ନୂଆଦିଲ୍ଲୀ: ଆମେରିକାର ପଡୋଶୀ ଦେଶ ମେକ୍ସିକୋରେ ଆଖିବୁଜା ଗୁଳି ବିନିମୟ ହୋଇଛି। ଆକ୍ରମଣକାରୀ ୧୨ ଜଣଙ୍କୁ ହତ୍ୟା କରିଛି। କେନ୍ଦ୍ରୀୟ ମେକ୍ସିକୋରେ ଏହି ଭୟଙ୍କର ହତ୍ୟାକାଣ୍ଡ ଘଟିଛି। ଗୁଳି ବିନିମୟର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, ପୋଲିସ ତଦନ୍ତରେ ନିୟୋଜିତ ଅଛି। ଆଖିବୁଜା ଗୁଳି ଆମେରିକା ମେକ୍ସିକୋ
“କଂଗ୍ରେସ ଗଡ଼ରେ ଭୋଟରଙ୍କ ନାମ କାଟି ଦିଆଯାଇଛି,” ରାହୁଲ ଗାନ୍ଧୀଙ୍କ ଦାବି, ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟାSeptember 18, 2025