
ନୂଆଦିଲ୍ଲୀ: ଆମେରିକାର ଭର୍ଜିନିଆର ଚେସାପିକର ୱାଲମାର୍ଟ ଷ୍ଟୋର୍ରେ ଗୁଳି ବିନିମୟ ଖବର ସାମ୍ନାକୁ ଆସୁଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଗୁଳି ବିନିମୟ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଗୁଳି ବିନିମୟ ବିଷୟରେ ଜାଣିବା ପରେ ଚେସାପିକ ପୋଲିସ ବ୍ୟାଟଲଫିଲ୍ଡ ବ୍ଳକର ୱାଲମାର୍ଟରେ ଥିବା ସକ୍ରିୟ ସୁଟରକୁ ଧରିବା ପାଇଁ ଉଦ୍ୟମ କରିଥିଲା ଏବଂ ତାଙ୍କ ଉପରକୁ ଗୁଳି ଚଳାଇଥିଲା।