍ୟରେ ନ୍ୟାୟ ମିତ୍ର ମାନେ ୮୧୮ଟି ମାମଲା ସମାଧାନରେ ସହାୟତା କରିଛନ୍ତି।

ଏବେ ସୁଦ୍ଧା କାର୍ଯ୍ୟ କରୁଥିବା ନ୍ୟାୟ ମିତ୍ର ମାନେ ୩୪୯୫ଟି ପୁରୁଣା ମାମଲାକୁ ସମାଧାନ କରିବା ନିମନ୍ତେ ସମ୍ବନ୍ଧିତ ନ୍ୟାୟାଳୟ ଗୁଡିକୁ ସହାୟତା କରିଛନ୍ତି, ଯେଉଁଥିରେ ବୈବାହିକ ମାମଲା, ଦୁର୍ଘଟଣାର ଦାବି ଏବଂ ଅପରାଧିକ ମାମଲା ଗୁଡିକ ମଧ୍ୟ ସାମିଲ୍ ଅଟେ। ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକରେ ସମାଧାନ କରା ଯାଇଥିବା ମାମଲା ଗୁଡିକର ସମ୍ପୂର୍ଣ୍ଣ ବିବରଣୀ ଅନୁବନ୍ଧ – ଖ’ ରେ ରହିଛି। ୨୦୨୧ -୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ ୮୦ ନ୍ୟାୟ ମିତ୍ର ନିଯୁକ୍ତ ହେବେ। ୨୦୨୧- ୨୦୨୨ ନିମନ୍ତେ ଏପ୍ରିଲ୍ ୨୦୨୨ ମାସରେ ୧୧ଟି ଜିଲ୍ଲା ନ୍ୟାୟାଳୟ ଗୁଡିକରେ ୧୧ଟି ନ୍ୟାୟ ମିତ୍ର ନିଯୁକ୍ତ ହୋଇଛନ୍ତି।

ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026

ଟ୍ରମ୍ପଙ୍କ ନୂତନ ଧମକରେ ଦୋହଲିଗଲା ସେୟାର ବଜାର

April 13, 2026
Latest News

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଚୀନ୍ ଏବଂ ଆମେରିକାକୁ ପଛରେ ପକାଇବ ଭାରତର ଅଟୋ ଶିଳ୍ପ: ନୀତିନ୍ ଗଡକରୀ କହିଲେ ମାଷ୍ଟର ପ୍ଲାନ 

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026

ଟ୍ରମ୍ପଙ୍କ ନୂତନ ଧମକରେ ଦୋହଲିଗଲା ସେୟାର ବଜାର

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.