Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇଙ୍କୁ କିଏ କଲା ହତ୍ୟା?, ତିନି ଗିରଫ, ପୋଲିସର ତଦନ୍ତ ଜାରି
ଅପରାଧ

ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇଙ୍କୁ କିଏ କଲା ହତ୍ୟା?, ତିନି ଗିରଫ, ପୋଲିସର ତଦନ୍ତ ଜାରି

April 15, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପୋଲିସର ସୁରକ୍ଷା ମଧ୍ୟରେ ମାଫିଆ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶ୍ରଫଙ୍କୁ ହତ୍ୟା କରାଯାଇଛି। ଅତିକ୍ ଅହମ୍ମଦଙ୍କୁ ତିନି ଜଣ ଆକ୍ରମଣ କରିଥିଲେ। ଏହି ତିନିଜଣ ଆତ୍ମସମର୍ପଣ କରିଛନ୍ତି। ପୋଲିସ ଏହି ତିନିଜଣଙ୍କୁ ଗିରଫ କରିଛି।

ପ୍ରୟାଗରାଜର ମେଡିକାଲ କଲେଜ ନିକଟରେ ଗ୍ୟାଙ୍ଗଷ୍ଟର-ରାଜନେତା ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶ୍ରଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଯେଉଁ ଭିଡିଓରେ ସାମ୍ନାକୁ ଆସିଛି, ମିଡିଆ କର୍ମଚାରୀଙ୍କ ମଧ୍ୟରେ ଅତିକ୍ ଙ୍କୁ ଦେଖିବାକୁ ମିଳୁଛି। ସେହି ସମୟରେ ତାଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରାଯାଇଥିଲା। ଅଭିଯୁକ୍ତମାନେ ଗଣମାଧ୍ୟମର ବ୍ୟକ୍ତି ଭାବରେ ଆସିଥଲେ।

ଜଣେ ସ୍ଥାନୀୟ ସାମ୍ବାଦିକ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ତିନି ଅଭିଯୁକ୍ତଙ୍କୁ ପୋଲିସ ଡାକ୍ତରଖାନାରେ ରଖିଛି। ଅଭିଯୁକ୍ତମାନେ ସ୍ଥାନୀୟ ବୋଲି କୁହାଯାଉଛି। ଅତିକ୍ ଏବଂ ଆଶ୍ରଫଙ୍କ ସହ ସେମାନଙ୍କର ପୁରୁଣା ଶତ୍ରୁତା ଥିଲା। ପୋଲିସ ସିସିଟିଭି ଯାଞ୍ଚ କରୁଛି।

ଉଲ୍ଲେଖ ଯୋଗ୍ୟ ଯେ, ଝାଂଶୀରେ ଏସଟିଏଫ ସହିତ ହୋଇଥିବା ଏକ ଏନକାଉଣ୍ଟରରେ ଅତିକ ଅହମ୍ମଦଙ୍କ ପୁଅ ଅସଦ ଏବଂ ଗୁଲାମ ନାମକ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାଟି ଘଟିଥିଲା ​​ଯେତେବେଳେ ଅତିକ୍ ଏବଂ ତାଙ୍କ ଭାଇ ଆଶ୍ରଫଙ୍କୁ ପ୍ରୟାଗରାଜର ସିଜେଏମ୍ କୋର୍ଟରେ ହାଜର କରାଯାଉଥିଲା।

ଅତିକ୍ ଅହମ୍ମଦ ତିନି ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

Durga Puja in Assam: ଆସାମର ବାରକ ଉପତ୍ୟକାର ଦୁର୍ଗା ପାଲଟିଛି ଏକ ବିରଳ ଉଦାହରଣ

October 18, 2026

ବନ ବିଭାଗର ୬୫ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରି ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ

October 18, 2026

ଅଷ୍ଟମୀ-ନବମିରେ କରନ୍ତୁ ଯଜ୍ଞ: ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

October 18, 2026

ଘରେ ଶଙ୍ଖ ରଖିବା ନିଶ୍ଚିତ ଶୁଭ, ହେଲେ ଯଦି ଏହି ଭୁଲ କରିଦେଲେ ତେବେ କଥା ସରିଲା

October 18, 2026
Latest News

Durga Puja in Assam: ଆସାମର ବାରକ ଉପତ୍ୟକାର ଦୁର୍ଗା ପାଲଟିଛି ଏକ ବିରଳ ଉଦାହରଣ

October 18, 2026

Puja Magazine: ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଦ୍ବାରା ଉନମୋଚିତ ହେଲା ବିଶ୍ବମୁକ୍ତି ପତ୍ରିକାର ପୂଜା ବିଶେଷାଙ୍କ

October 18, 2026

ଫ୍ରାନ୍ସରେ ହିଂସା ଓ ଅରାଜକତା: ୧୨୦୦ରୁ ଅଧିକ ଗିରଫ

October 18, 2026

ରେଳ ଧାରଣା ଉପରେ ହାତୀଙ୍କ ଡେରା, ଠପ୍ ହେଲା ଟ୍ରେନ୍ ଚଳାଚଳ

October 18, 2026

ବନ ବିଭାଗର ୬୫ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରି ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.